ଓଃ କି ଡ୍ୟାନ୍ସ ! କଲିକତାରେ ସିନ୍ଦୁର ଖେଳିଲେ ହିରୋଇନ Jhilik ଦେଖିଲେ ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ ଭିଡ଼ିଓ

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଡ଼ିଆ ଅଭନେତ୍ରୀ ଝିଲିକ ଭଟାଚାର୍ଯ୍ୟ ଦୁର୍ଗା ପୂଜା କରୁଛନ୍ତି। ତେବେ ଆସନ୍ତୁ ସେ କେଉଁ ଭଳି ଭାବରେ ଦୁର୍ଗା ପୂଜା ପାଳନ କରୁଛନ୍ତି ସେହି ବିଷୟରେ ଜାଣିବା;

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ୟଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ନାୟିକା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାର ଅଟେ। ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ଭଲ ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପିଛନ୍ତି। ତାଙ୍କ ଅଭିନୟ ଯାଦୁରେ ଲୋକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି।

ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ସାଉଁଟିଛନ୍ତି। ସେ ବେଙ୍ଗୋଲୀ ଘରର ଝିଅ ଅଟନ୍ତି କିନ୍ତୁ ସେ ଗତ କିଛି ଦିନ ତଳେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରି ଓଡ଼ିଆ ଘରର ବୋହୂ ହୋଇ ଯାଇଛନ୍ତି। ସେ ଓଡ଼ିଆ ଘରର ବୋହୂ ହୋଇ ତାଙ୍କ କର୍ତ୍ତବ୍ୟକୁ ଠିକ ଭାବରେ ତୁଲାଇ ପାରୁଛନ୍ତି।

ସେ ଘରର ସବୁ ନୀତି ନିୟମ ଓ ପରମ୍ପରାକୁ ମଧ୍ୟ ବଜାଇ ରଖୁଛନ୍ତି। ତେବେ ବର୍ତ୍ତମାନ ନିକଟରେ ଏବେ ଦୁର୍ଗା ପୂଜାର ସମୟ ଚାଲିଛି। ଜଣେ ସାଧାରଣ ଲୋକ ମାନଙ୍କ ଭଳି, ଏହି ଅଭିନେତ୍ରୀ ଜଣଙ୍କ ମଧ୍ୟ ନିଜ ପରିବାର ଲୋକ ମାନଙ୍କ ସହିତ ମିଶି ମା’ ଦୁର୍ଗାଙ୍କ ପୂଜା ରୀତି ନୀତି ଅନୁସାରେ ପାଳନ କରିଛନ୍ତି ଓ ମା’ଙ୍କ ମଥାରେ ସିନ୍ଦୁର ଲଗାଇ ଭକ୍ତି ଭାବରେ ପୂଜା କରିଛନ୍ତି। ସେ ମା’ ଦୁର୍ଗାଙ୍କର ପୂଜା କରି ବହୁତ ଖୁସି ହେବା ସହିତ ଆନନ୍ଦ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।