କାଇଁ ଗରିବ ଘରେ ବୋହୁ ହେବାକୁ କେହି ଚାପ ଦେଉନାହାନ୍ତି ,ଖାଲି ପ୍ରତିଷ୍ଠିତ ଲୋକଙ୍କୁ ଫସାଇ ବାହାହେବାକୁ ବାହାରୁଛନ୍ତି … ଏ ନେଇ କଣ କହୁଛନ୍ତି ବ୍ୟମକେଶ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଅନେକ ଘଟଣା ନଜରକୁ ଆସିଥାଏ। କିନ୍ତୁ ଏବେ ପ୍ରେମ କୁ ନେଇ କିଛି ଘଟଣା ସାମ୍ନା କୁ ଆସିଥାଏ । ଆଉ ବିଭିନ୍ନ ସମୟରେ ପପ୍ରେମିକ ମାନେ ପ୍ରତାରଣା ର ଶିକାର ହୋଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତିଙ୍କୁ ଏମିତି କିଛି କହିଛନ୍ତି। ଏହିଠାରେ ବିଭିନ୍ନ ସମୟରେ ଘଟି ଯାଉଥିବା ପ୍ରେମ ସଂପର୍କ କୁ ନେଇ ଭିନ୍ନ ଘଟଣା ବିଷୟରେ ଜଣେ ବ୍ୟକ୍ତି ଏମିତି କିଛି କହିଛନ୍ତି ଯାହା କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

ଆଉ କହିବାକୁ ପ୍ରେମ କରିବା ପାଇଁ ଯୁବ ପିଢ଼ି ମାନେ ଆକୁଳ ହୋଇ ଥାଆନ୍ତି ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିଥିବେ। ବର୍ତ୍ତମାନ ସମୟ ଏମିତି ହୋଇଗଲାଣି ଯାହା ଯେତେବେଳେ ସୋସିଆଲ ମିଡ଼ିଆ କୁ ଆସିବା ସେତେବେଳେ ପ୍ରେମ କୁ କିଛି ନା କିଛି ଘଟଣା ସାମ୍ନା କୁ ଆସିଥାଏ।ଆଉ ପ୍ରେମ କରିବା ଫଳ ରେ ଯୁବ ପିଢ଼ି ମାନେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି। ଯୁବକ ମାନେ ଯେତେବେଳେ ପ୍ରେମ କରି ଥାଆନ୍ତି ଜଣେ ଯୁବତୀ ଙ୍କୁ ସେହି ସମୟରେ ସେମାନେ ଜାଣି ନ ଥାଆନ୍ତି ଯେ ଆଗକୁ କଣ ହେବ।

ଆଉ ଏହି ସମୟରେ ସେମାନଙ୍କ ବନ୍ଧୁତ୍ୱ ସ୍ଥାପନ ଅତି ନିବିଡ଼ ହୋଇ ଯାଇଥାଏ ଯାହାର ପରବର୍ତ୍ତୀ ସମୟରେ ସେମାନେ ପ୍ରତାରଣା ର ଶିକାର ହୋଇ ଥାଆନ୍ତି।ଯାହା ଫଳ ରେ ସେମାନେ ଜୀବନ କୁ ହାରି ଦେବାକୁ ଚାହିଁ ଥାଆନ୍ତି ଯାହା ସବୁ ଏଠାରେ ସେହି ବ୍ୟକ୍ତି ଜଣଙ୍କ କହିଥିବାର ଶୁଣିବାକୁ ମିଳୁଛି। ଆଉ ବର୍ତ୍ତମାନ ସମୟ ଏମିତି ହୋଇଗଲାଣି ଯେଉଁଠି ପ୍ରେମ ବଦଳ ରେ ମିଛ ବା ଛଳନା ବେଶୀ ମିଳୁଛି ଯାହା ପାଇଁ ଯୁବ ପିଢ଼ି ମାନେ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ଆଉ ଏହି ସମୟ ଏହି ଛଳନା କୁ କେହି ସହ୍ୟ କରି ଥାଆନ୍ତି ଆଉ କେହି ସହ୍ୟ କରି ନ ପାରି ଏମିତି କିଛି କରି ଦେଇ ଥାଆନ୍ତି ଯାହା ଅନେକ ସମୟରେ ନଜରକୁ ଆସିଥାଏ।

ଆଉ ଅନେକ ସମୟରେ ନଜରକୁ ଆସିଥାଏ ବଡ଼ ଲୋକ ପିଲା ଙ୍କୁ ଦେଖିଲେ ନିଜ ପ୍ରେମ କୁ ଭୁଲି ଯାଇ ଥାଆନ୍ତି।ଆଉ ସେହି ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ବିବାହ କରିବା ପାଇଁ ସେମାନେ ଜିଦି କରି ବସି ଥାଆନ୍ତି। ଶେଷରେ ସେମାନଙ୍କୁ ଭାଇରଲ କରି ଥାଆନ୍ତି ଏବଂ ବିବାହ କରି ଥାଆନ୍ତି ଯାହା ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥାଏ। ଆଉ ସେହି ମାନେ ଅନ୍ୟ ଯୁବକ ସହିତ ଖେଳି ଆଉ ଏକ ଧନୀ ଶ୍ରେଣୀ ର ଯୁବକ ବିବାହ କରି ଥାଆନ୍ତି ତାହା ଯୁକ୍ତିଯୁକ୍ତ ନୁହେଁ। ଆଉ ଏହି ପରି ଘଟଣା କୁ ସମାଜ ଏହାକୁ ନିନ୍ଦା କରି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment