ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥିବା ଅନେକ ପ୍ରକାରର ଭିଡିଓ ମାନ ଦେଖିବାକୁ ପାଉଥିବେ | ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି | ଆଉ ଯେଉଁଠି ରାଗିଙ୍ଗ କୁ ନେଇକି କହିଛନ୍ତି ଲିଜା ଆଉ ତାଙ୍କର କହିବା କଥା କି ରାଗିଙ୍ଗ କଲେଜ ମାନଙ୍କର ସାଧାରଣତଃ ହୁଏ କିନ୍ତୁ କାହାର ପୋରସନାଲ ଲାଇଫ କୁ ନେଇକି କେବେ ରାଗିଙ୍ଗ କରିବା କଥା ନୁହଁ ବୋଲି କହିଛନ୍ତି ଲିଜା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ବର୍ତ୍ତମାନ ଭାଇରାଲ ହେଉଛି ବ୍ରହ୍ମପୁର ରେ କଲେଜ ରେ ହେଉଥିବା ଝିଅ ଜଣଙ୍କୁ ରାଗିଙ୍ଗ କରିବାର ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣକୁ ରାଗିଙ୍ଗ କରିବା ଯୋଗୁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଆଉ ତାହା ବ୍ୟତୀତ ବି ଜେ ପି କଲେଜ ରେ ଛାତ୍ରୀ ଙ୍କୁ ରାଗିଙ୍ଗ କୁ ନେଇକି ଝିଅ ଜଣଙ୍କ ପ୍ରାଣ ମଧ୍ୟ ହରାଇଥିବା କଥା ଭାଇରାଲ ହେବାରେ ଲାଗିଛି |ଆଉ ଏହି ଘଟଣା କୁ ନେଇକି ଲିଜା କହିଛନ୍ତି କି ସବୁ କଲେଜ ରେ ରାଗିଙ୍ଗ ହୋଇଥାଏ କିନ୍ତୁ ତାହାର ମାନେ ନୁହଁ କି ସେମାନଙ୍କର ପୋରସନାଲ ଲାଇଫ କୁ ନେଇକି ରାଗିଙ୍ଗ କରାଯିବ |ଆଉ ଯିଏ ବି ଏଭଳି ରାଗିଙ୍ଗ କରୁଛନ୍ତି ତାଙ୍କ ଉପରେ ଦୃଢ ଭାବରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି |
ତେବେ କୁହାଯାଉଛି କି ରାଗିଙ୍ଗ ତାଙ୍କ ସମୟରେ ବି ହେଉଥିଲା କିନ୍ତୁ ଫୋନି ଟାଇପ ର ହେଉଥିଲା ଆଉ ଯାହାକୁ ନେଇକି ସମସ୍ତେ ମଜା ମସ୍ତି କରିବା ଉଚିତ କିନ୍ତୁ ତାହାକୁ ନେଇକି ଅଧିକ ହୋଇଗଲେ ତାହା ଯୋଗୁ ଝିଅ ମାନେ ସହି ନ ପାରି ପ୍ରାଣ ହରାଇବାକୁ ଲାଗିଛନ୍ତି | ତେବେ ଏହି କଥାକୁ ନେଇକି ଲିଜା କହିଛନ୍ତି କି ଏହି ଘଟଣା କୁ ନେଇକି ଯିଏବି ରାଗିଙ୍ଗ କରୁଛି ତାହାକୁ ଗୋଟିଏ ବର୍ଷ ରେଷ୍ଟ୍ରିକେଟ କରିଲେ କିଛି ଲାଭ ହେବନି | ସେମାନଙ୍କୁ 3 ବର୍ଷ ଯାଏ ରେଷ୍ଟ୍ରିକେଟ କରିବା ଦରକାର | ଆଉ ତାହା ସହିତ ସେମାନେ ଯେମିତି କୌଣସି କୋଚିଂ ସେଣ୍ଟର ରେ ମଧ୍ୟ ଆଲାଉ କରିବା ଉଚିତ ନୁହଁ ବୋଲି କହିଛନ୍ତି |
ତାହା ସହିତ ଲିଜା କହିଛନ୍ତି କି ସେମାନଙ୍କର ଫୋଟ କୁ ପୋଷ୍ଟ ର କରିକି ମାରିବା ଦରକାର ବୋଲି କହିଛନ୍ତି | ଆଉ ଯାହା ଫଳରେ ସେମାନେ ନିଜ ର ଭୁଲ କୁ ଜାଣି ପାରିବେ ବୋଲି କୁହାଯାଉଛି ଆଉ ଏଭଳି ଭୁଲ ଆଉ ପୁଣି ଥରେ କରିବେ ନାହିଁ ବୋଲି କହିଛନ୍ତି ଲିଜା | ଆଉ ରାଗିଙ୍ଗ କାହା ସହିତ ଯଦି ହେଉଛି ତାହେଲେ ପୋଲିସ କୁ ଜଣାଇବା ଆବଶ୍ୟକ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି |