Breaking News – କାଳିଜାଇରେ କଳା ଗୁରୁବାର.. କାଳ ହୋଇ ଛକିଥିଲା କାଳବୈଶାଖୀ… ଦେଖନ୍ତୁ Live ଛାତି ଥରା Video

ଜନ୍ମ ଅଛି ତୋ ମୃତ୍ୟୁ ଅଛି କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ସବୁ ଜନ୍ତୁଙ୍କ ଠାରୁ ମଣିଷ ଏମିତି ଏକ ପ୍ରାଣୀ ଯିଏ କିଏ ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି। ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ। କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ହିସାବରେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଚିଲିକା ହ୍ରଦର ଏକ ଦ୍ୱୀପରେ କାଲିଜାଇ ମନ୍ଦିର ଅବସ୍ଥିତ।ଏହା ଦେବୀ କାଲିଜାଇଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। ଦେବୀ କାଲିଜାଇ ପ୍ରକୃତରେ କାଳୀ, ଉତ୍ସ ଏବଂ ପ୍ରଥମ ‘ମହାବିଦ୍ୟ’ ର ଦଶମାହାଭିଡ଼ିଆ। ସ୍ଥାନୀୟ ଜନସାଧାରଣଙ୍କ ଉଚ୍ଚ ସମ୍ମାନିତ ଏହି ଦେବତା ସ୍ଥାନୀୟ ଲୋକନୃତ୍ୟ ଏବଂ କିମ୍ବଦନ୍ତୀରେ ପୂଜାପାଠ କରିଥିଲେ। ଏହିଭଳି ଭାବରେ ସାରା ଓଡ଼ିଶାରେ ଏହାର ମହିମା ବିଷୟରେ ଜାଣିଥିବେ। ହେଲେ ସେହି ପୀଠକୁ ଯିବା ପାଇଁ ହେଲେ ପ୍ରଥମେ ଡଙ୍ଗାରେ ପାରିହେବା ପାଇଁ ଚେଷ୍ଟା କରିଥାଏ।

ପ୍ରତିଦିନ ହଜାର ହଜାର ଦର୍ଶକ ପାରିହୋଇଥାନ୍ତି। ତେବେ ସବୁଦିନ ଭଳି ଅନେକ ଦର୍ଶକ ଡଙ୍ଗା ପାରିହେବା ଭଳି ସେଦିନ ମଧ୍ୟ ପାରିହେବା ସମୟରେ ହଠାତ କାଳବୈଶାଖୀରେ ଡ଼ଙ୍ଗା ବୁଡ଼ିଗଲା। ତେବେ ଡ଼ଙ୍ଗା ବୁଡ଼ିବା ସମୟରେ ସମସ୍ତେ ଲାଇଭ ଯାକେଟ ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲାଇଭ ଯାକେଟ ପିନ୍ଧିନଥିଲେ। 11 ଜଣ ଡ଼ଙ୍ଗା ବୁଡିବା ସମୟରେ ଲାଇଭ ଯାକେଟ ପିନ୍ଧିଥିବା କାରଣରୁ ବଞ୍ଚିଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଲାଇଭ ଯାକେଟ ପିନ୍ଧିନଥିଲେ।

ତାଙ୍କର ଦୋକାନ ଅଛି କାଲିଯାଇ ମନ୍ଦିର ମଧ୍ୟରେ ହେଲେ ସେ କଣ ଜାଣିଥିଲା ଯେ ତାକୁ ଯମ ଜଗିବସିଛି। ଏହାପରେ ସବୁଦିନ ପରି ଡଙ୍ଗାରେ ଯାଉଥିଲେ। ଆଉ ହଠାତ କାଳ ବୈଶାଖୀ ଆସି ଡଙ୍ଗା ବୁଡାଇ ଦେଲା। 11 ଜଣକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ହେଲେ ଆଉ ଜଣେ ବ୍ୟକ୍ତି କୁଆଡ଼େ ଭାସି ଯାଇଛି ତାହାର କୌଣସି ଖବର ନାହିଁ। ଏଭଳି ଘଟଣା ସାରା ଓଡ଼ିଶାରେ ସମସ୍ତଙ୍କୁ ଚକିତ କରିଛି। ବାସ୍ତବରେ ଖବରଟି ଅତ୍ୟନ୍ତ ଦୁଃଖଦ ଘଟଣା ଯିଏ ବି ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment