ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଆଜି କାଲିର ପ୍ରେମୀ ଯୁଗଳ ମାନଙ୍କର ଯେଉଁ ସବୁ ଡେ ପାଳନ ହେଉଛି ତାହାକୁ ନେଇକି କହିଛନ୍ତି ଗଜପତି | ଆଉ କେଉଁଭଳି ଭାବରେ ଲୋଭର୍ସ ମାନେ oyo ରୁମ କୁ ବୁକ କରିଥାନ୍ତି ଆଉ ସେଦିନ ଗୋଟିଏ ଗୋଲାପ ଫୁଲ ର ମୂଲ୍ୟ ମଧ୍ୟ କେମିତି ବଢ଼ି ଯାଇଥାଏ ସେ ବିଷୟରେ କହିଛନ୍ତି ଗଜପତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଲଭ ଆଉ ସେମିତି ନାହିଁ ଯାହା ଆଗରୁ ଥିଲା | ଆଉ ଯେଉଁ କଥା କୁ ନେଇକି ଗଜପତି କହିଛନ୍ତି କି ଏଇଟା ଗୋଟିଏ ସୁଯୋଗ କେମିତି ସେମାନେ କିଛି କାମ କରି ପାରିବେ oyo ରେ ଋଣ ବୁକ କରିକି ସେ ବିଷୟରେ କହିଛନ୍ତି | ତାହା ବ୍ୟତୀତ ଗଜପତି କହିଛନ୍ତି କି ଭେଲେଣ୍ଟାଇନ କିଏ ସେ କଥା ସେମାନେ ଜାଣି ନ ଥିବେ କିନ୍ତୁ ସେହି ଦିନ ରେ ଗୋଲାପ ଟେ ଦର୍ଶକ ତାହା ସହିତ ଟେଡି, ହୋଗ, କିସ ସବୁ ଦରକାର | ପୁଅ ର ବାପା ପଛକେ କାହା ପାଖରୁ ଆଣିକି ଟଙ୍କା ଦେଇଥିବ କିନ୍ତୁ ପୁଅ ର ପ୍ରେମିକା କୁ ଖୁସି କରେଇବାର ଅଛି |
ଆଉ ସେମାନେ oyo ରେ ଗୋଟିଏ ଗୋଟିଏ ଦିନ ବୁକ କରି ଦେଇଥାନ୍ତି ଆଉ ଯାହା ଫଳରେ ଭୁବନେଶ୍ୱର ରେ oyo ମନାକରେ ଆଉ ରୁମ ମିଳି ନ ଥାଏ | ତାହା ବ୍ୟତୀତ ଆନ ଲିମିଟେଡ଼ କୋଲ ର ସୁବିଧା ରହିଛି ଆଉ ଯାହା ଫଳରେ ସନ୍ଧ୍ୟା ପାଖରୁ ରାତି 2 ତା ପର୍ଯ୍ୟନ୍ତ ଫୋନ ରେ ଗପିବାକୁ ଲାଗିଥାନ୍ତି ଆଉ ବାହାଘର ପରେ ସେମାନଙ୍କର କିଛି କଥା ନ ଥାଏ | ଆଉ ଯାହା କୁ ନେଇକି କୁହାଯାଏ କି ଆଗରୁ କେତେ କଥା ହେଉଥିଲ ଆଉ କଥା ହେଉନା ବଦଳି ଯାଇଛ ବୋଲି ଅନେକ କଥା ମଧ୍ୟ ଶୁଣିବାକୁ ମିଳିଥାଏ |
ତାହା ବ୍ୟତୀତ ଭେଲେଣ୍ଟାଇନ୍ସ ଡେ ରେ ଲୋଭର ମାନେ ପିଉଥିବା ବେଳେ ଶିବ ରାତ୍ରି କୁ ସ୍ୱାମୀ ଓ ସ୍ତ୍ରୀ ତାଙ୍କର ଘର ଆଉ ପରିବାର ଲୋକ ଙ୍କ ସହିତ ମିଶିକି ପାଳିଥାନ୍ତି ବୋଲି କୁହାଯାଉଛି | ଆଉ ଗଜପତି କହିଛନ୍ତି ଆଜି କାଲି ଆଉ ଆଗ ଭଳି ଭଲ ପାଇବା ଦେଖିବାକୁ ମିଳୁନି କେବଳ ଝିଅ ପୁଅ ମାନେ ଏନଜୟ କରିବା ପାଇଁ ଲଭ କରୁଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।