ଜଙ୍ଗଲ ଭିତରେ ୬୦ ବର୍ଷ ବୁଢା ସହ ରୋମାନ୍ସ କରୁଥିଲେ ଏହି ଏତେ କାମ ବର୍ଷୀୟ ଯୁବତୀ ଭିଡ଼ିଓ ହେଉଛି ସୋସିଆଲ ମିଡିଆରେ ଭାଇରାଲ…

0

କୁହାଯାଏ ଯଦି ମଣିଷର ଆଚରଣ ଓ ଉଚ୍ଚାରଣରେ ନୈତିକତା ଏବଂ ଶାଲିନତା ନରହିଲା ତେବେ ସେ ଇତର ପ୍ରାଣୀ ସହିତ ସମାନ ଭାବରେ ପରିଗଣିତ ହୁଏ।ସମାଜର କିଛି ଏମିତି ଦିଗ ଅଛି ଯଦି ତାକୁ ଆମେ ଭଲ ଭାବରେ ଅନୁଧ୍ୟାନ କରିବା ତେବେ ହୃଦୟଙ୍ଗମ କରି ପାରିବା କି ବାସ୍ତବରେ ବହୁତ ନୈତିକତା ଏବଂ ମାନବିକତା ଯୁକ୍ତ ଏ ସମାଜର ଗଠନ। ଯାହା ସଂପୂର୍ଣ୍ଣ ଭାବରେ ନିଜ ଉପରେ ହିଁ ନିର୍ଭର କରେ। କାରଣ ଏହା କୌଣସି ବିଡମ୍ବନା ନୁହଁ ଯଦି ଆମେ ଦୁଃଖ, କଷ୍ଟ, ସମସ୍ୟା ଏବଂ ବିପତ୍ତି ର ସମ୍ମୁଖୀନ ହେଉଛୁ।ଏହା ଏକ ପାରିପାର୍ଶ୍ବିକ ପ୍ରକ୍ରିୟା।ଏହା ମଣିଷକୁ ସଚେତନ କରାଇଥାଏ କି ଆମେ ନିଜକୁ କିଭଳି ପରିଚାଳିତ କରିବା ଦରକାର।

ତେଣୁ ନିଜକୁ ଉଚିତ୍ ମାର୍ଗରେ ପରିଚାଳିତ କରିବା ସହିତ ନିଜକୁ ସମାଜର ଅନୁକୂଳ ଏବଂ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ନିଜର କାର୍ଯ୍ୟ କଲାପ ଏବଂ ଜୀବନ ଧାରଣ ର ଧାରା କୁ ବି ପରିବର୍ତ୍ତନ କରିବାକୁ ପଡ଼ିବ। ନହେଲେ ସମାଜ ରେ ଲଜ୍ଜିତ, ଅପମାନିତ ହୋଇ ନିଜର ସମ୍ମାନ ହରାଇବାକୁ ପଡ଼ିବ।ତେବେ ଏହିଭଳି ଅନେକ ନିନ୍ଦନୀୟ ଘଟଣା ଆଜିର ସମାଜରେ ଦେଖିବାକୁ ମିଳୁଛି କାରଣ ମଣିଷ ନିଜର ନୈତିକତା କୁ ଭୁଲି ଯାଉଛି ଏବଂ ଏକ ଉପଯୁକ୍ତ ନିଷ୍ପତି ନେଇ ପାରୁ ନାହିଁ। ଯେଉଁ କାରଣରୁ ବେଳେବେଳେ ସେ ବିଚଳିତ ହୋଇ କିଛି ଏଭଳି କାର୍ଯ୍ୟ କରୁଛି ଯାହା ତାକୁ ପରେ ଲଜ୍ୟା ଜନକ ସ୍ଥିତି କୁ ସମ୍ମୁଖୀନ କରିବାକୁ ବାଧ୍ୟ କରୁଛି।

ସେହିପରି ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ୬୦ ବର୍ଷର ବୃଦ୍ଧ ଙ୍କ ସହିତ ଜଣେ ଅଳ୍ପ ବୟସର ଯୁବତୀ ପ୍ରେମାଲିଲା କରୁଛନ୍ତି।ଏକ ସର୍ବ ସାଧାରଣ ସ୍ଥାନରେ ନିଛାଟିଆ ରହିଥିବା ସମୟରେ ସେମାନେ ଯାଇ ପ୍ରେମାଲାପ କରୁଥିବା ସମୟରେ ଧରା ପଡିଛନ୍ତି। ଆଉ ତାପରେ କିଛି ବ୍ୟକ୍ତି ତାଙ୍କର ଭିଡିଓ କରି ଥିଲେ।

ସେମାନଙ୍କୁ ସେମାନେ ପ୍ରଶ୍ନ କରିଥିଲେ କି ଏଠାରେ ସେମାନେ କଣ କରିବାକୁ ଆସିଛନ୍ତି। ଏବଂ ସେମାନେ ପରସ୍ପର ର ସମ୍ପର୍କରେ କଣ ହେବେ।ଆଉ ଏହାର ଉତ୍ତରରେ ଯୁବତୀ ଜଣଙ୍କ କହିଥିଲେ, ସେ ତାଙ୍କର ମଉସା ହେବେ।

ଏହାପରେ ସ୍ଥାନୀୟ ବ୍ୟକ୍ତି ତାଙ୍କର ଘରର ଠିକଣା ପଚାରିବା ସହିତ ତାଙ୍କର ନାମ ପଚାରିଥିଲେ ଏବଂ ନମ୍ୱର୍ ମାଗିଥିଲେ।ଆଉ ଏହି ସମୟରେ ଯୁବତୀ ଜଣଙ୍କ କହିଥିଲେ ଆମକୁ ଛାଡ଼ି ଦିଅନ୍ତୁ ଆମର ଭୁଲ୍ ହୋଇ ଯାଇଛି। ବୃଦ୍ଧ ଜଣଙ୍କ ମଧ୍ୟ ତାଙ୍କୁ କହିଥିଲେ କଥା କାହିଁକି ବଢାଉଛ। କିନ୍ତୁ ସ୍ଥାନୀୟ ବ୍ୟକ୍ତି ସେମାନଙ୍କୁ ଅନେକ କଥା ପଚାରିବା ସହିତ କରିଥିବା ଏହି ଭିଡିଓ କୁ ସୋସିଆଲ ମିଡିଆରେ ପରେ ଭାଇରାଳ କରି ଦେଇଥିଲେ।ପରେ ଏହା ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।