ଦେଖନ୍ତୁ Viral ଭିଡ଼ିଓ : ଯୁବତୀର ଉଲଗ୍ନ ଭିଡ଼ିଓ ଭାଇରାଲ କଲା ଯୁବକ, ବାପାଙ୍କ ପାଖକୁ ବିଦେଶରୁ ଆସୁଛି ଫୋନ Call….

0

ଆଜିକାଲି ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେମ, ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇଗଲାଣି, କାରଣ ଆପଣ ମାନେ ଦେଖିଥିବେ ଏଭଳି ଘଟଣା ପ୍ରତିଦିନ ନିଉଜ୍ ହେଡଲାଇନ ହୋଇ ରହୁଛି। ବର୍ତ୍ତମାନ ସମୟରେ ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେମର ମାନେ ହେଉଛି, ଅଶୀଳତା ସେମାନଙ୍କ ପାଖରେ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ଯଦି କାହାର ବ୍ରେକଅପ ହେଉଛି, ଏହା ପରେ ଯଦି ସେମାନଙ୍କ ପାଖରେ କୌଣସି ଅନ୍ତରଙ୍ଗ ମୁହୂର୍ତ୍ତରେ ଫୋଟୋ ଭିଡ଼ିଓ ଭାଇରାଲ କରିଦେଇଥାନ୍ତି। ଯୁବକ ଯୁବତୀ ଏଭଳି କିଛି କରିବା ପୂର୍ବରୁ ଘର ପରିବାର କଥା ଟିକିଏ ହେଲେ ଚିନ୍ତା କରନ୍ତି ନାହିଁ। ଶେଷରେ ନିଜର ଭବିଷ୍ୟତ ଖରାପ କରିବା ସହିତ ବାପା ମାଆ ଙ୍କ ସନମାନ ତଳେ ପଖାଇ ଥାନ୍ତି।

ତେଣୁ ବନ୍ଧୁଗଣ ଆଜି ଏଭଳି ଖବର ପ୍ରୟତ ଅନେକ ସମୟରେ ଶୁଣିବା ପାଇଁ ମିଳିଥାଏ। ତେବେ ଏଭଳି ଖବର ଶୁଣିବା ପରେ ମଧ୍ୟ ଯୁବକ ଯୁବତୀ ସଚେତନ ନୁହନ୍ତି, ଜାଣି ଶୁଣି ଭୁଲ କରନ୍ତି, ଶେଷରେ ପସ୍ତେଇଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘୋଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ଘଟଣାଟି ହେଉଛି, ଜଣେ ଯୁବତୀଙ୍କ ଅଶୀଳ ଫୋଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି। ଯୁବତୀ ନିଜେ ଏହି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ଆମେ ଆପଣ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ଯୁବତୀଙ୍କ ପ୍ରତିକ୍ରିୟା ଅନୁସାରେ, ମିଲନସେଖ ଓ ତାଙ୍କ ଭାଇ ତାଙ୍କ ତାଙ୍କର ଅଶୀଳ ଭିଡ଼ିଓ ଭାଇରାଲ କରିଥିବା କଥା କହିଛନ୍ତି, ଗତବର୍ଷ ଜୁଲାଇ ମାସରେ ତାଙ୍କ ଘର କାମ କରିବା ପାଇଁ ବଙ୍ଗାଳି ମିସ୍ତ୍ରୀ ମିଲନସେଖ ଆସିଥିଲେ, ସେହି ମିସ୍ତ୍ରୀର ଭାଇ ତାଙ୍କ ଘର ବିରୁଦ୍ଧରେ ସେ କହନ୍ତି ଏବଂ ତାଙ୍କୁ ତାବିଜ ପିନ୍ଧିବା ପାଇଁ ଦେଇଥିଲେ।

ଏହା ପରେ ଯୁବତୀ ଜଣକ ଭୁବନେଶ୍ବର ପାଠ ପଢ଼ିବା ପାଇଁ ଚାଲି ଯାଇଥିଲେ, ତାଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରି ତା ସହିତ ବନ୍ଧୁତା ସ୍ଥାପନ କରି, ତାଙ୍କୁ ଯଦି ବିବାହ ନ କରିବ ତାହାଲେ, ସୁଇସାଇଡ଼ର ଧମକ ଦେଇଥିଲେ, ତେବେ ଏହା ପରେ ଯୁବତୀ ତାଙ୍କ ସହିତ ଭିଡ଼ିଓ କୋଲରେ କଥା ହୋଇଥିଲେ। ଯୁବକ ଜଣକ ଭିଡ଼ିଓ କୋଲ ରେ ତାଙ୍କ ଖୋଲା ଦେହ ଦେଖିବା ପାଇଁ କହିଥିଲେ, ଯୁବକ ଜଣକ ତାଙ୍କ ଅଶୀଳ ଭିଡ଼ିଓ ସ୍କ୍ରିନ ରେକର୍ଡ କରି ଥିଲେ। ତାପରେ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ। ପୋଲିସ ପାଖରେ ଅଭିଯୋଗ କରିବାର ଦୀର୍ଘ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାନ୍ତି। ତେଣୁ ଆମର ଆଜି କାଲିର ଯୁବକ ଯୁବତୀଙ୍କ ପାଖରେ ଏତିକି ପ୍ରାଥନା ଏଭଳି କିଛି କାମ କରନ୍ତୁ ନାହିଁ, ଏଭଳି କାମ କରିବା ପୂର୍ବରୁ ନିଜ ବାପା ମାଆଙ୍କ କଥା ଭାବନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।