ଯୁବପିଢୀ ମାନଙ୍କ ପାଇଁ ଆସିଲା ନୂଆ ନିୟମ ! ଗାର୍ଲଫ୍ରେଣ୍ଡ ରଖିଲେ ଯିବାକୁ ପଡିବ ଜେଲ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ବର୍ତ୍ତମାନର ଯୁବପିଢୀ ମାନଙ୍କ ପାଇଁ ପୁଣି ଆସିଛି ଏକ ବଡ ଖବର , ଏଣିକି ଗାର୍ଲଫ୍ରେଣ୍ଡ ରଖିଲେ ଯିବାକୁ ପଡିବ ଜେଲ । ଆଜିର ଯୁବପିଢୀ ମାନଙ୍କ ଠାରେ ଗାର୍ଲଫ୍ରେଣ୍ଡ ରହିବା ସ୍ୱାଭାବିକ କଥା ହୋଇଗଲାଣି । ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବୁଲିବା , ଖାଇବା ଇତ୍ୟାଦି କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି , କିନ୍ତୁ ଏମିତି କିଛି ଦେଶ ଗୁଡିକ ରହିଛି । ଯେଉଁଠାରେ ଗାର୍ଲଫ୍ରେଣ୍ଡଙ୍କ ସହ ଧରାପଡିଲେ ଜେଲ ଯିବାକୁ ପ଼ିଡିଥାଏ । ଏଥି ସହିତ ଅନେକ ପ୍ରକାର ଦଣ୍ଡ ବିଧାନ ମଧ୍ୟ ରହିଥାଏ , ଯାହାକୁ ସହ୍ୟ କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ନୂଆ ଆଇନ ।

ଦୁନିଆରେ ଅନେକ ଦେଶରେ ବିଭିନ୍ନ ପ୍ରକାର ବିଚିତ୍ର ଆଇନ ସବୁ ରହିଛି , ଯେଉଁ ଦେଶ କାନୁନ ବହୁତ ଆଶ୍ଚର୍ଯ୍ୟ କର ହୋଇଥାଏ ଯାହା ଆପଣଙ୍କୁ ମାନିବାକୁ ପଡିଥାଏ । ଏହି ନିୟମ ସବୁଠାରୁ ବିଚିତ୍ର ଧରଣର ବୋଲି କୁହାଯାଉଛି । ସେହିପରି ଅନେକ ଦେଶରେ ମଧ୍ୟ ଗାର୍ଲଫ୍ରେଣ୍ଡକୁ ନେଇ କଡା ଆଇନ ରହିଛି । ଆମ ପୋଡଶୀ ଦେଶ ପାକିସ୍ତାନ ରେ ଏମିତି କିଛି କାନୁନ୍ ରହିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନ ରେ ମଧ୍ୟ ଏହି ନିୟମ ରହିଛି ,ଏଠାରେ କେହି ଯୁବକ ଗାର୍ଲଫ୍ରେଣ୍ଡ ରଖିପାରିବେ ନାହିଁ ।

ଯଦି କୌଣସି ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଧରାପଡେ ତେବେ ସିଧାସଳଖ ତାକୁ ଜେଲରେ ପୂରାଇ ଦିଆଯିବ । ପାକିସ୍ତାନି କୌଣସି ଯୁବକ ଏବଂ ଯୁବତୀଙ୍କ ସହ ସାଧାରଣରେ ମଧ୍ୟ ବନ୍ଧୁତା କରି ନଥାନ୍ତି । ପାକିସ୍ତାନୀ ଏହାକୁ ନେଇ ବହୁତ କୋଠର ଆଇନ ରହିଛି , ଯେ ଯୁବକ ଯୁବତୀ ବିବାହ ପୂର୍ବରୁ ଏକାଠି ରହି ପାରିବେ ନାହିଁ । ସେହିପରି ୟୁୱେ ରେ ମଧ୍ୟ ଗାର୍ଲଫ୍ରେଣ୍ଡକୁ ନେଇ ଆଜବ ଆଇନ ରହିଛି । ଏଠାରେ କେହି ସାଧାରଣରେ ଗାର୍ଲଫ୍ରେଣ୍ଡ ଙ୍କ ହାତକୁ ଧରି ପାରିବେ ନାହିଁ , ଏମିତିକି ଯଦି କେହି ବ୍ୟକ୍ତି ସାଧାରଣ ସ୍ଥାନରେ ଗାର୍ଲଫ୍ରେଣ୍ଡଙ୍କ ସହ ଦେଖାଯାଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଏ ।

ପଡୋଶୀ ଦେଶ ଚାଇନାରେ ଅବିବାହିତ ପୁଅଙ୍କୁ ବର୍ୟଫ୍ରେଣ୍ଡ ଭାବରେ ଭଡାରେ ନେଇଥାନ୍ତି , କିନ୍ତୁ ଚାଇନାରେ ଗୋଟିଏ ନିୟମ ଅନୁଯାୟୀ ନିଜ ପସନ୍ଦର ଝିଅ କୁ ନେବା ପରେ ମଧ୍ୟ ଲୋକାମନେ ତାଙ୍କ ବିନା ଅନୁମତିରେ ତାଙ୍କ ହାତ ଧରିପାରିବେ ନାହିଁ । ଯେ ପର୍ଯ୍ୟନ୍ତ ଝିଅଟି ଆପଣଙ୍କୁ ଅନୁମତି ନଦିଏ ସେ ଝିଅକୁ ଆପଣ ମାନେ ଛୁଇଁ ପାରିବେ ନାହିଁ । ଏଭଳି ଏକ ନୂଆ ଆଇନକୁ ନେଇ ବର୍ତ୍ତମାନ ଜୋରସର୍ ରେ ଚର୍ଚ୍ଚା ଚାଲିଛି । ଆଜିର ଯିବପିଢୀ ମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି , ଯାହା ଆପଣ ମାନେ ଏହି ପୋଷ୍ଟ ମାଧ୍ୟମରେ ନିଶ୍ଚୟ ଜାଣିବାକୁ ପାଇଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।