ଦେଖନ୍ତୁ Exclusive ଭିଡ଼ିଓ : ଜୀବନ ନେଇଥାନ୍ତା କାଢ଼ୁଆ ପୋଲିସ…ଘଟିଲା ଭୟଙ୍କର ଦୁର୍ଘଟଣା

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳିଥାଏ। ସାଧାରଣତଃ ଲୋକ ମାନେ ମନ ମୁତାବକ ଭାବରେ ରାସ୍ତା ଉପରେ ଦ୍ରୁତ ବେଗରେ ଗାଡି ଚଳାଉଛିନ୍ତି। ଏଥି ସହିତ ସେମାନେ ଏଭଳି ଭାବରେ ଗାଡି ଚଳାଇ ନିୟମ ଉଲଘଂନ କରୁଛନ୍ତି। ଯେତେ ସତର୍କ ସୂଚନା ଦେଲେ ମଧ୍ୟ ସେମାନେ ବାରମ୍ବାର ଏଭଳି ଭାବରେ ଗାଡି ଚଳାଉଛିନ୍ତି। ଯେଉଁ ମାନେ ଏଭଳି ଭାବରେ ଗାଡି ଚଳାଉଛିନ୍ତି, ସେଥିପାଇଁ ପୋଲିସ କର୍ମଚାରୀ ମାନେ ରାସ୍ତା ଉପରେ ଯାଞ୍ଚ କରୁଛନ୍ତି। ପୋଲିସ କର୍ମଚାରୀ ମାନେ ତାଙ୍କ ଦାୟିତ୍ୱ ଅନୁଯାୟୀ ଅଧିକ ସୀମା ପାର ହୋଇ ଯାଉଛନ୍ତି। ଯାହା ଫଳରେ କି ଲୋକ ମାନେ ବିପଦର ସମ୍ମୁଖିନ ହେଉଛନ୍ତି। ତେବେ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ପୋଲିସ କର୍ମଚାରୀ ତିନି ଜଣ ଯୁବକଙ୍କର ଜୀବନ ନେଇ ଯାଇ ଥାଅନ୍ତେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବ୍ରହ୍ମପୁର ଗୋଶାଳୀ ନୂଆ ଗାଁ ଓଭର ବ୍ରିଜ ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଓଭର ବ୍ରିଜ ଉପରେ ପୋଲିସ କର୍ମଚାରୀ ମାନେ ଯାଞ୍ଚ କରୁଥିଲେ। ସେହି ବାଟ ଦେଇ ତିନି ଜଣ ଯୁବକ ମାନେ ଆଇନର ନିୟମ ଉଲଘଂନ କରି ରାସ୍ତା ଉପରେ କ୍ଷିପ୍ର ଗତିରେ ଗାଡି ଚଲାଇ ଯାଉଥିଲେ। ଏଥି ସହିତ ପୋଲିସ କର୍ମଚାରୀ ମାନଙ୍କର ଯାଞ୍ଚକୁ ଭାଙ୍ଗିବାକୁ ମଧ୍ୟ ସେମାନେ ଚେଷ୍ଟା କରିଥିଲେ।

ତେବେ ସେହି ସମୟରେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ଥିଲେ। ଏହା ପରେ ସମ୍ନାରୁ ଆଉ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବା ସମୟରେ, ପୋଲିସ କର୍ମଚାରୀ ଧରି ଥିବା ବାଡ଼ିରେ ସେମାନଙ୍କୁ ଅଟକାଇ ଦେଇଥିଲେ। ସେହି ତିନି ଜଣ ଯୁବକ ଭାରସାମ୍ୟ ହରାଇ ଗାଡି ଉପରୁ ରାସ୍ତା ଉପରେ ପଡି ଯାଇ ଥିଲେ। ସେମାନେ ପଡ଼ି ଯିବା ପରେ ତାଙ୍କ ଶରୀର ଗୁରୁତ୍ବର ଅବସ୍ଥା ହୋଇ ଯାଇ ଥିଲା। ସେମାନଙ୍କୁ ଗୁରୁତ୍ବର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ଏହି ଘଟଣାକୁ ପୋଲିସ ତଦନ୍ତ କରୁଛନ୍ତି ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ଯଦି ପୋଲିସ କର୍ମଚାରୀ ତାଙ୍କୁ ତାଙ୍କ ବାଡ଼ିରେ ଏଭଳି ଅବସ୍ଥାରେ ନ ଅଟକାଇ ଥାଅନ୍ତେ, ତା’ହେଲେ ସେମାନଙ୍କ ଉପରେ ବିପଦ ପଡି ନଥାନ୍ତା। ତେବେ ବନ୍ଧୁଗଣ ଆପଣ ମାନେ କେବେ ହେଲେ ଆଇନ ଉଲଘଂନ କାର୍ଯ୍ୟ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।