Exclusive:- ଓଡିଶାବାସୀଙ୍କୁ ନିଜ ଜୀବନ ପାଇଁ ସାହାର୍ଯ୍ୟ ମାଗିଲେ olywod star ପିଣ୍ଟୁ ନନ୍ଦ, ଦୟା କରି ମତେ ସାହାଯ୍ୟ କରନ୍ତୁ ..ଭିଡ଼ିଓ ଦେଖିଲେ ଆପଣ କାନ୍ଦି ପକାଇବେ… ଭିଡ଼ିଓ ଟିକୁ ଅଧିକ ରୁ ଅଧିକ ସେୟାର କରନ୍ତୁ Please

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁ ଆସିଛି ଏକ ଦୁଃଖ ର କଥା ଆଉ ଯେଉଁଠି କୁହାଯାଉଛି କୁ ଅଲିଉଡ ର ଜଣେ ଜଣା ଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି | ଆଉ ତାଙ୍କର ଚିକିତ୍ସା ପାଇଁ ଡାକ୍ତର ମଧ୍ୟ ତାଙ୍କୁ ଦିଲ୍ଲୀ କୁ ପଠାଇଛନ୍ତି ଆଉ ଯେଉଁଠି ଅନେକ ଟଙ୍କା ଆବଶ୍ୟକ ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ର ସୁଧାର ଆଣିବା ପାଇଁ | ଆଉ ଯେଉଁଥିପାଇଁ ପିଣ୍ଟୁ ଙ୍କ ସମେତ ମିଠୁ ଭାଇ ମଧ୍ୟ ଓଡିଶା ର ଅଗଣିତ ଦର୍ଶକ ମାନଙ୍କୁ ସାହାଯ୍ୟ ମାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଆପଣ ମାନେ ବେଶ ଭଲ ଭାବ ଜାଣିଥିବ ଓଡ଼ିଶାର ବେଶ ଜଣା ଶୁଣା ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ବୋଲି କୁହାଯାଉଛି | ତେବେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କ ପାଇଁକି ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ହସ ଫୁଟାଉଥିବା ପିଣ୍ଟୁ ନନ୍ଦ ଙ୍କର ଜୀବନ ଏବେ ଶଙ୍କଟ ରେ ରହିଛି | ତେବେ ଅନେକ ଓଡ଼ିଆ ଫ୍ଲିମ ରେ ନାୟକ, ଖଳନାୟକ ତାହା ସହିତ କମେଡିଆନ ଭୂମିକା ରେ ଅଭିନୟ କରି ସେ ଦର୍ଶକ ମାନଙ୍କର ହୃଦୟ କୁ କିଣି ନେଇଥିଲେ |

ଆଉ ସେହି ଲୋକ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କର ଜୀବନ ବର୍ତ୍ତମାନ ଶଙ୍କଟ ରେ ରହିଛି ବୋଲି କୁହାଯାଉଛି | ତେବେ ସୂଚନା ଅନୁସାରେ ଦୀର୍ଘଦିନ ଧରି ଲିଭର ଜନିତ ରୋଗ ରେ ପୀଡିତ ଥିଲେ ପିଣ୍ଟୁ ନନ୍ଦ | ଆଉ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ର ଏକ ହସ୍ପିଟାଲ ରେ ଚିକିତ୍ସିତ ହେବା କଥା କୁହାଯାଉଛି | ଆଉ ଯେଉଁଥିପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ପାରେ ବୋଲି ମଧ୍ୟ କୁହାଯାଉଛି |

ଆଉ ସେଥିପାଇଁ ପିଣ୍ଟୁ ନନ୍ଦ ଓଡିଶା ର ଅଗଣିତ ଜନସାଧାରଣ ମାନଙ୍କୁ ସାହାଯ୍ୟ ମାଗିବା ସହିତ ତାଙ୍କର ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି | ତାହା ସହିତ ମିଠୁ ଭାଇ ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ପାଇଁ ଟଙ୍କା ର ସାହାଯ୍ୟ ପାଇଁ କହିଛନ୍ତି |ତେବେ ପିଣ୍ଟୁ ଅନେକ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିଛନ୍ତି ଆଉ ଆଜି ଓଡିଶା ବାସୀ ମାନଙ୍କର ସାହାଯ୍ୟ ପିଣ୍ଟୁ ଙ୍କୁ ଆବଶ୍ୟକ ବୋଲି କହିଛନ୍ତି ମିଠୁ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment