jitu das amrutabani -ଆଜି 19 ଡ଼ିସେମ୍ବର 2022 ସୋମବାର , ସକାଳୁ ଉଠି ୩ଥର ଜପ କରନ୍ତୁ ଭୋଳାନାଥଙ୍କର ମହା ମୃତ୍ୟୁଞ୍ଜୟ ମନ୍ତ୍ର..ଅକାଳ ମୃତ୍ୟୁ ପାଖ ମାଡିବନି….

ଦର୍ଶକ ବନ୍ଧୁ ଆପଣ ମାନେ ଭଲ ଭାବରେ ଜାଣିଥିବେ କି ଆମର ହିନ୍ଦୁ ଧର୍ମ ଅନୁସାରେ 33 କୋଟି ଦେବା ଦେବୀ ଙ୍କୁ ଲୋକ ମାନେ ପୂଜା କରନ୍ତି | ତେବେ ତାହା ଭିତରେ ଯିଏ ଯେଉଁ ଦେବା ଦେବୀ ଙ୍କର ପୂଜା ଆରାଧନା କରିବେ ସେହି ଅନୁସାରେ ସେମାନ ଙ୍କୁ ଫଳ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଉଛି | ବିଶେଷ କରିକି ଆମେ ଜାଣିଛୁ କି ବ୍ରହ୍ମ ଦେବ ଙ୍କୁ ସୃଷ୍ଟି କର୍ତ୍ତା, ବିଷ୍ଣୁ ଙ୍କୁ ପାଳନ କର୍ତ୍ତା ଓ ଶିବ ଙ୍କୁ ସଂଘାର କର୍ତ୍ତା ବୋଲି ଆମେ ମାନିଥାଉ | ଆଉ ସେଥିପାଇଁ ଆମେ ମାନେ ବିପଦ ସମୟରେ ବିଶେଷ କରିକି ମହାଦେବ ଙ୍କ ପାଖକୁ ଯାଇଥାଉ ଓ ତାଙ୍କର ପୂଜା ଅର୍ଚ୍ଚନା କରିଥାଉ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ମହା ମୃତୁଞ୍ଜୟ ମନ୍ତ୍ର ରେ କେତେ ଶକ୍ତି ରହିଛି ସେ ବିଷୟରେ ଜାଣିବା |

ବିଶେଷ କରିକି ଆପଣ ମାନେ ଅନେକ ପୂରଣ ଶାସ୍ତ୍ର ରେ ପଢିଥିଲେ ମହା ମୃତୁଞ୍ଜୟ ମନ୍ତ୍ର କୁ ବିବାଦ ବା ମୃତ୍ୟୁ ମୁଖରୁ ବଞ୍ଚାଇବା ସମୟରେ ଜପ କରାଯାଇଥାଏ | ଅର୍ଥାତ ମୃତ୍ୟୁ କୁ ଜୟ କରିବାର ଶକ୍ତି ରହିଥାଏ ଏହି ମହା ମୃତୁଞ୍ଜୟ ମନ୍ତ୍ର ରେ | ଆଉ ଯାହା ହେଉଛି “ତ୍ରୟମ ବକମ ୟୋଜା ମୋହେ ସୁଗନ୍ଧିଙ୍ଗ ପୃଷ୍ଟି ବାର୍ଦ୍ଧନମ, ପୂର୍ବା ରୁକ ମେବ ବର୍ଧନାମ ମୃତ୍ୟୁ ମୁକ୍ଷସୀ ୟମା ମୃତା “| ଆଉ ଯାହା କୁ ଉଚ୍ଚାରଣ କରେଇବା ରେ ଅନେକ ଶକ୍ତି ରହିଛି ଯାହା ସମସ୍ତ ପ୍ରକାରର ସମସ୍ୟା ଠାରୁ ଆମକୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |


ଯଦି ଆମେ ପ୍ରତେକ ଦିନ ସକାଳେ ଉଠି ମହା ମୃତୁଞ୍ଜୟ ମନ୍ତ୍ର କୁ ଜପ କରିବା ତାହେଲେ ଏହା ଆମକୁ ସମସ୍ତ ପ୍ରକାରର ଅସୁବିଧା କୁ ଦୂର କରି ଦେଇଥାଏ ଓ ସମସ୍ତ ପ୍ରକାରର ଅସୁବିଧା କୁ ଦୂର କରିଥାଏ ବୋଲି ମଧ୍ୟ କୁହାଯାଉଛି | ତାହା ବ୍ୟତୀତ କୁହାଯାଉଛି କି ମହା ମୃତୁଞ୍ଜୟ ମନ୍ତ୍ର ମଧ୍ୟ ଆପଣ ମାନେ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଜପ କରାଯାଇଥାଏ | କୌଣସି ନକାରାତ୍ମକ ଶକ୍ତି ମଧ୍ୟ ଆପଣଙ୍କି ସ୍ପର୍ଶ କରି ପାରିବ ନାହିଁ ଯଦି ଆପଣ ଏହି ମହା ମୃତୁଞ୍ଜୟ ମନ୍ତ୍ର କୁ ଜପ କରିବେ |

ଏହା ବ୍ୟତୀତ ଦୁଃଖ ଦୁର୍ଦଶା ରେ ପଡିଲେ ଏହି ମହା ମୃତୁଞ୍ଜୟ ମନ୍ତ୍ର କାମ କରିଥାଏ ବୋଲି ମଧ୍ୟ କୁହାଯାଉଛି |ତାହା ବ୍ୟତୀତ ଆହୁରି ମଧ୍ୟ କୁହାଯାଉଛି କି ଏହି ମହା ମୃତୁଞ୍ଜୟ ମନ୍ତ୍ରରେ ଏଭଳି କିଛି ଦୌବି ଶକ୍ତି ରହିଛି ଯାହା ଆପଣ ଙ୍କୁ ମହା ବିପତ୍ତି ରୁ ମଧ୍ୟ ଉଦ୍ଧାର କରି ପାରିବ ବୋଲି କୁହାଯାଉଛି | ତେବେ ଏହା ଥିଲା ସେହି ମହା ମୃତୁଞ୍ଜୟ ମନ୍ତ୍ର ର ଉପକାରିତା ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment