ଯୁବତୀ Facebook ରେ ଯୁବକଙ୍କୁ ପ୍ରେମକରି ଶାରୀରିକ ସମ୍ପର୍କ ରଖିବା ପରେ, ପ୍ରେମିକ ଫେରାର, ଘର ଆଗରେ ବସି ନ୍ୟ ମାଗୁଛି ଯୁବତୀ…..

0

ଆଜିକାଲି ପ୍ରେମ, ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇଗଲାଣି, କାରଣ ଆପଣ ମାନେ ଦେଖିଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଧୋକା ପାଇଲା ପରେ ଶେଷରେ ଜୀବନ ହାରିବା ପାଇଁ ପଛେଇ ନଥାନ୍ତି। ତେବେ ସେମାନେ ନିଜର ବାପା ମାଆ କଥା ନ ଭାବି ଆତ୍ମହତ୍ୟାଟା ସବୁ ସମସ୍ୟାର ସମାଧାନ ବୋଲି ଧରି ନିଆଯାଏ। ଏଭଳି ଘଟଣା ଆପଣ ମାନେ ଅନେକ ସମୟରେ ଦେଖିଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ବନ୍ଧିଗଣ ଘଟଣାଟି ହେଉଛି ଜଣେ ଯୁବତୀ ଅଭିଯୋଗ ଯେ, ତାଙ୍କ ପ୍ରେମିକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା, ତାଙ୍କୁ ଛାଡି କୁଆଡେ ପଳେଇ ଯାଇଥିବା, ସୂଚନା ମିଳିଛି। ଆଜି ଆମେ ଆପଣ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ପୁରୀ ଜିଲ୍ଲାର ସାନବନ୍ଧୀ ଅଂଚଳର ଜଣେ ଯୁବତୀ, ପାରି ଶିଖର ଗ୍ରାମର ଚହଲି ସ୍ୱାଇଁଙ୍କ ପୁଅ ଶୁଭକାନ୍ତ ସ୍ୱାଇଁଙ୍କୁ ଫେସବୂକରେ ପ୍ରେମ କରିଥିଲେ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। କେହି କାହାରିକୁ ଛାଡି ରହି ପାରୁନଥିଲେ ସେଥିପାଇଁ ସେ ଦୁଇ ମାସ ତଳୁ ଘରୁ ଲୁଚି ପଳାଇ ଆସିଥିଲେ ଯୁବତୀ ଜଣଙ୍କ। ଏବଂ ଦୁହେଁ ଭୁବନେଶ୍ୱରର ଲୁଟାରୀରେ ବିବାହ କରି ଦୁଇ ଜଣ ରାଜସୁନା ଖଳାରେ ଦୁଇ ମାସ ହେବ ରହି ଆସୁଥିଲେ। ଯୁବତୀଙ୍କୁ ପ୍ରେମିକ ଜଣଙ୍କ ଗତ କିଛି ଦିନ ହେବ ଛାଡି ଦେଇ ଏବଂ ନିଜର ସବୁ ଜିନିଷ ପତ୍ର ଧରି କୁଆଡେ ଲୁଚି ପଳାଇଛନ୍ତି, ଯୁବତୀ ଜଣଙ୍କ ତାଙ୍କୁ ବହୁତ ଖୋଜା ଖୋଜି କଲେ ଓ ଖୋଜି ଖୋଜି କରିବା ସ୍ଵତେ ମଧ୍ୟ୍ୟ ତାଙ୍କୁ ପାଇନଥିଲେ।

ଯୁବତୀ ଜଣଙ୍କ ପ୍ରେମିକର ଗାଁ ନାଉଗାଁ ପାରିଶିଖରରେ ଆସି ପଂହଁଚି ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ସେହି ଯୁବତୀ ଜଣଙ୍କ ଏହି ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ସବୁ କଥା ଜଣାଇଲେ ଏବଂ ଏହି ଖବର ପାଇ ତାଙ୍କ ଘର ଲୋକ ମଧ୍ୟ ଯୁବକଙ୍କ ଗ୍ରାମରେ ଆସି ପଂହଁଚିବା କ୍ଷଣି ବହୁତ ଗଣ୍ଡଗୋଳ ସୃଷ୍ଟି ହେଲା। ଯୁବତୀଙ୍କ ପରିବାର ଲୋକମାନେ ନାଉଗାଁ ଥାନାରେ ଏ ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ମାମଲା ରୁଜୁ କରିବା ସହିତ ତଦନ୍ତ ମଧ୍ୟ ଜାରି ରଖିଛି। ଯୁବତୀଙ୍କ ପରିବାର ଲୋକ ମାନେ କହିଛନ୍ତି ଅଭିଯୁକ୍ତଙ୍କୁ ଗିରଫ କରି ଆମକୁ ନ୍ୟାୟ ଦିଆ ଯାଉ ବୋଲି ଗୁହାରି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।