ଯୁବତୀଙ୍କୁ ଭାରି ପଡିଲା ଆଟିଚ୍ୟୁଡ ଦେଖାଇବା , ଗୋଟେ ସେକେଣ୍ଡରେ ଘମଣ୍ଡ ଚୁରମାର , ଯୁବତୀଙ୍କ ସହ ଘଟିଲା ଏମିତି… ଦେଖନ୍ତୁ Video

ସମୟ ଏମିତି ହୋଇଗଲାଣି ଯାହା ସବୁ ସମାଜ ଘଟି ଯାଉଛି ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆରେ ସହଜରେ ପହଂଚି ପାରିଥାଏ। ଆଉ ଏକ ଯୁବତୀ ର ଏମିତି କିଛି ଭିଡ଼ିଓ ଏବେ ଭାଇରଲ ହୋଇଛି ଯାହାକୁ ଆପଣ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ତେବେ ଆସନ୍ତୁ ଦେଖିବା ସେହି ଯୁବତୀର କିଛି ଷ୍ଟାଇଲ ଆଉ ପରବର୍ତ୍ତୀ ସମୟରେ ଏମିତି କିଛି ତାଙ୍କ ସହ ଘଟି ଗଲା ଯାହାକୁ ଦେଖିବା ପରେ ହସି ହସି ଗଡିଯିବେ।ଏହିଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି।

ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଏହି ଭିଡ଼ିଓ ଟିରେ ଜଣେ ଯୁବତୀର ଏମିତି କାର୍ଯ୍ୟ କଳାପ ଯାହା ସମସ୍ତଙ୍କୁ କିଛି ନା କିଛି ପ୍ରେରଣା ସୃଷ୍ଟି କରିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏବେ ସେହି ଭିଡ଼ିଓ ଟିରେ ଏମିତି କିଛି ଆଖି କୁ ଚମକାଇ ଦେଲା ଭଳି ଦୃଶ୍ୟ ସମସ୍ତେ ଦେଖିବାକୁ ପାଇଥିବେ ଯାହା ର ଭିଡ଼ିଓ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏହି ଭିଡ଼ିଓ ରେ ଜଣେ ଯୁବତୀର ଯେଉଁଭଳି ଚାହାଣୀ ରହିଛି ତାହା ଆପଣ ମାନେ ମଧ୍ୟ ସିନେମା ମାନଙ୍କରେ ଦେଖିଥିବେ।

ଏଠାରେ ଏହି ଭିଡ଼ିଓ ରେ ଯାହା ଆପଣ ମାନେ ଦେଖିଲେ ତାହା ଆପଣ ମାନେ ମଧ୍ୟ ଆଗରୁ ଦେଖିଥିବେ କୌଣସି ଫିଲ୍ମ ମାନଙ୍କରେ। ଆଉ ସେହି ଝିଅ ଟିର ଯାହା ଷ୍ଟାଇଲ ରହିଛି ତାହା ସମସ୍ତ ନାରୀ ଜାତିଙ୍କୁ ଖରାପ କରୁଛି ତାହା ନିନ୍ଦନୀୟ ବୋଲି କହିଲେ ଭୁଲ ହେବ ନାହିଁ। ଏବେ ଏହି ଭିଡ଼ିଓ ରେ ଜଣେ ଯୁବତୀର ସେହିଭଳି କିଛି ଘମଣ୍ଡ ପାଇଁ ତାଙ୍କ ସହ ଏହିଭଳି କିଛି ଘଟି ଯାଇଥିଲା ଯାହା ଏହି ଭିଡ଼ିଓ ରେ ଜାଣିବାକୁ ମିଳିଛି। ଆଉ ଏହି ଝିଅ ଟି ସବୁ ଝିଅ ଙ୍କ ପରି ମଧ୍ୟ ସେ ଆସୁଥିଲା ହେଲେ ସେହି ସମୟରେ ଏକ ପୁଅ କୁ ଦେଖିବା ପରେ ବହୁତ ଷ୍ଟାଇଲ ଦେଖାଇବା ପରେ ତାଙ୍କ ସହିତ ଯାହା ଘଟଗଲା ତାହା ଦେଖିବା ପରେ ଆପଣ ମଧ୍ୟ କହିବେ ଭଲ ହୋଇଛି।ଏହି ଝିଅ ଟି ସଂଗେ ସଂଗେ ସେହି ପୁଅ ଆଗରେ ପାଣି ରେ ଖସି ପଡ଼ିଥିଲା ଯାହା ଦେଖିବା ପରେ ସମସ୍ତେ ହସିଛନ୍ତି।

ଏହି ଭିଡ଼ିଓ ଟି ରେ ରାସ୍ତା ରେ ଏକ ପୁଅ ନଜରକୁ ଆସିଛି ଯେଉଁଠାରେ ଆଉ ଏକ ଯୁବତୀ ଆସିଥିଲେ ତାହା ପରେ ସେହି ଝିଅ ଟି ଆଖିରେ ଷ୍ଟାଇଲ ରେ ଚଷମା ପିନ୍ଧିବା ପରେ ପୁଅ କୁ ଦେଖି ଆଟିଚୁଡ଼ ଦେଖିଇଲା ହେଲା କାଳ ଶେଷରେ ତାଙ୍କ ସହିତ ଏମିତି କିଛି ଘଟି ଗଲା। ଆଉ ରାସ୍ତା ମଝିରେ ହୋଇଗଲେ ବେଜିତ ତାହା ଦେଖିବା ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଏହି ଭିଡ଼ିଓ କୁ ଏବେ ପର୍ଯ୍ୟନ୍ତ ଅନେକ ଲୋକ ଦେଖିବା ପରେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment