ସାଂସଦଙ୍କ ଝିଅ ପ୍ରେମିକା ସହିତ ପଳାଇ ଆସି, ହଇରାଣ ନ କରିବା ପାଇଁ ଅନୁରୋଧ କଲେ ସୋସିଆଲ ମିଡ଼ିଆରେ, ମୁଁ ତାଙ୍କୁ ଭଲ ପାଏ ଆମକୁ Please ଛାଡ଼ିଦିଅ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ପାଇଁ ପ୍ରେମ ଶାଶ୍ୱତ ଓ ଚିରନ୍ତନ ଅଟେ। ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଭୁଲି ଯିବା ସହିତ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ସବୁ କିଛି କୁ ଗୋଡ଼ରେ ଆଡେଇ ଦେଇ ତାଙ୍କ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ପ୍ରେମରେ ଅନ୍ଧ ହୋଇ ଭୁଲ କାର୍ଯ୍ୟ ବି କରି ବସି ଥାଆନ୍ତି। ଯାହାକି ସମାଜ ପାଇଁ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି ଜଣେ ଝିଅ ଗୋଟେ ପୁଅ ସହିତ ଘରୁ ଲୁଚି ପଳାଇ ଆସି ଥିବାରୁ, ତାଙ୍କ ବାପା ପୋଲିସ ଲଗାଇ ଖୋଜା ଖୋଜି କରୁଥିବାରୁ, ଝିଅଟି ଜାଣି ପାରି ନିଜ ଜୀବନ ବଞ୍ଚାଇବାକୁ ତାଙ୍କ ବାପାଙ୍କ ଅନୁରୋଧ କରୁଛନ୍ତି ବୋଲି ସୂଚନା ମିଳୁଛି। ଏଭଳି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବୈଶାଳୀ ଜିଲ୍ଲାରୁ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ରାଜସ୍ଥାନର ଜଣେ ଯୁବକ ଜିମ ଟ୍ରେନର ଭାବରେ କାର୍ଯ୍ୟ କରନ୍ତି, ସେ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଆନ୍ତି ଓ ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ବହୁତ ଭଲ ପାଇ ଥାଆନ୍ତି। ଦୁହେଁ ଦୁହିଁଙ୍କୁ ଛାଡି ରହି ପାରନ୍ତି ନାହିଁ। ଯେତେବେଳେ ଯୁବତୀଙ୍କ ପରିବାର ଲୋକ ମାନେ ଏହି ବାବଦରେ ଜାଣିବାକୁ ପାଇଲେ, ଯୁବତୀଙ୍କୁ ବିରୋଧ କରିଥିଲେ। କିନ୍ତୁ ଯୁବତୀ ଜଣଙ୍କ କାହାରି କଥା ଶୁଣୁ ନଥିଲେ ଓ ଶେଷରେ ଘରୁ ଲୁଚି ପଳାଇ ଆସି ସେହି ଯୁବକଙ୍କୁ ବିବାହ କରି ବିହାରରେ ରହୁଥିଲେ।

ଯେତେବେଳେ ପରିବାର ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ବାକୁ ପାଇଲେ, ସେତେବେଳେ ତାଙ୍କ ପରିବାର ଲୋକ ମାନେ ପୋଲିସ ଲଗାଇ ବହୁତ ଖୋଜା ଖୋଜି କରିଲେ। ଏହି ଖବର ଯୁବତୀ ଜଣଙ୍କ ଜାଣି ପାରି, ଭିଡ଼ିଓରେ ସେ ନିଜ ଜୀବନଙ୍କୁ ବଞ୍ଚାଇବାକୁ ତାଙ୍କ ବାପାଙ୍କୁ ଅନୁରୋଧ କରୁଛନ୍ତି ଓ ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି। ଶେଷରେ ପୋଲିସ ପ୍ରେମୀ ଯୁଗଳଙ୍କୁ ଖୋଜିବାରେ ସଫଳ ହୋଇଥିଲା। ଉଭୟଙ୍କୁ ଅଟକାଇ ପଚରା ଉଚରା କରିବା ସହ ତାଙ୍କ ପରିବାର ଲୋକ ମାନଙ୍କୁ ମଧ୍ୟ ବୁଝା ସୁଝା କରି ତାଙ୍କୁ ପରିବାର ଲୋକ ମାନଙ୍କୁ ହସ୍ତାନ୍ତର କରି ଦେଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।