ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଦୃଶ୍ୟ କୁ ଆପଣ ମାନେ ଦେଖିଲେ ଭଲ ଭାବରେ ଜାଣିପାରିବେ କି କିଭଳି ଭାବରେ ଦୁହିଁଙ୍କର ଜୀବନ ର କାହାଣୀ ବିଷୟରେ | ଆଉ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କେତେ କଷ୍ଟ ସହିବାକୁ ପଡୁଛି ସେମାନଙ୍କୁ | ଆଉ ଯାହା ବିଷୟରେ ଆପଣ ମାନେ ଜାଣିଲେ ମଧ୍ୟ ସେମାନଙ୍କର ମହାନତା ବିଷୟରେ ଜାଣି ପାରିବେ | ଆମେ ମାନେ ଆମର ଆବଶ୍ୟକତା କୁ ପୂରଣ କରିବା ଅର୍ଥାତ ଖାଇବା ମଗାଇବା କାମ ସିନା ମୋବାଇଲ ରେ 2 ମିନିଟ ରେ କରିଦେଇଥାଉ, କିନ୍ତୁ ସେହି କାମକୁ ଲିଭାଇବା ଯେ କେତେ କଷ୍ଟ ଆଉ ସେହି କାମ ଯୋଗୁଁ ଯେ କାହାର ଘର ଆଉ ପରିବାର ଚଳୁଛି ଯାହା ବିଷୟରେ ଆପଣ କେବେ ଭାବି ବି ନଥିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମାନଙ୍କ ଉପରେ ଟିକିଏ ନଜର ପକାଇବା |
ଜମାଟ ଆଉ ସ୍ବିଗି ଉଭୟଙ୍କର କାମ ହେଇଛି ଖାଦ୍ୟ ଯୋଗାଇବା |. ଦୁଇ ଜଣଙ୍କର କାର୍ଯ୍ୟ ଗୋଟିଏ ସେହି ଖାଇବା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା | କିନ୍ତୁ ଆସୁଛନ୍ତି ଅଲଗା ଅଲଗା ଜାଗାରୁ, ଆଉ. ଲୋକ ମାନଙ୍କର ଖାଇବା ର ଆବଶ୍ୟକତା ମଧ୍ୟ କରୁଛନ୍ତି ପୂରଣ | ତେବେ ଖରା ହେଉ କି ବର୍ଷା ଆଉ ଶୀତ ଆମେ ସିନା ଘରେ ବସି ଖାଇବାକୁ ଅର୍ଡର କରିଦେଇଥାଉ | କିନ୍ତୁ ସେହି ଖାଇବା ଯୋଗାଉ ଥିବା ଲୋକ ଟି ଜାଣିଛି ଯେ ସେମାନଙ୍କୁ କେତେ କଷ୍ଟ କରିବାକୁ ପଡିଥାଏ |
ତେବେ କମଳା ଆଉ ଗୋଲାପି ରଙ୍ଗ ରେ ଫୁଟି ଦେଖା ଯାଉଥିବା ଡ୍ରେସ କୁ ପିନ୍ଧିକି ସିନା ସେମାନେ ସବୁବେଳେ ଖାଇବା ଯୋଗାଇବାକୁ ବାହାରି ପଡିଥାନ୍ତି ବାଇକ ଆଉ ସାଇକେଲ କୁ ନେଇକି | କିନ୍ତୁ ସେମାନେ ଖାଇଛନ୍ତି କି ନାହିଁ ସେ କଥା ବୁଝିବା ପାଇଁ କେହି ନାହାନ୍ତି | ଏତେ କଷ୍ଟ କରିବା ପରେ ସେମାନଙ୍କୁ ମିଳିଥାଏ କେବଳ ଦଶ କି କୋଡିଏ ଟଙ୍କାର ଟିପ୍ସ | ଆଉ ଯୋଉଥିରେ ତାଙ୍କର ପୁରା ପରିବାର ଚାଲିଥାଏ |
ଆଉ ସେମାନଙ୍କ ମନରେ ଏମିତି ବି ଡର ଥାଏ କି ଯଦି ସେମାନେ ଏହି କାମ ନ କରିବେ ତାହେଲେ ତାଙ୍କର ପରିବାର ଚଳାଇବା ମଧ୍ୟ କଷ୍ଟ କର ହୋଇଯିବ | ତେବେ ଆମେ ମାନେ ଆମର ସୁବିଧା ପାଇଁ ଖାଇବା କୁ ଘରେ ବସି ବସି ଆମ ପାଖରେ ପହଂଚିଯିବ କେମିତି ତାହା କୁ ଲକ୍ଷ୍ୟ ରଖିଥାଉ କିନ୍ତୁ ସେହି କାମ ଯେ କାହାକୁ ମୁଠେ ଖାଇବା ଯୋଗଉଛି ତାହା ବୋଧେ କେହି ଭାବି ନମ୍ବର ଥିବେ | ତେବେ ଆମର ସମାଜ ଆଜି ଏତେ ଉନ୍ନତି କରିଲାଣି ମାତ୍ର ଏହି ଉନ୍ନତି ମଧ୍ୟରେ ବି କାହାର ଦୁଃଖ ରହିଛି ଆଉ କିଏ କେତେ କଷ୍ଟ କରି କେଉଁ କେଉଁ କାମ କରିକି, ଖାଇ ନମ୍ବର ଖାଇ ନିଜର ପରିବାର କୁ ଚଲାଉଛି ତାହା କେବଳ ସେହି ଜାଣିଛି | ତେବେ ଏଠାରେ ଜମାଟ ଆଉ ସ୍ବିଗି ର ଏ ଦୋସ୍ତି ହାମ ନେହି ତୋଡ଼େଙ୍ଗେ ବୋଲି କୁହାଯାଇଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।