ଏ ଦୁନିଆରେ କିଛି କଥା ଅଛି ଆପଣମାନେ ଜାଣିଥିବେ ଆଉ କିଛି ଅଛି ଲୋକମାନେ ଜାଣି ନଥାନ୍ତି। ଆମେ ଆଜି କିଛି କହିବାକୁ ଅଛି,ତାହା ହେଉଛି- ଆପଣ ଜାଣିଛନ୍ତି କି ।କାହା ପାଦ ଧୁଲ୍ଯ ପଡିଲେ ଘରେ ଧନ ବଢିଥାଏ। ଯଦି ଜାଣିନାହାନ୍ତି ତେବେ ଶୁଣନ୍ତୁ-ଗାଈଖୁରାର ଧୁଳି, ଧାନର ଧୁଳି, ଭଣଜାର ପାଦ ଧୁଳି ଏବଂ ବ୍ରାହ୍ମଣ ଆପଣଙ୍କ ଘରେ ପାଦ ପଡିଲେ ଆପଣ ଧନି ହୋଇଯିବେ। ଆସନ୍ତୁ କିଛି । ବର୍ତ୍ତମାନ ଆସନ୍ତୁ ସେ ସବୁ ବିଷୟରେ ଜାଣିବା।
୧-କିଛି ଜାଣିବାକୁ ହେଲେ କିଛି କରିବାକୁ ପଡିଥାଏ। ପ୍ରତି ରବିବାର ଦିନ।ବେଳେ ଗଛମୂଳରେ ବସିପୂଜା କରନ୍ତୁ ଏବଂ ଧୂପ ଦୀପ ସହ ନଳୀରଙ୍ଗର ଫୁଲ ରଖିବେ।ଆଉ ଏହିଦିନ ଗଛ ମୂଳର ପ୍ରଦୀକ୍ଷଣ କରନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଏହା କରିବ ଯଦି ଆପଣଙ୍କ ସବୁ କିଛି ପୂର୍ଣ ହୋଇଯିବ। ଆପଣଙ୍କ ଜୀବନରେ ଥିବା ସମସ୍ୟା ସବୁ ଦୂର ହୋଇଯିବ। ଏହାକୁ କେବଳ ୭ ଟି ରବିବାର କରିବା ଦ୍ୱାରା ଫଳପ୍ରାପ୍ତି ହେବ ଏବଂ ମନ ଧ୍ୟାନ ଦେଇ କରିବାକୁ ହେବ କାହିଁକିନା ରବି ଗ୍ରହଙ୍କ ପୂଜା,ସୂର୍ଯ୍ୟଦେବଙ୍କ ବହୁତ ପ୍ରିୟ ବେଲ ଏହାକୁ କେହି ଅବମାନନା କରିବନି।
୨- ଗୁରୁବାର ଦିନ ସୂର୍ଯ୍ୟସ୍ଥ ପରେ ଆପଣଙ୍କ ଘର କାନ୍ଥରେ ଯଦି ଝିଟିପିଟି ଦେଖାଯାଏ।ତେବ ଆପଣଙ୍କ ପୂଜା ଘରୁ ଅରୁଆ ଚାଉଳ ମୁଠେ ଆଣି ହାତରେ ଧରି ମାନସିକ କର ଦେଖିବେ ୩ମାସ ଭିତରେ ମନସ୍କାମନା ପୁରଣ ହୋଇଯିବ। ଚାଉଳ ଠାକୁର ଘରୁ ଆସିବା ଆବଶ୍ୟକ। ମାସେ ହେବ ପରେ ସେ ଚାଉଳକୁ ଝିଟିପିଟି ଉପରେ ପକାଇବା ଉଚିତ। ଯାହାଦ୍ୱାରା ଆମର ସବୁ ପୁରଣ ହେବ।
୩-ଦୁନିଆରେ ଦେଖାଯାଏ ଯେ ଏମିତି କିଛି ସମସ୍ୟା। ଯେ ତାଙ୍କ ଛୁଆ କିଛି ମନେ ରଖି ପାରୁନି ଏବଂ ପାଠରେ ମନ ଡ଼ଉନାହିଁ। ତେବେ ସେ ଛୁଆଙ୍କୁ ଗୋଟିଏ କଂସାରେ ପାଣି ପିଇବାକୁ ଦିଅ,ଦେଖିବେ ସ୍ମରଣ ଶକ୍ତି ବଢିବାକୁ ଲାଗିବ। ଆହୁରି ମଧ୍ୟ ଛୁଆକୁ କଂସା ବାସନରେ ଖାଇବାକୁ ଦିଅନ୍ତୁ ତାଙ୍କର ସ୍ମରଣ ଶକ୍ତି ୪ ଗୁଣ ବଢି ଯିବ। ଯାହା କେବେ ଭାବି ନଥିବେ। ଆଉ ଛୁଆ ବି ବହୁତ ଜଲଦି ମନେ ରଖିବ।
୪- କିଛି ଲୋକ ଅଛନ୍ତି ରାତିରେ ମୁଣ୍ଡ କୁଣ୍ଡାନ୍ତି,ସେ ଅଭ୍ୟାସ ଭଲ ନୁହେଁ। ପୁରୁଷ ବା ମହିଳା କେହି ବି ରାତି ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଆଉ ହାତର ନଖକୁ କେବେ ଦାନ୍ତରେ ଛିଡାନ୍ତୁ ନାହିଁ। ଏସବୁ ଯଦି ଆମେ କରିବା ତେବେ ଆମର ସବୁ ପୁରଣ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।