EXCLUSIVE : କାଳ ହେଲା ମୀନାବଜାରର ବ୍ରେକ୍ ଡ୍ୟାନ୍ସ ଖେଳ, ପ୍ରଥମେ ଅଚେତ୍ ତାପରେ ଗଲା ଜୀବନ… ଦେଖନ୍ତୁ Video

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏକ ଘଟଣା ଭାଇରଲ ହୋଇଛି ଯେଉଁଠି ଜଣେ କୁନି ଝିଅ ଟି ର ବ୍ରେକ ଡ୍ୟାନ୍ସ ହେଲା କାଳ ତେବେ ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ କୁନି ଯୁବତୀ ଙ୍କର ଖେଳ ଖେଳ ରେ ଜୀବନ ଚାଲିଗଲା। ଆଉ ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ଧରିଛି।

ବିଭିନ୍ନ ସମୟରେ ଏମିତି ସବୁ ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖିବା ପରେ ଆଖିରୁ ଲୁହ ଆସି ଯାଇଥାଏ। ଆଉ ଅନେକ ସମୟରେ ଏମିତି ଘଟଣା ଘଟି ଥାଏ ଯେଉଁଠି ଅକାଳେ ମୃତ୍ୟୁ ହୋଇଥାଏ ଯାହାକୁ ଦେଖିବା ପରେ କେହି ବିଶ୍ୱାସ କରି ପାରନ୍ତି ନାହିଁ। ବିଭିନ୍ନ ସମୟରେ ଏମିତି ସବୁ ଘଟଣା ଘଟିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି।

ଆଉ ଏମିତି ସବୁ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃ ହୋଇଥାଏ। ଆଉ ହୃଦଘାଟ ଏମିତି ଯାହା କେତେବେଳେ ହୋଇ ଯାଇଥାଏ ଯାହା ଦ୍ୱାରା ଲୋକ ମାନଙ୍କ ର ଜୀବନ ଚାଲି ଯାଇଥାଏ। ଆଉ ଏହିଠାରେ ଏକ ଘଟଣା ସାମ୍ନା କୁ ଆସୁଛି ଯେଉଁଠି ଜଣେ ୧୩ ବର୍ଷ ବୟସର ଯୁବତୀ ର ଜୀବନ ଚାଲି ଯାଇଛି ଯାହା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ଖେଳି ଯାଇଛି। ଆଉ ଏହି ଘଟଣା ଟିରେ କୁନି ଝିଅ ଟି ଖେଳିବା ପାଇଁ ମେଳାକୁ ଆସିଥିଲା ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏହିଠାରେ ସେ ଖେଳିବା ସମୟ ରେ ତାର ଏମିତି କିଛି ଘଟି ଯାଇଥିଲା। ଆଉ ସେହିଠାରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଏବେ ଜାଣିବାକୁ ମିଳିଛି ଯେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ମଧ୍ୟ ଆଣିଥିଲେ ପରବର୍ତ୍ତୀ ସମୟରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ଆଉ ଏଠାରେ ଜାଣିବାକୁ ମିଳିଛି ଯେ ସେହି ଝିଅ ଟି ଆସିଥିଲେ ମିନା ବଜାର କୁ ବୁଲିବା ପାଇଁ। ଆଉ ଏହି ବଜାର ବହୁତ ଦିନ ପରେ ହୋଇଛି ଯାହା କୁ ଦେଖିବା ପାଇଁ ବହିତ ଭିଡ଼ ମଧ୍ୟ ହୋଇଥିଲା। ଆଉ ଏଠାରେ ବ୍ରେକ ଡ୍ୟାନ୍ସ ,ରାମ ଦୋଳି ମଧ୍ୟ ଲାଗିଥିଲା ଯେଉଁଠି ବସିବା ପାଇଁ ଛୋଟ ପିଲା ମାନେ ଭଲ ପାଇଁ ଥାଆନ୍ତି। ଆଉ ଏଠାରେ ଏହି ଝିଅ ଟି ବ୍ରେକ ଡ୍ୟାନ୍ସ ରେ ବସିଥିଲା ହେଲେ ପରବର୍ତ୍ତୀ ସମୟରେ ଦୋଳି ରେ ବସିବା ସମୟ ରେ ଅସୁସ୍ଥ ହୋଇପଡିଥିଲେ ଏବଂ ଡାକ୍ତର ପାଖକୁ ଆଣିବା ପରେ ହୃଦଘାତ ବୋଲି ଜାଣିବାକୁ ମିଳିଛି ହେଲେ ଶେଷରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment