ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସିଙ୍ଗର Tapu Mishra, ସହାୟତାର ହାତ ବଢାଇବାକୁ ହାତଯୋଡ଼ି ଅନୁରୋଧ କଲେ ପରିବାର ଲୋକ…

0

ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି ଯେ କରୋନାରେ ଦ୍ୱିତୀୟ ଲହରି ଚାଲିଛି। ବର୍ତ୍ତମାନ ଦେଶରେ ଲକ୍ଷ ଲକ୍ଷ ଲୋକ କରନାରେ ସଂକ୍ରମିତ ହେଉଛନ୍ତି। ତେବେ ଏଭଳି ଏକ ମହାମାରୀ କାହାରିକୁ ଛାଡି ନାହିଁ ସିଏ ଧନୀ ହେଉ କି ଗରିବ ଗରିବ ହେଉ। ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ଦେଶରେ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ କରନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଖବର ମଧ୍ୟ ଆସୁଛି। ପ୍ରତିଦିନ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ଯାହା ଖବର ଆସୁଛି।

କିନ୍ତୁ ବର୍ତ୍ତମାନ ସମୟରେ ଜଣେ ସେଲିବ୍ରିଟି ସଂକ୍ରମିତ ହୋଇଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ବହୁତ ଖରାପ ହୋଇଯାଇଛି। ତେବେ ସେ ଆଉ କେହି ନୁହନ୍ତି ଆମ ଓଡିଶାର ଲୋକପ୍ରିୟ ଗାୟିକା ତପୁ ମିଶ୍ର ବର୍ତ୍ତମାନ ହସ୍ପିଟାଲରେ ନିଜ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବର୍ତ୍ତମାନ ତପୁ ମିଶ୍ରଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା, ସେହି ବିଷୟରେ ଆଜି ଆମେ ଟିକିନିକି ଜଣେଇବା ପାଇଁ ଯାଉଛୁ;

ତେବେ ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ତପୁ ମିଶ୍ରଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଲକ୍ଷଣ ମାନ ଦେଖାଯାଇଥିଲା, କିନ୍ତୁ ସେ ସୁସ୍ଥ ଥିଲେ। କିନ୍ତୁ ଦିନେ ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ପପୁ ମିଶ୍ରଙ୍କ ପରିବାର ସଦସ୍ୟମାନେ ହସ୍ପିଟାଲ ନେଇଥିଲେ ଏବଂ ଏକ ବେଡ଼ ଆରେଞ୍ଜ କରି ତାଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ମାତ୍ର କିଛି ଦିନ ରହିବା ପରେ ତାଙ୍କର କରନା ନେଗେଟିଭ ଆସିଥିଲା। ତେବେ ଏହା ଦେଖି ସମସ୍ତେ ଭାବୁଥିଲେ ଯେ ସେ ଖୁବଶୀଘ୍ର ଭଲ ହୋଇଯିବେ। କିନ୍ତୁ ଏହା ପରେ ତାଙ୍କ ଫୁସଫୁସ ରେ ଖରାପ ହୋଇଯାଇଥିଲା, ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁରା ମାତ୍ରାରେ ବିଗିଡି ଯାଇଥିଲା।

ତେବେ ସେ ଦୀର୍ଘ ୧ ମାସ ହେଲାଣି ହସିପିଟାଲ ରେ ପୀଡିତ ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ବହୁତ ଖରାପ ଅଛି, ତେବେ ତାଙ୍କ ପରିବାର ଲୋକଙ୍କ କହିବା କଥା ତାଙ୍କୁ ସ୍ୱତନ୍ତ୍ର ଡାକ୍ତର ଟିମ ଅର୍ଥାତ ଏକ୍ସପୋର୍ଟ ମାନେ ହିଁ ଚିକିତ୍ସା କରନ୍ତୁ। ତେବେ ଡାକ୍ତର ମାନେ ECMO ଚିକିତ୍ସା କଥା କିଛି କହି ନାହାନ୍ତି। ତେବେ ଅର୍ଥ ମଧ୍ୟ ଆବଶ୍ୟକତା ରହିଛି ତେବେ କଳାକାରଙ୍କ ତରଫରୁ ତାଙ୍କୁ ସାହାଯ୍ୟ ମିଳିଛି। ତେବେ ତାଙ୍କର ଏକ ସ୍ୱତନ୍ତ୍ର ଏକାଉଣ୍ଟ ନମ୍ବର ଵନାଜୀଵ ଏବଂ ଲୋକମାନେ ମଧ୍ୟ ତାଙ୍କୁ କିଛି ସହାୟତା ପ୍ରଦାନ କରି ପାରିବେ। ତେବେ ତାଙ୍କ ଭାଇ ମଧ୍ୟ ତାଙ୍କ ସ୍ୱାସ୍ୟ ଅବସ୍ଥା ବିଷୟରେ ଜଣେଇ ଛନ୍ତି।

ତେଣୁ ଆମ ସମସ୍ତଙ୍କର ଆଶୀର୍ବାଦ ଯେ ସେ ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।