ତେବେ ଆପଣ ମାନେ ଦେଖିଥିବେ ଆଜିକାଲି ଶାରୀରିକ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗୁଛି | ତେବେ ଆଜି କାଲି ଆମ ଓଡିଶା ରେ ମଧ୍ୟ HIV ରେ ସଂକ୍ରମିତ ରୋଗୀ ଙ୍କର ସଂଖ୍ୟା ବଢିବାକୁ ଲାଗୁଛି ଦିନ କୁ ଦିନ | ଆଉ AIDS ଭଳି ଏକ ମାରାତ୍ମକ ସଂକ୍ରମକ ରୋଗ ରେ ଲୋକ ମାନେ ଶିକାର ମଧ୍ୟ ହେଉଛନ୍ତି | ତେଣୁ ବେଳ ଥାଉ ଥାଉ ସତର୍କ ହେବା ପାଇଁ କୁହାଯାଇଛି | ଆଉ ତାହା ନ ହେଲେ ବିନା କାରଣରେ କଷ୍ଟ ଭୋଗିବେ ବୋଲି ଯୁବକ ଜଣଙ୍କ ମତ ଦେଇଛନ୍ତି ଆଉ ତାହା ସହିତ ସେକ୍ସ ପାଇଁକି କଣ୍ଡୋମ ର ନିହାତି ବ୍ୟବହାର କରିବା କଥା ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖାବର ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ ଡିସେମ୍ବର 1 କୁ ବିଶ୍ୱ AIDS ଦିବସ ଭାବରେ ସମସ୍ତେ ମାନନ୍ତି | ଆଉ ଏହି ଦିବସ ଅବସରରେ ଯୁବକ ଜଣଙ୍କ କହିଛନ୍ତି କି ଆଇଡିଶ ଜେ କେବଳ ସେକ୍ସ କରିବା ଯୋଗୁ ହୋଇଥାଏ ତାହା ନୁହଁ ଆପଣ ମାନେ ହସ୍ପିଟାଲ ରେ ସେମ ସିରିଞ୍ଜ ବା HIV ରୋଗୀ ର ସଂସ୍ପର୍ଶ ରେ ଆସିବା ଫଳରେ ଏହି ଭଳି କିଛି ସନସ୍ୟ ମାନ ଦେଖା ଯାଇଥାଏ ବୋଲି କୁହାଯାଉଛି | ତେବେ ଏହି ରୋଗ ର କିଛି ରା ସିମଟମ୍ସ କୁ ଦେଖିକି ଆମେ ମାନେ ଜାଣି ପାରିଥାଉ କି ରୋଗୀ ଟି ସେହି ଭଳି କିଛି ରୋଗ ରେ ପଡ଼ିବାକୁ ଯାଉଛି ବୋଲି |
ତେବେ ତାହା ସହିତ ଆହୁରି ମଧ୍ୟ କୁହାଯାଉଛି କି ଖାଲି ରୋଗୀର ଲକ୍ଷଣ ନୁହଁ ବିନା ପ୍ରୋଟେକ୍ସନ ରେ ସେକ୍ସ କରିବା କାରଣରୁ ମଧ୍ୟ ଏଭଳି କିଛି ସମସ୍ୟା ମାନ ଦେଖା ଦେଉଛି ବୋଲି କୁହାଯାଉଛି | ତେବେ 5 ମିନିଟ ର ଖୁସି ପାଇଁ ଏମିତି ବିନା ପ୍ରୋଟେକ୍ସନ ରେ ସେକ୍ସ କରିବା ଆବଶ୍ୟକ ନାହିଁ | ହୁଏତ ଖୁସି କମ ମିଳିପାରେ କିନ୍ତୁ ଜୀବନ ପ୍ରତି କିଛି ବି ବିପଦ ଆସିବ ନାହିଁ ବୋଲି କୁହାଯାଉଛି | ତେଣୁ ଦୋକାନ ରୁ ବିନା ଲଜ୍ୟା ରେ କୋଣ୍ଡୋମ କୁ ନେଇକି ଆପଣ କାମ କରନ୍ତୁ ବୋଲି କହିଛନ୍ତି ଯୁବକ ଜଣକ |
ସେଥିପାଇଁ କୁହାଯାଇଛି କି କାନ୍ଥ ବାଡ଼ ଦେଖିକି ଢେଇବା ପାଇଁ ନ ହେଲେ ଦୁର୍ଘଟଣା ଘଟିବ ର ସମ୍ଭାବନା ରହିଛି ବୋଲି | ତେଣୁ ଟିକିଏ ଖୁସି ପାଇଁ ଆପଣ ସମସ୍ତଙ୍କ ପାଇଁ ବିପଦ ଆଣିବା ଆଦୁ ବି ଉଚିତ ନୁହଁ | ତେଣୁ 50 ଟଙ୍କା ରେ ଆପଣ ଙ୍କ ଜୀବନ ସେଭ ରହିବ ବୋଲି ମଧ୍ୟ କହିଛନ୍ତୁ ଯୁବକ ଜଣକ | ଆଉ AIDS ଭଳି ରୋଗ ଠୁ ଦୁରେଇ ରହିବା ପାଇଁ ନିଜେ ସତର୍କ ରହୁବା କଥା କୁହାଯାଉଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।