ଡାକ୍ତର ପୁଅକୁ ମୃତ ଘୋଷିତ କଲେ, କାନ୍ଦି କାନ୍ଦି ମାଆ କହିଲେ ଉଠ ଧନ, ହଠାତ ଉଠି ବସିଲା ପୁଅ, ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଭିଡ଼ିଓ…ଲୋମ ଟାଙ୍କୁରୀ ଉଠିବ

0

ବନ୍ଧୁଗଣ ଆପଣ ମାନେ ପ୍ରତିଦିନ କିଛି ନା କିଛି ଖବର ବିଷୟରେ ଶୁଣିବା ପାଇଁ ପାଇଥାଉ ସୋସିଆଲ ମିଡିଆରେ। ପକିନ୍ତୁ ଯଦି ଆମେ ୩୦ ବର୍ଷ ପଛକୁ ଫେରିଯିବା ତାହାଲେ ଆମେ ବର୍ତ୍ତମାନ ଭଳି ଖବର ବିଷୟରେ ଅବଗତ ହୋଇ ପାରୁନଥିଲେ। କିନ୍ତୁ ବର୍ତ୍ତମାନର ଟେକ୍ନୋଲୋଜି ଯୋଗୁଁ ସୋସିଆଲ ମିଡ଼ିଆ ଭଳି ମାଧ୍ୟମ ସମ୍ଭବ ହୋଇ ପାରିଛି। ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ସୋସିଆଲ ମିଡିଆରେ ଶୁଣିବା ପାଇଁ ମିଳେ ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ପ୍ରତ୍ୟେକ ଦିନ ଏପରି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏପରି କିଛି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ତେବେ ଆପଣ ମାନେ ଜାଣି ସାରିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣାଟି ହେଉଛି, ଡାକ୍ତର ପିଲାକୁ ମୃତ ଘୋଷଣା କରିସାରି ଥିଲେ, ମାଆର ଡାକ ଶୁଣି ହଠାତ ଉଠି ବସିଲା ପିଲା, ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ, ବିଜୟ ଶର୍ମାଙ୍କ 6 ବର୍ଷର ନାତି କୁନାଲ ଶର୍ମା ଟାଇଫଏଡ ଜରରେ ପୀଡିତ ଥିଲେ। କୁନାଲ ଶର୍ମାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ। କୁନାଲଙ୍କ ବାପା ମନରେ ଦୁଃଖ ଓ ଆଖିରେ ଲୁହ ରଖି କୁନାଲଙ୍କ ମୃତ ଶରୀରକୁ ଦିଲ୍ଲୀରେ ରହୁଥିବା ତାଙ୍କ ମାମୁଁ ଘରେ ପହଁଚିଲେ। ଚାରିଆଡେ ଖାଲି କାନ୍ଦ ବୋବାଳିର ଶବ୍ଦ ଶୁଭାଗଲା, ପୁଅର ଅନ୍ତିମ ସଂସ୍କାର ପାଇଁ ଚାଲିଲା ପ୍ରସ୍ତୁତି, ହଠାତ କୁନାଲଙ୍କ ଜେଜେମା ଜିଦି ଧରିଲେ ଥରୁଟିଏ କେବଳ କୁନାଲଙ୍କ ମୁହଁ ଦେଖିବା ପାଇଁ କୁନାଲଙ୍କ ବାପା ବାଧ୍ୟ ହେଇ ଗାଁ କୁ କୁନାଲଙ୍କ ଶବକୁ ନେଇଗଲେ।

କୁନାଲଙ୍କ ଶବ ଉପରେ ମା, ଜେଜେମା କାନ୍ଦି କାନ୍ଦି ଛାତି ଉପରେ ଜୋର ବାଡେଇ ହୋଇ କହିଲେ ଉଠିଯା ଧନ ଉଠିଯା, ହଟାତ କୁନାଲର ଦେହ ହଲଚଲ ହବାକୁ ଲାଗିଲା। ଏବଂ ଏହା ଦେଖି ବାପା କୁନାଲଙ୍କ ଶବ ଉପରେ ପଡ଼ିଥିବା କପଡା ସବୁକୁ କାଢି ଦେଲେ କେହି ଜଣେ ତାର ଛାତି କୁ ଦବେଇବାକୁ ଲାଗିଲା। ଆଉ ବାପା ପୁଅର ମୁହଁରେ ମୁହଁ ଘଷି ଆକ୍ସିଜେନ ଦେଲେ ଆଉ ପାଖ ପଡୋଶୀ ତୁରନ୍ତ କୁନାଲକୁ ଟେକି ହସ୍ପିଟାଲ ନେଇଗଲେ। କୁନାଲ ଏବେ ଚିକିତ୍ସା ହୋଇ ଖୁବ ସୁସ୍ଥ ଅଛନ୍ତି। ତେବେ ବନ୍ଧୁଗଣ କଥାରେ ଅଛି ରଖେ ହରି ତୋ ମାରେ କିଏ। ତେବେ ଏଭଲି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।