IAS ଇଣ୍ଟରଭିୟ୍ୟୁ ରେ ଝିଅକୁ ପଚାରାଗଲା ! କେଉ ଜିନିଷ ଶୁଖିଲେ ୨କେଜି ଆଉ ଓଦାରେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ?

0

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ । ।

ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ । ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।

1–କେଁ କବାଟ କେଁ କବାଟ, ପୋଖରୀ ମଝିରେ କରୁଛି ନାଟ ଚୁଳିଆ ଚଢେଇ ଧରିଛି ଟାଣି, ଶୁଖିଲା ଗଚରୁ ଗଡୁଛି ପାଣି ?

ଉତ୍ତର – ଆଖୁ ପେଡା ସାଳ

2– ଏମିତି କେଉଁ ଜିନିଷ ଯାହା ଆମକୁ ସମସ୍ତଙ୍କର ଦେଖାଯାଏ, କିନ୍ତୁ ନିଜର ଦେଖାଯାଏ ନାହିଁ ?

ଉତ୍ତର – ଭୁଲ

3–ତାହା କଣ ଯାହାକୁ ଆମେ ଯେତେ ସଫା କରିବା ତାହା ସେତିକି କଳା ହୋଇଥାଏ ?

ଉତ୍ତର – ବ୍ଲାକ ବୋର୍ଡ

4–ଏମିତି କଣ ଯାହା ଝିଅ ହେଉ କି ପୁଅ ତାହା ସମସ୍ତଙ୍କର କଳା ଅଟେ

ଉତ୍ତର–ଛାଇ

5–ଏମିତି କେଉଁ ଜିନିଷ ଯାହାକୁ ପୁରୁଷ ଲୁଚେଇକି ଚାଲେ ଓ ମହିଳା ଦେଖେଇକି ଚାଲେ ?

ଉତ୍ତର – ପର୍ସ

6–ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?

ଉତ୍ତର – ଶୀତ ଋତୁ

7–କେଉ ଜିନିଷ ଶୁଖିଲେ ୨କେଜି ଆଉ ଅଦରେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ?

ଉତ୍ତର – ସଲଫର

8–ଗଛରୁ ଅଲହାଇଲା ବାଉ ଜଣେ ତା ଦେହ ସାରା କାଛୁ ପଣେ ?

ଉତ୍ତର :- ପଣସ

9–ଚଢେଇ ନୁହେଁ ସେ ଗଛର ଫଳ ପେଟ ଭରା ଥାଏ ପାଣି ଅଥଳ ?

ଉତ୍ତର – ନଡିଆ

10–ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?

ଉତ୍ତର–କାଶ୍ମିର ଚିଲି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।