ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏହିଠାରେ ଏବେ ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି କିଛି ପରକ୍ଷାର୍ଥୀ ଙ୍କ ସହିତ ଏମିତି କିଛି କରା ଯାଇଛି ଯାହାକୁ ଜାଣିବା ପରେ ଆପଣ ମାନେ ଚମକି ପଡିବେ। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଯୁବତୀ ମାନଙ୍କ ସହିତ ଏମିତି କିଛି ଘଟିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଚର୍ଚ୍ଚା ଧରିଛି।
ଆଉ ଯୁବତୀ ମାନେ ପରୀକ୍ଷା ଦେବା ପାଇଁ ଯାଇଥିବା ବେଳେ ସେମାନଙ୍କ ସହିତ ଏମିତି କିଛି ଘଟି ଯାଇଥିଲା ଯାହା କୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ସେଠାରେ ଯୁବତୀ ଙ୍କର ଅନ୍ତବସ୍ତ୍ର ଖୋଲିବା ପାଇଁ କୁହା ଯାଉଥିଲା ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯେଉଁଠି ମହିଳା ବା ଯୁବତୀ ମାନଙ୍କୁ ଅବହେଳା ଓ ନିର୍ଯ୍ୟାତନା ମଧ୍ୟ ଦିଆ ଯାଇଛି।
ଆଉ ଏହି ନିର୍ଯ୍ୟାତନା ର ଶିକାର ହେବାପରେ ସେମାନେ ବିଭିନ୍ନ ପ୍ରକାର ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି ଜାହାତ ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥାଏ।
ଆଉ ଏବେ ସେହିପରି ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଅନେକ ଯୁବତୀ ଏମିତି କିଛି ବ୍ୟବହାର ର ଶିକାର ହୋଇଛନ୍ତି।ସେହି ଯୁବତୀ ମାନେ NEET ପରୀକ୍ଷା ଦେବା ପାଇଁ ଯାଇଥିବା ବେଳେ ତାଙ୍କ ସହିତ ଏମିତି କିଛି ଘଟିଛି ଯାହା ଏବେ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ସେମାନେ ପରୀକ୍ଷା କୁ ଯିବା ବେଳେ ଏହିଭଳି ଭାବରେ ତାଙ୍କ ସହିତ ଜବରଦସ୍ତ ଅନ୍ତବସ୍ତ୍ର ଖୋଲା ଯାଇଥିଲା ଯାହା ପରବର୍ତ୍ତୀ ସମୟରେ ତୀବ୍ର ନିନ୍ଦା କରା ଯାଇଥିଲା। ଆଉ ବିଭିନ୍ନ ପରୀକ୍ଷା ସମୟ ରେ ପ୍ରବେଶ କରିବା ବେଳେ ସମସ୍ତଙ୍କୁ ଚେକ କରା ଯାଇଥର ହେଲେ ଏଠାରେ ଏମିତି କିଛି ଅଲଗା ପ୍ରକାର କରା ଯାଇଥିଲା।
ଆଉ ଏହି ସ ସମୟ ରେ ଯୁବତୀ ମାନଙ୍କ ସହିତ ଏମିତି କିଛି କରା ଯାଇଥିଲା ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଘଟଣା ଜୋର ରେ ଭାଇରଲ ହୋଇଛି। ଯୁବତୀ ମାନେ ଏହି ଭଳି ଭାବରେ ଚେକିଂ କୁ ନିନ୍ଦା ମଧ୍ୟ କରୁଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଆପଣ ମାନେ ଦେଖିବାକୁ ପାଇଛନ୍ତି। ଆଉ ଏହି ଘଟଣା କିଛି ବର୍ଷ ପୂର୍ବେ ମଧ୍ୟ ଆଉ ଥରେ ଦେଖା ଯାଇଥିଲା ଏବଂ ଏବେ ପୁଣି ଏମିତି ଭାଇରଲ ହୋଇଛି। ଘଟଣା ଟି କେରଳ ରାଜ୍ୟରେ ଦେଖା ଦେଇଛି ଯାହା ଏଠାରେ ଶୁଣିବାକୁ ମିଳିଛି। ଯାହା ବି ହେଉ ଘଟଣା ଟିର ଏହାଭଳି ବ୍ୟବହାର କୁ ସମସ୍ତେ ନିନ୍ଦା ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।