ଦେଖନ୍ତୁ Socking ଭିଡ଼ିଓ- ଏହି ଯୁବକଙ୍କର ମୁହଁସାରା ବଢିଚାଲିଛି ସାଲୁ ବାଲୁ ଚୁଟି , ଏପରି ରୂପରେ ଦୁନିଆକୁ ସାମ୍ନା କରୁଛନ୍ତି ଯୁବକ…ଦେଖିଲେ ଆପଣବି ହେବେ ଆଶ୍ଚର୍ଯ୍ୟ..

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବନ୍ଧୁଗଣ କଣ ଆପଣ କେବେ ବି ଏହିପରି ଏକ ବ୍ୟକ୍ତି ଙ୍କୁ ଦେଖିଛନ୍ତି ଯାହାଙ୍କ ର ସମ୍ପୂର୍ଣ୍ଣ ମୁଁହ ଟି ଛୁଟି ରେ ଭରି ହୋଇ ରହିଥିବା ର ।ନିଶ୍ଚିତ ଭାବରେ ଏହିପରି ମଣିଷ କେବେ ବି ଆପଣ ଦେଖି ନଥିବେ। ମାତ୍ର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଜଣେ ବ୍ୟକ୍ତି ଙ୍କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।ତେବେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ର ରତ୍ନପୁର ଗ୍ରାମ ର ଲଳିତ କୁମାର ଅଟନ୍ତି। ତେବେ ସୂଚନା ଅନୁସାରେ ଲଳିତ ଙ୍କ ର ପୁରା ମୁଁହ ରେ ବାଳ ଶଲୁବାଲୁ ଅଟନ୍ତି ଯାହାକି ଦିନ କୁ ଦିନ ବଢ଼ିବାରେ ମଧ୍ୟ ଲାଗୁଛି।

ତେବେ ବର୍ତ୍ତମାନ ର ଜମାନା ରେ ମୁଁହ ରେ ଗୋଟିଏ ପିମ୍ପୁଲ ନେଇ ଚାଲିବା ଲୋକ ଙ୍କୁ କଷ୍ଟ ହେଉଥିବା ବେଳେ ଲଳିତ ତାଙ୍କର ମୁଁହ ରେ ପୁରା ଲମ୍ବା ଲମ୍ବା କେସ ନେଇ ଜୀବନ ବଞ୍ଚୁଛନ୍ତି। ତେବେ ସୂଚନା ଅନୁସାରେ ଜନ୍ମ ଠାରୁ ଲଳିତ ବେର୍ବର ସିଣ୍ଡ୍ରମ ନାମକ ଏକ ରୋଗ ରେ ଆକ୍ରାନ୍ତ ଅଟନ୍ତି ଯାହା ଫଳରେ ତାଙ୍କ ମୁଁହ ରେ ଏହିପରି ବାଳ ଆସୁଅଛି। ତେବେ ସେ କହିଛନ୍ତି କି ପିଲା ଦିନ ବେଳେ ତାଙ୍କ ମୁଁହ ରେ ଏହିପରି କେସ ଆସୁଥିଲା ସେତେବେଳେ ସେ କିଛି ବୁଝି ପରି ନଥିଲେ ମାତ୍ର ଲୋକଙ୍କ ର ମଜାକ ର ପାତ୍ର ହୋଇଥିଲେ।

ମାତ୍ର ବୟସ ବଢ଼ିବା ସହ ସେ ଏହା ଜାଣିପାରି ଥିଲେ ମାତ୍ର ସମାଜ ର କଥାକୁ ସେ ଖାତର ନକରି ତାଙ୍କର ଜୀବନ ବିତାଉଛନ୍ତି। ତେବେ ସେ ତାଙ୍କ ବାପା ଙ୍କୁ ଚାଷ ରେ ସାହାଯ୍ୟ କରିବା ସହ ତାଙ୍କର ବ୍ୟବସାୟ ମଧ୍ୟ କରୁଛନ୍ତି।ତେବେ ଏହି ବ୍ୟକ୍ତି ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ କିନ୍ତୁ ଡାକ୍ତର ଙ୍କ ର କହିବା ଅନୁସାରେ ଏହାର ସେହିପରି କୌଣସି ପ୍ରତିକାର ନାହିଁ ଏହା ୫୦ ଜଣଙ୍କ ମଧ୍ୟ ରୁ ଜଣ ଙ୍କୁ ହୋଇଥାଏ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment