Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..

0

ପୃଥିବୀରେ ପ୍ରାୟ ଅଧିକାଂଶ ଲୋକ ଭଗବାନକୁ ପୂଜା କରିଥାନ୍ତି l ସମାଜରେ ହିନ୍ଦୁ ଧର୍ମର ଲୋକମାନେ ଇଶ୍ୱରଙ୍କୁ ବହୁତ ବିଶ୍ୱାସ କରନ୍ତି l ଏମାନେ ଭକ୍ତିର ସହିତ ଭଗବାନ ପୂଜା କରି ଥାନ୍ତି l ଏହି ଦେବା ଦେବୀଙ୍କ ଭିତରେ ବହୁତ ଶକ୍ତିଶାଳୀ ମଧ୍ୟ ରହି ଛନ୍ତି l ଆଉ ମଧ୍ୟ ବହୁତ ରାଗି ଅଛନ୍ତି l ଯାହା ହେଉଛି ସେହି ଦେବତାଙ୍କ ପୂଜା ବିଧିରେ ଯଦି ଟିକେ ବି ତ୍ରୁଟି ରହି ଯାଇଥାଏ, ତାହେଲେ ସେ ଅନେକ ଦଣ୍ଡ ଦେଇ ଥାନ୍ତି l

ସବୁ ଲୋକ ମାନଙ୍କ ଜନ୍ମ ପରେ ନିଜର ଗୋଟିଏ ଜାତକ ତିଆରି କରା ଯାଇଥାଏ l ଯେଉଁ ଥିରେ କି ନିଜର ଭବିଷ୍ୟତ, ଭଲ କର୍ମ ଫଳ ଓ ଭଲ ସମୟ ଖରାପ ସମୟ ନିର୍ଧାରଣ କରା ଯାଇଥାଏ l

ତେବେ ଆମେ ଏହି ଜାତକ ଦ୍ୱାରା ସବୁ କଥା ଜଣା ପଡିଥାଏ l ସବୁ ଲୋକମାନଙ୍କର ଗୋଟିଏ ରାଶି ରହିଥାଏ l ଏହି ରାଶି ଅନୁସାରେ ହିଁ ଗ୍ରହ ମାନଙ୍କର ଚଳନ ହୋଇଥାଏ l ଏଥି ପାଇଁ ଭଲ ଫଳ ମିଳି ଥାଏ ଓ ଖରାପ ଫଳ ମଧ୍ୟ ମିଳି ଥାଏ l ଏଥି ସହିତ ବହୁତ କିଛି ଖରାପ ସମୟ ମଧ୍ୟ ଦେଖା ଯାଇଥାଏ l ଏହାର ଆମେ ଉପଚାର ମଧ୍ୟ କରିଥାଉ l କିଛି ଗ୍ରହର ଚଳନ ବିଷୟରେ ଜାଣିବା ଯାହା ରାଶିମାନଙ୍କ ଉପରେ ପ୍ରଭାବ ପକାଉଛି l

ପ୍ରଭୁ ଭୋଳାନାଥ ହେଉଛନ୍ତି ଗ୍ରହ ମାନଙ୍କ ଠାରୁ ଶ୍ରେଷ୍ଠ ଓ ଶକ୍ତିଶାଳୀ l ଏହି ଗ୍ରହ ଯଦି ଅଧିକ ସମୟ ରାଶିମାନଙ୍କ ଭିତରେ ଦେଖାଯାଏ ତେବେ ଅନେକ ଅଶୁଭ ଭଲ ମିଳି ଥାଏ l ତେବେ ପ୍ରଭୁ ଭୋଳାନାଥ କେଉଁ ରାଶି ମାନଙ୍କ ଠାରେ ଅଧିକ ସମୟ ରହି ଥାନ୍ତି ଓ କେଉଁ ରାଶିରେ କୁଦୃଷ୍ଟି ପକାଇ ଥାନ୍ତି ଓ ଶୁଭ ଦୃଷ୍ଟି ପକାଇ ଥାନ୍ତି l ତେବେ ଆପଣ ଜାଣିଲେ ଖୁସି ହେବେ ଯେ ଏହି ଏକାବନ ବର୍ଷ ପରେ ଏହି 6ଟି ରାଶି ଉପରେ ଶୁଭ ଦୃଷ୍ଟି ପକାଇଛନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ମଧ୍ୟରେ କେଉଁ ସବୁ ରାଶି ରହିଛି l ଏହି ରାଶି ଗୁଡିକ ହେଉଛି – ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ।

ଏହି ରାଶିର ବ୍ୟକ୍ତି ମାନେ ସବୁ କାର୍ଯ୍ୟକୁ ଭଲଭାବେ କରି ପାରିବେ l ବିଦ୍ୟାର୍ଥୀମାନେ ନିଜ ପରିଶ୍ରମର ଫଳ ପାଇବେ l ଆଗକୁ ଉତୀର୍ଣ୍ଣ ହେବେ l ଯେଉଁ ଲୋକମାନଙ୍କର ଚାକିରୀ ହେଉ ନଥିଲା ସେମାନଙ୍କର ଚାକିରୀ ହେବ l ଯାହାର ବିବାହ ହେଉ ନଥିଲ ସେମାନଙ୍କର ସୁବିଧାରେ ବିବାହ ହୋଇଯିବ l ଆପଣଙ୍କ ସମସ୍ୟା ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।