ଦେଖନ୍ତୁ ଭିଡ଼ିଓ – ଜଙ୍ଗଲକୁ ଟାଣି ନେଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…..

0

ଧୀରେ ଧୀରେ ଯୁଗ ବଦଳିବା ସହିତ ଲୋକମାନଙ୍କର ବ୍ୟବହାର, କଥାବାର୍ତ୍ତା,ଚାଲିଚଳଣୀ ସବୁ ପରିବର୍ତନ ହଉଛି।ଆଜିକାଲି ଦୁନିଆରେ ଯାହା ସବୁ ହଉଛି ତାହା ପରିବେଶ ଉପରେ ପ୍ରଭାବ ପକାଉଛି। ଆଉ ସମାଜଟା କଳଙ୍କିତ ହେବାରେ ଲାଗିଛି। ସମାଜରେ ହତ୍ୟା,ଦୁଷ୍କର୍ମ,ବଳାତ୍କାର ଭଳି ଅମାନବୀୟ,କାପୁରୁଷ ପରି କାର୍ଯ୍ୟକରି ନଷ୍ଟ କରିଦେଉଛି।ଏବେ କେଉଁଠି ବି ଲୋକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି।ଏହିସବୁ କର୍ଯ୍ୟ ବଢି ଚାଲିବାରେ ଲାଗିଛି।

ଦେଶ ସ୍ଵାଧୀନ ହେବା ପରେ ମଧ୍ୟ ଲୋକେ ସ୍ୱାଧୀନ ହୋଇପାରୁ ନାହାନ୍ତି।ଏତେଦିନ ହେଲାଣି ସ୍ୱାଧୀନ ହୋଇକି ମଧ୍ୟ ପରାଧୀନ ଭାବରେ କାମ କରୁଛନ୍ତି ଭାରତ ବର୍ଷରେ।ଯେତେବେଳେ ଯାହା କିଛି କରିବାକୁ ହେଲେ ଜଣଙ୍କ ଉପରେ ନିର୍ଭର କରିବାକୁ ପଡୁଛି।

ସମାଜରେ ରହିବାକୁ ହେଲେ ନିଜକୁ ଭୟ,ଆଶଙ୍କା ଭିତରେ ଜୀବନଯାପନ କରିବାକୁ ପଡିବ।ତେବେ ଏହିପରି ଘଟଣାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ନିଜର ମନ୍ୟତାକୁ ଚାରିତାର୍ଥ କରିବାକୁ ଲୋକମାନେ ନିନ୍ଦନୀୟ ଘଟଣା କରୁଛନ୍ତି।ଯାହା ଏବେ ସମାଜରେ ସାଧାରଣ କଥା ହୋଇଗଲାଣି। ଏହିସବୁ କାର୍ଯ୍ୟପାଇଁ ଦାୟୀ ରହୁଛି କେତେବେଳେ ଶିକ୍ଷା ବ୍ୟବସ୍ଥା ତ କେତେବେଳର ଉପଯୁକ୍ତ ସଂସ୍କାରର ଅଭାବ।

ମଣିଷ ପାଖରେ ଭାବିବ,ଚିନ୍ତନ କରିବାର ଶକ୍ତି ଅଛି କିନ୍ତୁ ବେଳେବେଳେ ବହୁତ ତଳକୁ ଖସି ଯାଇଥାଏ,ଯାହା ସମ୍ମାନ ର ଶେଷ ସୀମାରେ।ମଣିଷ ପୁଣି ଶ୍ରେଷ୍ଠ ପ୍ରାଣୀ।ଏହିସବୁ କାର୍ଯ୍ୟକଳାପ କରିବାକୁ କଣ ପାଇଁ ବିବେକ ବାଧା ଦେଉନାହିଁ,ଏହା ଗୋଟେ ଦୁଃଖର ବିଷୟ।ଯାହା ସମସ୍ତଙ୍କ ଆତ୍ମାକୁ କଷ୍ଟ ହୋଇଥାଏ।

ଆଜିଆମେ ଗୋଟିଏ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ସେଥିରେ ଆତ୍ମା ସମ୍ମାନ ଉପରେ ପ୍ରଭାବ ଏବଂ ଲଜ୍ୟା ହେଲାଭଳି ପରିସ୍ଥିତି ଦେଖାଦେଇଛି।୨ ଜଣ ଯୁବକ ଗୋଟିଏ ମହିଳାଙ୍କୁ ଜୋରେ ଜବରଦସ୍ତ ଜଙ୍ଗଲ ଭିତରକୁ ଟାଣି ନେଇ ଯାଉଛନ୍ତି,ସେହିସମୟରେ ଅନ୍ୟ ଜଣେ ବ୍ୟକ୍ତି କ୍ୟାମେରାରେ ସେ ଦୃଶ୍ୟକୁ ରେକର୍ଡ କରୁଛି।ପରେ ସେ ମହିଲାଟି ବହୁତ ଚିଲାଉଛନ୍ତି।

ପରେ ସେ ଦୁଇ ଯୁବକ ମହିଳାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ତାଙ୍କୁ ଜୋର ପାଟିରେ ଗାଳି କରୁଛନ୍ତି।ଏକୁଟିଆ ଦେଖି ମହିଳାକୁ ହଇରାଣ କରୁଛନ୍ତି। ଏହି ନିଛାଟିଆ ଜଙ୍ଗଲ ଭିତରେ ସେ ଦୁଇ ଯୁବକଙ୍କ ମହିଳା ପ୍ରତି ଖରାପ ବ୍ୟବହାର କରିଥିବାର ରେକର୍ଡ ସବୁ କ୍ୟାମେରାରେ ଅନ୍ୟ ଜଣଙ୍କ ଦ୍ୱାରା।ପରେ ସେ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।ଯାହା ଚାରିଆଡେ ଘୁରି ବୁଲିଥିଲା।

ଏହି ଭିଡିଓ ଦେଖିଲାପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ସଂଗେ ସଂଗେ ତାଙ୍କୁ ଗିରଫ କଲେ। ତାଙ୍କ ନାମ ଯଥା ରାହୁଲ,ଆକାଶ,ଭୀମଲ। ଏହି ୩ ଜଣଙ୍କୁ ପୋଲିସ ଧରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି। ଏହିପରି ଘଟଣା ସବୁଦିନ ଦେଖାଦେଉଛି।। ନାରୀକୁ ସବୁବେଳେ ନିର୍ଯାତନ ଦିଆଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।