Jyotish Shastra – (କାଳସର୍ପ ଯୋଗ) ଶ୍ରାବଣ ମାସରେ ଏହି 8ଟି ରାଶିରେ ମହାଧନ ଯୋଗ | ମିଳିବ ମହାଦେବଙ୍କ କୃପା…

ଏହି ଶ୍ରାବଣ ମାସଟି ଭଗବାନ ମହାଦେବଙ୍କର ଅଟେ ଏବଂ ଏହି ମାସଟି ତାଙ୍କୁ ହିଁ ସମର୍ପିତ | ଏହି ବର୍ଷର ଶ୍ରାବଣ ମାସଟି ଅନେକ ଶୁଭ ଯୋଗକୁ ସାଥିରେ ଧରି ଆସିଅଛି |ଗ୍ରହ ମାନେ ନିଜର ଦଶା ବଦଳାଉଛନ୍ତି | ଶ୍ରାବଣ ମାସର ସୋମବାର ଠାରୁ ଏପରି ଏକ ମହା ସୁଯୋଗ ହେବାକୁ ଯାଉଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ଛଅ ଗୋଟି ରାଶିର ଲୋକମାନଙ୍କ ଉପରେ ଭୋଳା ନାଥଙ୍କର କୃପାର ବର୍ଷା ହେବାର ଅଛି |ଏହି ମହା ସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମନ କାମନା ପୂରଣ ହେବାକୁ ଯାଉଅଛି ଏବଂ ଆପଣଙ୍କୁ ନିଜ ଜୀବନରେ ସଫଳତା ପ୍ରାପ୍ତ ହେବ | ଏହି ରାଶିର ବ୍ୟକ୍ତିଙ୍କୁ ଭଗବାନଙ୍କ କୃପାର କାରଣରୁ ବହୁତ ହିଁ ଅଧିକ ଆର୍ଥିକ ଲାଭ ଦେଖିବାକୁ ମିଳିବ |ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ | ଆକସ୍ମିକ ଧନ ଲାଭର ବି ଯୋଗ ବନୁ ଅଛି |ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ |

ବୃଷ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଅଛି ମହାସଂଯୋଗ |ଏମାନଙ୍କର ପ୍ରତି କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବ |ଶିବଙ୍କ କୃପାରୁ ବ୍ୟାପରି ମାନେ ଧନ ଲାଭ କରିବେ |ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ |ନିଜର ବୁଦ୍ଧି ପ୍ରୟୋଗ କରି ଧନଲାଭ କରିପାରିବେ |

କୁମ୍ଭ ରାଶି:-

ଶିବଶମ୍ଭୁଙ୍କ ଦୟାରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନ ରେ ସମ୍ମାନିତ ହେବେ ।

ମକର ରାଶି –

ଏହି ରାଶିର ବ୍ୟକ୍ତି ମାନେ ବିବାହ ବନ୍ଧନରେ ବାନ୍ଧି ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେଏବଂ ବିଦେଶ ଗସ୍ତର ସୁଯୋଗ ମିଳିପାରେ |ଛାତ୍ରଛାତ୍ରୀ ମାନେ ଫଳପ୍ରଦ ହେବେ |

ମେଷ ରାଶି –

ଏହି ରାଶିର ବ୍ୟକ୍ତି ମାନଙ୍କୁ ମହାଦେବଙ୍କ କୃପାରୁ ଆପଣ ଯଦି କୌଣସି ନୂତନ କାର୍ଯ୍ୟରେ ହାତ ଲଗାଉଛନ୍ତି ତେବେ ତାହା ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।ପାରିବାରିକ ଶାନ୍ତି ଦେଖା ଦେବ |

କନ୍ୟା ରାଶି:-

ପଞ୍ଚମ ରେ ହେଉଛି କନ୍ୟା ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶିବଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ ।ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ।

ବିଛା ରାଶି –

ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଚାକିରୀ ଆଶାୟୀ ଙ୍କୁ ଚାକିରି ମିଳିବ । ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ । ନୂତନ କାର୍ଯ୍ୟରେ ଶୁଭ ଫଳ ପାଇବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment