ବନ୍ଧୁଗଣ ଆପଣମାନେ ଆପଣଙ୍କ ଅତିପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ତ ଜାଣିଥିବେ, ମୁଁ ଆଜି ଆପଣକୁ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ତାରିଫ କରୁଥିବା ଜଣେ ଓଡ଼ିଆ ଅଭିନେତ୍ରୀ ଅନନ୍ୟା ବିଷୟରେ କହିବି|ଅନନ୍ୟା ଏଇ କିଛି ଦିନ ହେବ ଅନୁଭବଙ୍କ ସହିତ ଗୋଟିଏ ଫିଲ୍ମ କରିଛନ୍ତି, ଆଉ ସେଥିରୁ ସେ ଅନୁଭବ ମହାନ୍ତିଙ୍କ ସହିତ ଏତେ ଭଲରେ ମିସିଛନ୍ତି ଯେ ତାଙ୍କ ମୁହଁରୁ କେବଳ ଅନୁଭବ ମହାନ୍ତିଙ୍କ ତାରିଫ ହି ଶୁଣାଯାଉଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଅନନ୍ୟା ମିଶ୍ର ଅନୁଭବ ମହାନ୍ତିଙ୍କ ବିଷୟରେ କଣ କହୁଛନ୍ତି ସେ ବିଷୟରେ ଜାଣିବା |
ଅନୁଭବ ମହାନ୍ତିଙ୍କୁ ସାରା ଓଡିଶା ଜାଣିଛି, ସେ କେବେଳ ଯେ ଜଣେ ଆକଟର ତାହା ନୁହଁ ସେ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି |ସେ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାର ମେଗା ଷ୍ଟାର ଭାବରେ ମଧ୍ୟ ବହୁତ ପରିଚିତ |ଅନୁଭବ ମହାନ୍ତିଙ୍କର ଏଇ କିଛିଦିନ ହେବ ଏକ ଫିଲ୍ମ ସୁଟିଂ ହୋଇଛି ତାର ନାଁ ହେଉଛି “ଲଭ ଇନ ଲଣ୍ଡନ ” | ଏଇ ଫିଲ୍ମରେ ଅନୁଭବ ହିରୋଇନ ଅନନ୍ୟା ମିଶ୍ରଙ୍କ ସହିତ କରିଛନ୍ତି, ଏଇ ଫିଲ୍ମ ଲଣ୍ଡନରେ ହି ସୁଟିଂ ହୋଇଛି |
ଏଇ ଫିଲ୍ମରେ ଅନନ୍ୟା ଅନୁଭବଙ୍କ ସହିତ କାମ କରି ବହୁତ ଖୁସି ଅଛନ୍ତି, ଆଉ ତାହା ଭିତରେ ସେ ଅନୁଭବ ମହାନ୍ତିଙ୍କୁ ପ୍ରଶନାଲି ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି |ତାଙ୍କ ଉଠରେ ଖାଲି ଅନୁଭବ ମହାନ୍ତିଙ୍କ ପ୍ରସଂଶା ଶୁଣିବାକୁ ମିଳିଛି,ସେ ଅନୁଭବଙ୍କୁ ସୁନା ମୁଣ୍ଢା କହି ତାରିଫ କରିଛନ୍ତି,ସେ କହିଛନ୍ତି କି ଯଦି ସେ ଅନୁଭବ ମହାନ୍ତିଙ୍କ କଥା ଆରମ୍ଭ କରିବେ ତେବେ ତାହା ସାରିବା ନାହିଁ, ଅନନ୍ୟାଙ୍କ ଦିନ ଅନୁଭବଙ୍କ ବିନା ସରେ ନାହିଁ ବୋଲି କହିଛନ୍ତି ଅନନ୍ୟା |
ଦିନ ରାତି ସବୁବେଳେ ସେ ଅନୁଭବଙ୍କ କଥାହିଁ କୁହନ୍ତି, ଅନୁଭବ ତାଙ୍କର ସବୁକିଛି ବୋଲି ମଧ୍ୟ କହିଛନ୍ତି ଅନନ୍ୟା |ଅନୁଭବ ମହାନ୍ତିଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି ତାହା ସହିତ ଅନୁଭବ ଯେ କେବେଳ ଜଣେ ଓଡ଼ିଆ ଅଭିନେତା ହିସାବରେ ଭଲ ତାହା ନୁହଁ ସେ ହୃଦୟରୁ ବହୁତ ଭଲ, ତାଙ୍କର ଏକ ସୁନ୍ଦର ହୃଦୟ ରହିଛି, ତାଙ୍କ ଭିତରେ ହୁମାନୀଟି ରହିଛି ଆଉ ସେ ଜଣେ ବହୁତ ଭଲ ମଣିଷ ବୋଲି କହିଛନ୍ତି ଅନନ୍ୟା ମିଶ୍ର |ଲଭ ଇନ ଲଣ୍ଡନ ସୁଟିଂ ପରେ ଅନନ୍ୟା ଅନୁଭବଙ୍କୁ ଭେଟିବାକୁ ଆସିଥିଲେ ଆଉ ସେଠାରେ ସେ ଅନୁଭବଙ୍କ ସହିତ ସେଲଫି ନେଇଥିବାର ସୋସିଆଲ ମିଡିଆ ଆଗରେ ଦେଖିଛନ୍ତି,ପୁଣି ଆଗକୁ ଅନୁଭବଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ବୋଲି ମଧ୍ୟ୍ୟ ଜଣା ଯାଇଛି |ଅନୁଭବ ବିଷୟରେ ଅନନ୍ୟା ଏତେ ପ୍ରସଂଶା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।