Viral VIDEO – କାହାପାଇଁ ଏତେ ବିଳମ୍ୱରେ ବିବାହ କରିଲେ olywod ଅଭିନେତ୍ରୀ ରିୟା ?କାରଣ ଜାଣିଲେ ଅପଣଙ୍କ ହୋସ ଉଡିଯିବ,ଦେଖନ୍ତୁ Video …

ତେବେ ବର୍ତ୍ତମାନ ଚାରିଆଡେ ଗୋଟିଏ କଥା ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ରିୟା ଙ୍କର ବିବାହ କୁ ନେଇକି କିଛି କଥା | ଆଉ ଯାହା କୁହାଯାଉଛି କି ରିୟା ତାଙ୍କର ବାହାଘର କୁ ନେଇକି ବହୁତ ଖୁସି ଆଛନ୍ତି ଆଉ ତାଙ୍କର ମନର ମଣିଷ ଙ୍କୁ ପାଇଁକି ବର୍ତ୍ତମାନ ତାଙ୍କର ଜୀବନରେ ଖୁସି ଦୁଇ ଗୁଣିତ ହୋଇ ଯାଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ସମସ୍ତଙ୍କ କହିବା ଅନୁସାରେ ହୁଏତ ରିୟା ଟିକିଏ ବିଳମ୍ବ କରି ଦେଲେ ତାଙ୍କର ବିବାହ ରେ କିନ୍ତୁ ଭାବି ଚିନ୍ତି ସାରା ଜୀବନ ପାଇଁ ସାଥି ଟିଏ ହେବା ଭଳି ସାଥିଟିଏ ଖୋଜିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଯାହା କୁହାଯାଉଛି କି ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜର ଚୁଲବୁଲି ଅନ୍ଦାଜ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଥିଲେ ରିୟା ଦେ | ଆଉ ଯାହା କୁହାଯାଉଛି କି ପ୍ରେମ ଅଢେଇ ଅକ୍ଷର ରୁ ତାଙ୍କର ଅଭିନୟ ର ଯାଦୁ ଦେଖାଇବାକୁ ଆରମ୍ଭ କରିଥିଲେ | ଆଉ ତାହା ପର ଠୁ ଗୋଟିଏ ପରେ ଗୋଟିଏ ଫ୍ଲିମ ରେ ଅନେକହିରୋ ଙ୍କ ସହିତ ଅଭିନୟ କରି ସାରା ଓଡିଶା ରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ ରିୟା ଦେ | କିନ୍ତୁ ତାହା ମଧ୍ୟରେ ରିୟା ଙ୍କର କାହା ସହିତ ଭଲ ପାଇବା ଥିଲା ଆଉ ତାହା କୁ ଜଣାଇ ନ ଥିଲେ ରିୟା |

ତେବେ ଜୀବନ ସାଥି ବାଛିବାରେ ତାଙ୍କର ଟିକିଏ ବିଳମ୍ବ ହୋଇଗଲା କିନ୍ତୁ ସେ ଉଚିତ ଜୀବନ ସାଥି କୁ ବାଛିଛନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ ଯାହା କୁହାଯାଉଛି କି ରିୟା ବର୍ତ୍ତମାନ ପ୍ରେମ ବିବାହ ରେ ବାନ୍ଧି ହୋଇଛନ୍ତି ତାହା ପୁଣି ଜଣେ ବ୍ୟବସାୟୀ ସୁନୀଲ ଙ୍କ ସହିତ ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ରିୟା ଙ୍କର ବିବାହ କରିବାରେ ଟିକିଏ ବିଳମ୍ବ ହୋଇଛି କିନ୍ତୁ ସେ ଉଚିତ ଜୀବନ ସାଥି ଟିଏ ବାଛିଛନ୍ତି | ଆଉ ଯାହା କୁହାଯାଉଛି କି ରିୟା ବର୍ତ୍ତମାନ ବିବାହ କରି ସାରିଛନ୍ତି |

ତାଙ୍କର ବିବାହ ରେ ଅନେକ ଫ୍ଲିମ ଏକ୍ଟର ମାନେ ମଧ୍ୟ ଯୋଗ ଦେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ରିୟା ତାଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ପୂର୍ବରୁ ଏନଗେଜମେଣ୍ଟ ଓ ପରେ ମେହେନ୍ଦି ଓ ହଳଦୀ ସମୟରେ କିଛି ଭିଡ଼ିଓ ଆଉ ଫୋଟ ମାନ ସେୟାର କରିଥିଲେ | ତେବେ ବର୍ତ୍ତମାନ ତାଙ୍କର ବାହାଘରର କିଛି ଫୋଟ ଆଉ ଭିଡ଼ିଓ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment