Viral Video – ଝୁମୁର ଝୁମୁର ଗୀତରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କଲେ ଅଙ୍ଗନବାଡି ଦିଦି…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ସେହି ଭିଡ଼ିଓ ଗୁଡିକୁ ଦେଖିବାର ଆଗ୍ରହ ମଧ୍ୟ ବଢିଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ସେହିଭଳି ଗୋଟିଏ ଭିଡ଼ିଓ ଟି ହେଉଛି ଅଙ୍ଗନବାଡି ଦିଦି ଦୁଇଜଣ କେଉଁ ଭଳି ଭାବରେ ପିଲାମାନଙ୍କୁ ଗୀତ ଆଉ ନାଚ ମାଧ୍ୟମରେ ଗଛ ଓ ତାହା ସହିତ ଗାଈ ଆମକୁ କଣ ଦେଉଛି ଓ କଣ ଉପକାର କରୁଛି ତାହାକୁ ବୁଝାଇବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର ସୋସିଆଲ ମିଡ଼ିଆରେ | ତେବେ ଆପଣ ମାନେ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ଆଜିକାଲି ପିଲାମାନଙ୍କର ବୁଦ୍ଧି ଆଉ ଜ୍ଞାନ ର ବିକାଶ ସହିତ ପିଲାମାନେ କେମିତି ଭଲ ରେ ପାଠ ପଢ଼ିବେ ସେଥିପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ତା ମାନ କରାଯାଉଛି | କିନ୍ତୁ ଯେଉଁ ବ୍ୟବସ୍ତା ରହିଛି ତାହା ସହିତ ଯଦି ଶିକ୍ଷୟତ୍ରୀ ମାନଙ୍କର ଅଙ୍ଗନବାଡି ରେ ପଢ଼ୁଥିବା ପିଲାମାନଙ୍କୁ ପଢାଇବାର ସୌଳି କୁ ବଦଳାଇବେ ତାହେଲେ ପିଲାମାନେ ଅଧିକ ଶିକ୍ଷା ଲାଭ କରି ପାରିବେ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିଵା ଏହି ଭିଡ଼ିଓ ଟି ରେ ଯାହା ଦେଖିବାକୁ ମିଳିଛି କି ଛତ୍ରପୁର ରେ ଏହିଭଳି ଅଙ୍ଗନବାଡି ରେ ଦିଦି ଦୁଇଜଣ ସୁଜାତା ଓ ରଶ୍ମିତା ଙ୍କର ପିଲାମାନଙ୍କୁ ଗୀତ ଆଉ ନାଚ ମାଧ୍ୟମରେ ପଢାଇବାର ଶୌଳି | ଆଉ ଯେଉଁଠି ଝୁମୁରୁ ଝାଇଁ ଗୀତ ରେ ପିଲାମାନଙ୍କୁ ନାଚ ମାଧ୍ୟମରେ ପଢାଇବାକୁ ଲାଗିଛନ୍ତି ଏହି ଦୁଇଜଣ ଅଙ୍ଗନବାଡି ଦିଦି | ଆଉ ଗୀତ ମାଧ୍ୟମରେ ଆମ ମାନଙ୍କ ପାଇଁ ଗଛ କେଉଁ ଭଳି ଉପ କାର କରୁଛି ତାହା ସହିତ ଆମେ ଯଦି ଗାଈ କୁ ଘାସ ଖାଇବା ପାଇଁ ଦେବା ତାହେଲେଗାଈ ଆମକୁ କଣ ଦେବ ସେ ବିଷୟରେ ବୁଝାଇବାକୁ ଲାଗିଛନ୍ତି |

ତେବେ ଦେଖା ଯାଇଛି କି ଦିଦି ମାନଙ୍କ ସହିତ ପିଲାମାନେ ମଧ୍ୟ ଏହିଭଳି ଭାବରେ ଗୀତ ଓ ନାଚ ମାଧ୍ୟମରେ ପାଠ ପଢ଼ିବାକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି | ତାହା ସହିତ ପିଲାମାନେ ଦିଦି ଙ୍କର ନାଚ କୁ ଦେଖି ସେମାନେ ମଧ୍ୟ ନାଚିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଅଙ୍ଗନବାଡି ଦିଦି ମାନଙ୍କର ଏହିଭଳି ଭାବରେ ପିଲାମାନଙ୍କୁ ପାଠ ପଢାଇବାର ଶୌଳି ସମସଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment