Salt Vastu tips – କାହାକୁ କିଛି ନକହି ଗୁରୁବାର ଦିନ ଏହି ଜାଗାରେ ରଖିଦିଅନ୍ତୁ ( ଲୁଣ ) ଆପଣଙ୍କ ଘରକୁ ଆଣିବ ଗଦା ଗଦା ଟଙ୍କା….

ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ପ୍ରକାରର ନିୟମ ଗୁଡିକ ରହିଛି | ତେବେ ଲୁଣ କୁ ଆମେ ମାନେ ଶୁଭ ବୋଲି ମାନିଥାଉ | ଆଉ ଲୁଣ କୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ | ତେବେ କୁହାଯାଏ କି ଲୁଣ କୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା ତାହେଲେ ମା ଲକ୍ଷ୍ମୀ ଆମ ଉପରେ କୋପ ହୁଅନ୍ତି ଓ ଆମର କେତେକ ଭୁଲ ଆମର ଧନ ହାନି ର କାରଣ ହୋଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଲୁଣ କୁ କେମିତି ବ୍ୟବହାର କରିଲେ ଧନ ପ୍ରାପ୍ତି ହେବ |

ଲୁଣ କୁ କେମିତି ବ୍ୟବହାର କରି ଆମେ କୋଟି ପତି ହେବା :-

1-କୁହାଯାଏ କି ଯଦି ଆପଣ ଲୁଣ,ଡାଲି, ସୋରିଷ ତେଲ, ଶୁଖିଲା ଲଙ୍କା, ଚାଉଳ ଓ ଗୋଟିଏ ପାଣି ବୋତଲ କୁ ଯଦି ଆମେ ଜଣେ ଗରିବ ଲୋକ ଙ୍କୁ ଦାନ କରିବା ତାହେଲେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଉଛି | ଆଉ ଏହି କାମ କରୁଥିବା ସମୟରେ କାହାକୁ କିଛି ଜଣାଇବା ଉଚିତ ନୁହଁ ବୋଲି କୁହାଯାଉଛି |2-ଏହା ଛଡା ଆପଣ ଲୁଣ କୁ କେବେ ହେଲେ କୁହା, ଷ୍ଟିଲ ବା କାଚ ର ପାତ୍ର ରେ ରଖିବା ଉଚିତ ନୁହଁ ତାହା କୁ ଅଶୁଭ ବୋଲି ଆମେ ମାନିଥାଉ | ତେଣୁ କୁହାଯାଉଛି କି ଆପଣ ଲୁଣ ରଖିବା ପାଇକି ସଦା ସର୍ବଦା କାଚ ର ପାତ୍ର କୁ ବ୍ୟବହାର କରିବାର ଆବଶ୍ୟକତା ରହିଛି | ଯାହା ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଙ୍କର ଆଗମନ କରେଇଥାଏ ବୋଲି କୁହାଯାଉଛି |

3-ଏହା ଛଡା ଆପଣ ଙ୍କର ମନେ ରଖିବା ଉଚିତ କି ଲୁଣ କୁ କେବେବି ତଳେ ପକାଇବେ ନାହିଁ ଯାହା ସାହାଯ୍ୟ ରେ ଆପଣ ଙ୍କ ଘର କୁ ଗରିବୀ ପ୍ରବେଶ କରିଥାଏ ବୋଲି କୁହାଯାଏ | ଆଉ ତାହା ଛଡା ଲୁଣ କୁ କାହା ପାଖରୁ ଉଦ୍ଧାର ଆଣି ଖାଇବା କଥା ନୁହଁ ନିଜ ପଇସା ରେ ସବୁବେଳେ ଲୁଣ କୁ ଖାଇବା ର ଆବଶ୍ୟକତା ରହିଛି |
4-ଏହା ଛଡା ସନ୍ଧ୍ୟା ସମୟରେ କେବେବି କାହା ପାଖରୁ ଲୁଣ ଧାର ନେବା କଥା ନୁହଁ କୁ ଦେବା କଥା ବି ନୁହଁ ଯାହା ଖରାପ ପ୍ରଭାବ ପକାଇଥାଏ ଆମ ମାନଙ୍କ ଉପରେ |

5- ଏହା ଛଡା କୁହାଯାଉଛି କି ଲୁଣ ମିଶ୍ରିତ ଜଳ କୁ ଆପଣ ମାନେ ଘରେ ପୋଛା ଲଗାଇବା ଭଲ ହୋଇଥାଏ ଯାହା ଯୋଗୁ ମା ଲକ୍ଷ୍ମୀ ଘରକୁ ଆସିଥାନ୍ତି | ତେବେ ଏହି କାମ ଟି ସକାଳେ କରିଲେ ଶୁଭ ହୋଇଥାଏ ଦି ପ୍ରହରରେ କରିଲେ ଅଶୁଭ ହୋଇଥାଏ |
6-ଆପଣ ମାନେ ସବୁବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଘରର କବାଟ ଝରକା ଖୋଲି ଦିଅନ୍ତୁ ଯାହା ଦ୍ୱାରା ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ |
7-ଏହା ଛଡା କୁହାଯାଉଛି କି ନଜର ଦୋଷ ରୁ ମୁକ୍ତି ପାଇଁ ଲୁଣ, ଅଙ୍ଗାର, ଅଟା, ଶୁଖିଲା ଲଙ୍କା ଓ ହଳଦୀ କୁ ବନ୍ଧୀକି ଆପଣ ଙ୍କ ତକିଆ ତଳେ ରଖନ୍ତୁ ଓ ତାହା କୁ ଅଗ୍ନି ରେ ଜାଳିଲେ ନଜର ଦୋଷ ଦୂର ହୁଏ |

ତେବେ ଏହା ଥିଲା ଲୁଣ ଯୋଗୁ ମା ଲକ୍ଷ୍ମୀ ଙ୍କର କେମିତି କୃପା ମିଳିଥାଏ ସେ ବିଷୟରେ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment