Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..

0

ବନ୍ଧୁଗଣ ସବୁ ମନୁଷ୍ୟ ସମୟ ସହିତ ବଦଳିବାକୁ ଚାହାଁନ୍ତି l ତେବେ ମନୁଷ୍ୟ ଜୀବନରେ କେବେ ସୁଖ ତ କେବେ ଦୁଃଖ ଆସିଥାଏ, ଏହି ଉତଥାନ ପତନ ପାଇଁ ରାଶି ରାଶିମାନଙ୍କ ସ୍ଥିତି ର ପରିବର୍ତ୍ତନକୁ ମୁଖ୍ୟ କାରଣ ବୋଲି କୁହାଯାଇଛି l ଗ୍ରହ ମାନଙ୍କର ସ୍ଥିତି ସର୍ବଦା ପରିବର୍ତ୍ତନ ହୋଇଥାଏ l ତେଣୁ ଏହି ପରିବର୍ତ୍ତନ ଯୋଗୁଁ 12ଗୋଟି ରାଶି ପ୍ରଭାବିତ ହୋଇଥାନ୍ତି l ତେଣୁ ବନ୍ଧୁଗଣ ଜୋତିଶଶାସ୍ତ୍ର ଅନୁଯାଇ କିଛି ରାଶିମାନଙ୍କର ଦିନ ଏବେ ଭଲ ହେବାକୁ ଯାଉଛି କାରଣ ଏହି ରାଶିମାନଙ୍କ ଉପରେ ଶିବଙ୍କର କୃପାଦୃଷ୍ଟି ପଡ଼ିବାକୁ ଯାଉଛି l ସେହି ରାଶି ଗୁଡିକ ହେଲା :-

1- ତୁଳାରାଶି :-

ଏହି ରାଶିମାନଙ୍କ ଉପରେ ଏବେ ଶିବଙ୍କ କୃପାଦୃଷ୍ଟି ପଡିସାରିଛି l ସେମାନେ ବର୍ତ୍ତମାନ ସବୁ କାର୍ଯ୍ୟରେ ସଫଳତା, ବ୍ୟବସାୟରେ ଉନ୍ନତି ପାଇବେ ବିଦ୍ୟାଥୀମନେ କୃତକାର୍ଯ୍ୟ ହେବେ ପ୍ରେମ ସମ୍ପର୍କରେ ମଧ୍ୟ୍ୟ ବହୁତ ପରିବର୍ତ୍ତନ ହେବେ ଓ ଘରେ ଖୁସି ଲାଗିରହିବ ଓ ପରିବାରରେ ସୁଖ ସମୃଦ୍ଧି ଦେଖାଦେବ l

2- କନ୍ୟାରାଶି :-

ଏହି ରାଶିର ଲୋକମାନେ ସମୟ ବହୁତ ଭଲ ରହିବ ବ୍ୟବସାୟରେ ସୁଫଳ ମିଳିବ l ଆପଣଙ୍କର ଆମଦାନୀ ବଢ଼ିଯିବ l ପାରିବାରିକ ଜୀବନରେ ଖୁସି ଲାଗି ରହିବ l ଶିବଙ୍କ କୃପାରୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ଓ ସ୍ୱାସ୍ଥ୍ୟ ଭଲ ରହିବ l

3- କର୍କଟରାଶି :-

ଏହି ରାଶିର ଲୋକମାନଙ୍କ ଦିନ ଗୁଡିକ ବହୁତ ଶୁଭ ରହିବ l କାର୍ଯ୍ୟ ରେ ସଫଳତା ମିଳିବ, ଧନ ସମ୍ପଦ ପ୍ରାପ୍ତିର ଯୋଗ ରହିଛି ପରିବାରରେ ମଧ୍ୟ ଖୁସି ଲାଗି ରହିବ l ସବୁ ପରିସ୍ଥିତିରେ ବୁଝି ବିଚାରି କାର୍ଯ୍ୟ କରିବେ l ଚାକିରୀ କ୍ଷେତ୍ରରେ ବଡ ଅଧିକାରୀ ମାନଙ୍କଠୁ ପ୍ରଶଂସା ପାଇବେ l ଏହି ବର୍ଷଟି ବହୁତ ଶୁଭ ରହିବ l କିଛି ନୂଆ କାର୍ଯ୍ୟ କରି ପାରନ୍ତି l

4- ମେଷରାଶି :-

ଏହି ରାଶିର ଲୋକମାନଙ୍କ ର ଚାକିରୀ କ୍ଷେତ୍ରରେ ବହୁତ ବଡ଼ ଉନ୍ନତି ମିଳିବ l ଦାମ୍ପଦ୍ୟ ଜୀବନରେ ସୁଖ ରହିବ  ଏବଂ କୌଣସି ନୂଆ କାର୍ଯ୍ୟ କରିବେ l ଆପଣ ନେଇଥିବା ନିର୍ଣ୍ଣୟ ସଫଳ ହେବ l ବ୍ୟବସାୟ ରେ ଅଧିକ ଲାଭ ହେବ l ସବୁ କ୍ଷେତ୍ରରେ ଉନ୍ନତି ମିଳିଵ l ସ୍ୱାସ୍ଥ୍ୟ ବହୁତ ଭଲ ରହିବ l

5- ମିଥୁନରାଶି –

ଏହି ରାଶିର ଲୋକମାନେ ଦିନକୁ ଦିନ ବହୁତ ଆଗକୁ ଯିବେ l ନିଜର ଯୋଜନାରେ ସଫଳତା ପାଇବେ l ହନୁମାନଙ୍କ କୃପାରୁ କାମ କାର୍ଯ୍ୟରେ ଫାଇଦା ମିଳିବ l ପ୍ରେମ ଜୀବନରେ ଚାଲୁଥିବା ସମସ୍ୟା ଦୁରେଇ ଯିବ l ସବୁ କ୍ଷେତ୍ରରେ ସଫଳତା ପାଇବେ l ପାରିବାରିକ ଜୀବନରେ ସବୁ ସମସ୍ୟା ଦୁରେଇ ଯିବ l ନେଇଥିବା ନିଷ୍ପତି ରେ ଉର୍ନତି କରିବେ l

6 – ମକର ରାଶି:-

ଏହି ରାଶିର ଛାତ୍ର ମାନଙ୍କୁ ବହୁତ ବଡ ଲାଭ ମିଳିବ l ଯଦି କୌଣସି କାର୍ଯ୍ୟକୁ ସଫଳତା ହାସଲ କରିବାପାଇ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେ କାର୍ଯ୍ୟ ରେ ଫଳପ୍ରଦ ହେବେ ଏବଂ ମାଙ୍କ କୃପାରୁ ଧନପ୍ରାପ୍ତି ଓ ଅନେକ ପ୍ରଚେଷ୍ଟା ଫଳରେ ମିଳୁ ନଥିବା କାମ ସଫଳ ହେବ l ଏବଂ ସନ୍ତାନ ମାନଙ୍କ ଠାରୁ କୌଣସି ବଡଖବର ମିଳିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।