ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ପ୍ରତେକ ଦିନ ଅନେକ ପ୍ରକାରର କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ସବୁଦିନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ଆଉ ଯେଉଁ ଭିଡ଼ିଓ କୁ ଦେଖିକି ଆପଣ ମନେ ଅନେକ କଥା ଶିକ୍ଷା ମଧ୍ୟ କରିଥିବେ | ତେବେ ଆଜି ସେହିଭଳି ଏକା ଭିଡ଼ିଓ ଭାଇରାଲ ହେଉଛି | ଆଉ ଯାହା ଆମ ସମଜରେ ରହୁଥିବା ଯୁବ ପିଢ଼ି ମାନଙ୍କୁ ଅନେକ କଥା ମଧ୍ୟ ଶିଖାଉଥିବାର ଜଣା ପଡିଛି | ଆଉ ଯେଉଁଠି ବୟସକୁ ଖାତିରି ନ କରିକି ବୃଦ୍ଧ ଜଣଙ୍କ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ଯେଉଁ ଡାନ୍ସ ର ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ବୃଦ୍ଧ ଜଣ ଙ୍କର ପ୍ରସଂଶା ନ କରିକି ରହି ପାରିବେନି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆଜି କାଲି ଲୋକ ମନେ ବୟସ ନ ହେବା ଆଗରୁ କୋମଜୋର ହୋଇଯାଉଛନ୍ତି | ଆଉ ଯାହା ଫଳରେ ସେମାନଙ୍କର ମଧ୍ୟରେ ଥିବା ଇଚ୍ଛା ଶକ୍ତି କମି ଯାଉଛି ଓ ଯାହା ଫଳରେ ସେମାନଙ୍କର ମନ ଆଉ ଶରୀର କିଛି ବି ଠିକ ରହୁନି | ତେବେ ଯଦି ମନ ଆଉ ଶରୀର ସୁସ୍ଥ ନ ରହିବ ତାହେଲେ ଆମେ ମାନେ ବିଭିନ୍ନ ପ୍ରକାରର ଆସିବିଧା ର ସମ୍ମୁଖୀନ ହେବାକୁ ପଡିବ |ତେବେ ଏହି ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଜଣେ ବୃଦ୍ଧ ଙ୍କର | ଆଉ ଯିଏ କି ବୟସକୁ ଖାତିରି ନ କରିକି ସୁନ୍ଦର ଭାବରେ ରାସ୍ତା ଉପରେ କରିବାକୁ ଲାଗିଛନ୍ତି ଡାନ୍ସ |
ତେବେ ବୃଦ୍ଧ ଜଣଙ୍କ ବୟସକୁ ଖାତିରି କରି ନାହାନ୍ତି 3 ହତିଆ ଗାମୁଛା ଟିକୁ ପିନ୍ଧିକି ବହୁତ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ନିଜ ଭିତରେ ଥିବା ଯୁବ ପଣ କୁ ପ୍ରକାଶ କରିଛନ୍ତି | ଆଉ ସମାଜ ପାଇକି ଗୋଟିଏ ଭଲ ଶିକ୍ଷା ମଧ୍ୟ ଦେଇଛନ୍ତି | ଆଉ ଯେଉଁଠି ସେ କହିଛନ୍ତି କି ଯଦି ଆମର ମନବଳ ଦୃଢ଼ ରହିବ ଆଉ କିଛି କରିବାର ଇଚ୍ଛା ଥିବ ତାହେଲେ ଆମକୁ ଏହି ବାର୍ଦ୍ଧକ୍ୟ ବୟସ ମଧ୍ୟ ରୋକି ପାରିବ ନାହିଁ |
ତେବେ ଆଜି କାଲି ବୃଦ୍ଧ ମାନେ କମ ବୟସରୁ ମନକୁ ଦୁର୍ବଳ କରି ଦେଉଛନ୍ତି | ଆଉ ଯାହା ଫଳରେ ସେମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି |ଯଦି ଆମେ ଆମର ସମସ୍ତ ଚିନ୍ତା କୁ ଭୁଲିଯିବା ଓ ମନ ଖୁସିରେ ନାଚିବା ତାହେଲେ ଶରୀରର ଅଧେକ କଷ୍ଟ ଦୂର ହୋଇଯିବ | ତେବେ ବୃଦ୍ଧ ଜଣଙ୍କ ର ପରିଚୟ କଣ ଆଉ ସେ କେଉଠିକାର ଜଣା ପଡିନି | କିନ୍ତୁ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।