ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ ପ୍ଲାନ ଜିଓର ଏହି ନୂଆ ପ୍ଲାନର ଭେଲିଡିଟି ୩୦ ଦିନ। ଯଦି ଦେଖିବା ଏହାର ଦାମ ମାତ୍ର ୧ ଟଙ୍କା ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି ଅନେକ ସୁବିଧା। ଏହା ମଧ୍ୟବିର୍ତ୍ତ ଏବଂ ନିମ୍ନ ମଧ୍ୟବିର୍ତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି। ରିଲାଏନ୍ସ ନିକଟରେ ନୂଆ ପ୍ରିପେଡ ପ୍ଲାନ ର ଦର ବୃଦ୍ଧି କରିଛି। ହେଲେ ଅନ୍ୟ ପଟେ ଏହା ପରେ କିଛି ଅନ୍ୟ ପ୍ଲାନ ଲଞ୍ଚ କରିଛି। ଯଦିଓ ଏବାବଦରେ ଜିଓ ନିଜ ୱେବ୍ସାଇଟରେ ଲଞ୍ଚ କରିନାହିଁ।
କିନ୍ତୁ ଚୁପଚାପ ଭାବରେ ନୂଆ ପ୍ଲାନ ଲଞ୍ଚ କରୁଛି ବୋଲି ସୂଚନା ମିଳିଛି। ନିକଟରେ ୧୧୯ ଟଙ୍କାର ନୂଆ ପ୍ଲାନ ଲଞ୍ଚ କରିଥଲା। କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କିକିଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନକୁ ଭେଲୁ ସେକ୍ସନ ରେ ଦେଖି ପାରିବେ।ତେବେ ଆସନ୍ତୁ ଜାଣିବା ଏହି ଟଙ୍କିକିଆ ପ୍ଲାନ ବିଷୟରେ। ଏହି ଟଙ୍କିକିଆ ଜିଓ ପ୍ଲାନ ୧୦୦ ଏମ୍ବି ଡାଟା ସହିତ ଆସୁଛି। ତେବେ ଏହି ପ୍ଲାନର ବୈଧତା ୩୦ ଦିନ। ଏହାକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ପାଖାପାଖି ୧ ଜିବି ଡାଟା ମିଳିବ। ଏହାର ଅର୍ଥ ୧୦ ଟଙ୍କା ରେ ଦିନ ଏବଂ ୧ ଜିବି ଡାଟା ମିଳିବ। ଏହା କମ୍ପାନୀର ୧୫ ଟଙ୍କିଆ ୧ ଜିବି ଡାଟା ଭାଉଚର ଉପଲବ୍ଧ କରାଯାଇପାରିବ।
ଜିଓର ପୂର୍ବରୁ ୧୦ ଟଙ୍କା ରେ ୧୫ ଜିବି ଡାଟା ଦେଉଥିଲା। କିନ୍ତୁ ବର୍ତ୍ତମାନ ଜିଓର ପ୍ଲାନ ରେ ପରିବର୍ତ୍ତନ କରାଯାଇଛି। ୧୦ ଟଙ୍କା ପ୍ଲାନ ପରିବର୍ତେ ୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ୧୦୦ ଏମ୍ବି ଡାଟା ଶେଷ ହେବା ପରେ ଏହା ସ୍ପୀଡ଼କୁ କମିଦିଆଯାଇ ୬୪ କୁ ପଳେଇ ଆସିବ। ତେବେ ଯଦି ଦେଖିବା ଜିଓର ଏହି ଟଙ୍କିକିଆ ପ୍ରିପେଡ ପ୍ଲାନ ଅନ୍ୟ ଯେତେ ଗୁଡିଏ ପ୍ଲାନ ରହିଛି। ତାହା ସବୁଠାରୁ ଶସ୍ତା ବୋଲି କୁହାଯାଉଛି। ଏହା ସ୍ୱଳ୍ପ ରୋଜଗାର କ୍ଷମକୁ ସୁହାଇଲା ଭଳି ପ୍ଲାନ ୧୦୦ ଏମ୍ବି ପ୍ଲାନ ଗ୍ରାହକଙ୍କ ପାଇଁ ୩୦ ଦିନ ଉପଲବ୍ଧ କରାଯାଉଛି।
ଏପରି ସ୍ଥଳେ ଯଦି କାହାରିକୁ ଡାଟା ଆବଶ୍ୟକ ପଡ଼େ ତେବେ ଏହି ପ୍ଲାନକୁ ଚାରିଥର ରିଚାଜ କରିବା ପାଇଁ ପଡିବ। ଏହା ଫଳରେ ସେମାନଙ୍କୁ ଆହୁରି ଅଧିକ ଡାଟା ପେକ କିଣିବା ପାଇଁ ପଡିବ ନାହିଁ। ତେବେ ଜିଓ ବ୍ୟତୀତ ଅନ୍ୟ କୌଣସି ଟେଲିକମ କମ୍ପାନୀ ଏତେ ଶସ୍ତାରେ ଦେଉ ନାହାନ୍ତି। ଯଦି ଦେଖିବା ପୂର୍ବରୁ ଜିଓ ପୂର୍ବରୁ ଅନେକ ଶସ୍ତା ରେ ପ୍ଲାନ ଦେଉଥିଲା। କିନ୍ତୁ ଏଇ କିଛି ଦିନ ହେଲାଣି ଏହାର ପ୍ଲାନ ରେ ଅଧିକ ଦର ବୃଦ୍ଧି କରିଛି। ଗ୍ରାହକ ମାନେ ଅନେକ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ତେବେ ଜିଓର ଏହି ୧ ଟଙ୍କିଆ ପ୍ଲାନ ସମସ୍ତଙ୍କ ପାଇଁ ଖୁସି ଖବର ଆଣିଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।