ଯୁବତୀଙ୍କୁ ଦେଖିବା ମାତ୍ରେ କରୁଛନ୍ତି ଆକ୍ରମଣ… ଦେଖନ୍ତୁ Viral ଭିଡ଼ିଓ

0

ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାଧାରଣ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆପଣ ତ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। କିଛି ଭିଡିଓ ଏମିତି ଆଖି ଦୃଶିଆ ହୋଇଥାଏ ଯେ ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ ଏବଂ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି। ଏହାଛଡ଼ା ଲୋକେ ମଧ୍ୟ ଏହାକୁ ଦେଖି ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି।ଏହି ଘଟଣା କିଛି ଭିନ୍ନ ଦିଗକୁ ଇଂଗିତ କରିଥାଏ। ତେବେ ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଭାବିବକୁ ବାଧ୍ୟ କରିବ ଯେ କଣ ଏପରି ବି ଘଟିପାରେ।

ଏଠାରେ ଜଣେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି। ତେବେ ଏଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କୁ ଦେଖିବା ମାତ୍ରେ କରୁଛନ୍ତି ଆକ୍ରମଣ। ନିର୍ବାଚନ ସମୟରେ ଯୁବକଙ୍କ ଏପରି କାଣ୍ଡ ପାଲଟିଛି ଚିନ୍ତାର ବିଷୟ। ଜଣେ ପାଗଳ ଯୁବକଙ୍କ ଏପରି ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବଜାରରେ।ସେ ଯେଉଁ ଯୁବତୀଙ୍କୁ ଦେଖୁଛନ୍ତି ତାଙ୍କ ଉପରେ ଆକ୍ରମଣ କରିବାକୁ ଚାଲି ଯାଉଛନ୍ତି ଏବଂ ଆକ୍ରମଣ କରୁଛନ୍ତି। ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଥିବେ। ତାଙ୍କର ଏପରି ହରକତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ।ସେ ଯୁବତୀଙ୍କୁ ଆକ୍ରମଣ ତ କରିଛନ୍ତି ପୁଣି ଲହୁ ଲୁହାଣ ବି କରି ଦେଉଛନ୍ତି।

ଏହାକୁ ଦେଖି ଲୋକେ ଭୟ କରିବା ବି ସ୍ବାଭାବିକ କଥା। ତେବେ ଗତ କିଛି ଦିନ ହେଲା ଦାରିଙ୍ଗବାଡି ବଜାରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମାନସିକ ବିକୃତ ବ୍ୟକ୍ତି ଏପରି କରୁ ଥିବାର ଲୋକେ ଦେଖିବାକୁ ପାଉଛନ୍ତି। କିନ୍ତୁ ଏହାକୁ ଦେଖି ସେମାନେ ଏହାର ସମାଧାନ ଖୋଜି ପାଉ ନାହାଁନ୍ତି। ତେବେ ଏହି ପାଗଳ ଯୁବକ ଯେମିତି ଏକ ପ୍ରକାରର ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି। ଏହା ଅସହ୍ୟ ହୋଇ ପଡ଼ିବାରୁ ଲୋକେ ଏନେଇ ଆଜି ଉକ୍ତ ପାଗଳ ଯୁବକଙ୍କୁ ବହୁତ୍ ମାଡ଼ ମାରିଛନ୍ତି। କାରଣ ଏହି ଯୁବକ ଜଣଙ୍କ ଜଣେ ଯୁବତୀଙ୍କୁ ଆଜି ସକାଳେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।

ଯେଉଁଥିରେ ଯୁବତୀ ଜଣଙ୍କ ରାସ୍ତାର ଏକ କଡ଼କୁ ଛିଟିକି ହୋଇ ପଡ଼ିଥିଲେ। ଆଉ ଏହାକୁ ଦେଖି ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହିତ ପୋଲିସ୍ କୁ ଏ ବିଷୟରେ ସୁଚନା ଦେଇଥିଲେ। ଏହାପରେ ପୋଲିସ ଆସି ଏହି ଯୁବକଙ୍କୁ ଉଦ୍ଧାର କରି ତାକୁ ଗିରଫ କରିଛି। ପୋଲିସ୍ ଉକ୍ତ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହା ଯାଉଛି। ତେବେ ଏହି ଘଟଣା ସେହି ଅଂଚଳରେ ଏବେ ଏକ ଭୟଭୀତ ବାତାବରଣ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।