ଯୁବତୀ ଜଣଙ୍କ ଜଣେ ବ୍ୟବସାୟୀ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।ଜଣେ ଯୁବତୀଙ୍କୁ ଆଲବମ୍ ର ହିରୋଇନ୍ କରିଦେବା ଆଳ ଦେଖାଇ ଅସଦାଚରଣ କରିଛନ୍ତି ଜଣେ ବ୍ୟବସାୟୀ। ଦେଖନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓ ଭିଡିଓ ରେ ଯୁବତୀ ଜଣଙ୍କ କଣ କହିଛନ୍ତି ଟିକିଏ ଶୁଣନ୍ତୁ। ତେବେ ଏ ଯୁବତୀ ଜଣଙ୍କ ହେଉଛନ୍ତି ଟେଲି ଅଭିନେତ୍ରୀ ପ୍ରିୟଙ୍କା ଦାସ। ଆପଣ ଏହି ଅଭିନେତ୍ରୀ ଙ୍କୁ ଅନେକ ଧାରାବାହିକ ରେ ଦେଖିବାକୁ ପାଇଥିବେ।୨୦୧୦ ପାଖରୁ ସେ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି।
ତେବେ ଯୁବତୀ ଜଣଙ୍କ କହିଛନ୍ତି କି ଜଣେ ବ୍ୟବସାୟୀ ମୋତେ ଲକ୍ଷେ ଟଙ୍କା ଫୋପାଡି ତାଙ୍କ ପାଖରେ ଶୋଇବା ପାଇଁ ବାଧ୍ୟ କରୁଛନ୍ତି।ଯୁବତୀ ଜଣଙ୍କ କହିଛନ୍ତି ଯେଉଁ ବ୍ୟବସାୟୀ ଜଣଙ୍କ ତାଙ୍କ ସହିତ ଅଭଦ୍ରମି କରିଛନ୍ତି ତାଙ୍କ ସହିତ ତାଙ୍କ ସେଲୁନ ରେ ଦେଖା ହୋଇଥିଲା। ବ୍ୟବସାୟୀ ଜଣଙ୍କ ପ୍ରିୟଙ୍କା ଦାସଙ୍କ ସେଲୁନ୍ ଆସନ୍ତି ଚୁଟି କାଟନ୍ତି ଫେଶିଆଲ ହୁଅନ୍ତି।ଆଉ ୨୦ ଦିନ ପୂର୍ବରୁ ବ୍ୟବସାୟୀ ଜଣଙ୍କ ପ୍ରିୟଙ୍କା ଙ୍କ ସେଲୁନ ଯାଇ ତାଙ୍କ ପିଲା ମାନଙ୍କ ସହ ଖରାପ୍ ବ୍ୟବହାର କରିଛନ୍ତି।
ତେବେ ପ୍ରିୟଙ୍କା ଙ୍କ କହିବା ଅନୁଯାୟୀ ସେ ଉକ୍ତ ବ୍ୟବସାୟୀ ଙ୍କ ପାଖରୁ ସେ କିଛି ପଇସା ନେଇଥିଲେ ସୁଟିଂ କରିବା ପାଇଁ କାରଣ ପ୍ରିୟଙ୍କା କହିଛନ୍ତି କି ବ୍ୟବସାୟୀ ଜଣଙ୍କ ତାଙ୍କ ଆଡୁ ଆଲବମ କରିବା ପାଇଁ ପ୍ରିୟଙ୍କା ଙ୍କୁ ଅଫର୍ ଦେଇଥିଲେ ଆଉ ସେଥିପାଇଁ ସେ କିଛି ପଇସା ତାଙ୍କ ପାଖରୁ ନେଇଥିଲେ। ତେବେ ସେ ଗୀତ ସୁଟିଂ ସରି ରିଜିଲ ମଧ୍ୟ ହୋଇଥିବା ର ପ୍ରିୟଙ୍କା କହିଛନ୍ତି।
ତେବେ ପ୍ରିୟଙ୍କା ତାଙ୍କ ପାଖରୁ ପଇସା ନେବା ପରେ ବ୍ୟବସାୟୀ ଜଣଙ୍କ ତାଙ୍କ ଘରକୁ ସବୁ ସମୟରେ ଯିବା ଆସିବା କରୁଥିଲେ ଆଉ ଅସଦ ଆଚରଣ ମଧ୍ୟ କରୁଥିଲେ।ପ୍ରିୟଙ୍କା କହିଛନ୍ତି କି ବ୍ୟବସାୟୀ ଜଣଙ୍କ ତାଙ୍କୁ ଲକ୍ଷେ ଟଙ୍କା ଦେଇ ପାଖରେ ଶୋଇବା ପାଇଁ ବାଧ୍ୟ କରୁଥିଲେ। ତେବେ ବ୍ୟବସାୟୀ ଙ୍କ ଏପରି ଅଭଦ୍ରମୀ କୁ ନେଇ ସେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ଜଣେ ବିବାହିତ ତାଙ୍କର ଘର ସଂସାର ମଧ୍ୟ ରହିଛି। ତଥାପି ସେ ଜଣେ ନାରୀ ଙ୍କ ସହିତ ଅଭାଦ୍ରମି କରିଛନ୍ତି ଆଉ ଯେଉଁ କାରଣରୁ ନେଇ ପ୍ରିୟଙ୍କା ତାଙ୍କ ନାଁ ରେ ଅଭିଯୋଗ କରିଛନ୍ତି।
ଏପଟେ ବ୍ୟବସାୟୀ ଜଣଙ୍କ ମଧ୍ୟ ପ୍ରିୟଙ୍କା ଙ୍କ ନାରେ ପାଲଟା ଅଭିଯୋଗ। କରିଛନ୍ତି ତାଙ୍କ କହିବା ଅନୁଯାୟୀ ସେ କିଛି ବି ଅଭାଦ୍ରମୀ କରି ନାହାଁନ୍ତି । ପ୍ରିୟଙ୍କା ତାଙ୍କ ପଇସା ଖାଇ ବସି ଯାଉଛନ୍ତି ଆଉ ସେ ତାଙ୍କ ପଇସା ଫେରି ପାଇବା ପାଇଁ ଚାହୁଁଛନ୍ତି।ତେବେ ଏ ଘଟଣା କୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।