ସୁଟିଂ ସେଟ ରେ ଜାଅଁଳା ଝିଅ କୁ ନେଇ କେମିତି ଯତ୍ନ ନେଉଛନ୍ତି ଅଭିନେତ୍ରୀ ଝିଲିକ ( Jhilik )… ଦେଖନ୍ତୁ Vide

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଓଲିଉଡ଼ ଅଭିନେତ୍ରୀ ସମସ୍ତଙ୍କର ଅତି ପ୍ରିୟ ର କଳାକାର ତଥା ବଙ୍ଗୀୟ ଝିଅ ଓ ଓଡ଼ିଆ ବୋହୂ ଝୀଲ୍ଲକ ଭଟ୍ଟାଚାର୍ଯ୍ୟ ଙ୍କ ଭିଡିଓ | ଆଉ ଯେଉଁଠି ଦେଖିବାକୁ ମିଲଛି କି ଝିଲ୍ଲୀକ ତାଙ୍କର ଦୁଇ ଜଣ ଟୁଇନ୍ସ ଙ୍କ ସହିତ ସୁଟିଂ ସେଟ ରେ ନିଜ ଝିଅ ଦୁଇ ଜଣଙ୍କୁ ଧରିକି ବୁଲାଉଥିବାର ଭିଡିଓ ଗୁଡିକ ଭାଇରାଲ ହେବାରେ ଲାଗିଛି |ଆଉ ଯେଉଁଥିରେ ଝିଅ ସହିତ ବିତାଇଥିବା ଆଉ କେତେକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |

ଆମେ ଜାଣିଛୁ କି ଝିଲ୍ଲୀକ ବିବାହ କରିଥିଲେ ସୁକିନ୍ଦା ର ବିଧାୟକ ପ୍ରୀତିରଞ୍ଜନ ଘୋଡ଼ାଇ ଙ୍କୁ | ଆଉ ଯିଏ କି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘୋଡେଇ ଙ୍କର ପୁଅ ଙ୍କୁ | ଆଉ ଯେଉଁଠି ପ୍ରେମ ବିବାହ କରିବା ପରେ ଦୁଇଜଣ ବେଶ ଭଲ ରେ ଥିଲେ ବୋଲି ଜଣା ପଡିଥିଲେ | ଆଉ ତାଙ୍କର ଶାଶୂ ଙ୍କର ପରିବାର ସହିତ ଝିଲ୍ଲୀକ ବେଶ ଖୁସି ଥିବାର ନଜର ଆସିଥିଲେ ବୋଲି କୁହାଯାଉଛି ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଝିଲ୍ଲୀକ ଙ୍କର ଦୁଇଜଣ ଟୁଇନ୍ସ ଝିଅ ମଧ୍ୟ ହୋଇଥିଲେ | ଆଉ ସେଥିପାଇଁ ଝିଲ୍ଲୀକ ଫ୍ଲିମ ଜଗତରେ କାମ କରୁ ନ ଥିଲେ |

ତେବେ ଏବେ ପୁଣି ବର୍ତ୍ତମାନ ଝିଲ୍ଲୀକ ଚଳଚିତ୍ର ଦୁନିଆରେ ପାଦ ଦେଇଛନ୍ତି ଓ ତାଙ୍କର ଫ୍ଲିମ ମଧ୍ୟ ସୁଟିଂ ହେବାରେ ଲାଗିଥିଲା | ଆଉ ବର୍ତ୍ତମାନ ସୁଟିଂ ସେଟ ରେ ଝିଲ୍ଲୀକ ତାଙ୍କର ଦୁଇ ଝିଅ ଙ୍କ ସହିତ ବୁଲିବାକୁ ଲାଗିଛନ୍ତି | ଆଉ ଝିଅ ମାନଙ୍କ ସହିତ ମଜା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ଝିଲ୍ଲୀକ ଓ ତାଙ୍କର ସ୍ୱାମୀ ପ୍ରୀତିରଞ୍ଜନ ଝିଅ ଦୁଇ ଜଣଙ୍କୁ ନେଇକି ବହୁତ ଖୁସି ଥିବାର ମଧ୍ୟ ଅନେକ ଭିଡିଓ ଭାଇରାଲ ହେଉଛି | ଆଉ ଦେଖିବାକୁ ମିଳିଥିଲା କି ଝିଲ୍ଲୀକ ଓ ତାଙ୍କର ସ୍ୱାମୀ ପିଲାମାନଙ୍କ ସହିତ ମିଶିକି ପ୍ରୀତିରଞ୍ଜନ ତାଙ୍କର ଜନ୍ମ ଦିନ ପାଳନ କରିବାକୁ ଲାଗିଥିଲେ |

ଆଉ ଯାହା ଦେଖିବାକୁ ମିଳିଥିଲା କି ଅଲିଉଡ ର ଚୁଲବୁଲି ନାୟିକା ଝିଲ୍ଲୀକ ମଧ୍ୟ ତାଙ୍କର ପରିବାର ସହିତ ବେଶ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ତାଙ୍କର ପରିବାର ସହିତ ଏହିଭଳି ଭଲ ପାଇବା ସବୁବେଳେ ରହିଥାଉ ବୋଲି ସମସ୍ତ ଓଡିଶା ବାସୀ ଙ୍କର ଆଶା ଆଉ ଭରସା ରହିଛି |ଆଉ ଝିଲ୍ଲୀକ ଙ୍କର ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment