ଶିକ୍ଷିତ ଯୁବପିଢୀ ମାନେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ବା ଇଣ୍ଟରଭ୍ୟୁ ଗୁଡିକ ଫେସ କରୁଥିଲେ ସେମାନଙ୍କୁ ସର୍ବଦା ବୁଦ୍ଧିମାନର ପ୍ରଶ୍ନ ଗୁଡିକ ସାମ୍ନା କରିବାକୁ ପଡିଥାଏ । ଏମିତି ଅନେକ ପିଲା ରହିଛନ୍ତି ଯେଉଁମାନେ ଅତି ସହଜ ପ୍ରଶ୍ନ ଗୁଡିକର ଉତ୍ତର ସେମାନଙ୍କୁ ଜଣା ନଥାଏ ଏବଂ ତାହାର ସଠିକ ଉତ୍ତର ମଧ୍ୟ ସେମାନେ ଦେଇ ପାରନ୍ତି ନାହିଁ । ଫଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେମାନଙ୍କୁ ଅଧିକ କଷ୍ଟ କରିବାକୁ ପଡିଥାଏ । ତେବେ ଆଜି ଆମେ କେତେକ ବୁଦ୍ଦିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଜାଣିବା ।
1 ସେଇଟା କଣ , ଯାହା ପ୍ରଥମ ଥର କଲାବେଳେ ଝିଅ ମାନଙ୍କୁ କଷ୍ଟ ହୋଇଥାଏ ଆଉ ସେମାନେ ଚିଲାନ୍ତି ?
ଉତ୍ତର – କାନ ଫୋଡିଲା ବେଳେ ।
2 ମହିଳାମାନେ ତାଙ୍କ ଶାଢୀ ତଳେ କଣ ପିନ୍ଧନ୍ତି ?
ଉତ୍ତର – ଚପଲ ।
3 କଣ ସେଇଟା ଯାହା ଗାଈ ମାନଙ୍କର ପଛରେ ଥାଏ ଆଉ ମହିଳା ମାନଙ୍କର ଆଗରେ ଥାଏ ?
ଉତ୍ତର – W – women ମହିଳା , C – cow ଗାଈ ।
4 କଣ ସେଇଟା ଯେଉଁଥିରେ ଛେପ ଲଗାଇ କି ସିଧା କରନ୍ତି ଆଉ କଣ ଭିତରେ ପୁରାନ୍ତି ?
ଉତ୍ତର – ସୂତାରେ ଛେପ ଲଗାଇ ସିଧା କରନ୍ତି ଆଉ ଛୁଞ୍ଚି ଭିତରେ ପୁରାନ୍ତି ।
5 କଣ ସେଇଟା ଯାହା ଗାଈ ମାନଙ୍କର 4 ଟା ଥାଏ ଆଉ ମହିଳା ମାନଙ୍କର 2 ଟା ଥାଏ ?
ଉତ୍ତର – ଗୋଡ ।
6 ମୁଁ ସବୁଜ , ମୋର ଛୁଆ କଳା ମୋତେ ଛାଡି ମୋ ଛୁଆକୁ ଖା ?
ଉତ୍ତର – ଗୁଜୁରାତି ।
7 ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ ପସନ୍ଦ କରନ୍ତି ନାହିଁ ?
ଉତ୍ତର – ମାଡ ।
8 ଗୋଟେ ନାରୀ ର ଦୁଇଟି ବାଳକ , ଗୋଟେ ପରେ ଗୋଟେ ଠିଆ ହେଲେ , ଉଚ୍ଚତା ହୁଅଇ ତାଙ୍କ ସମାନ ?
ଉତ୍ତର – ଶଗଡ ଚକି ।
9 ମାରିଲେ ତାକୁ ବଞ୍ଚିଯାଏ ନମାରିଲେ ସେ ମରିଯାଏ ?
ଉତ୍ତର – ଛାଇ ।
10 ମିଳେ ନାହିଁ ବଗିଚାରେ ସେ , ହେଲେ ସେ ଅଧା ଫୁଲ ଅଧା ଫଳ , ସେ କଳା ହେଲେ ବି ମିଠା , ଥରୁଟେ ଖାଇଲେ ଲୋକେ ଭୁଲନ୍ତିନି ତାକୁ ସେ କିଏ ?
ଉତ୍ତର – ଗୋଲାପ ଜାମୁ ।
11 ଜେନି ବାପାଙ୍କର 4 ଟି ପିଲା ; ସେମାନଙ୍କ ମଧ୍ୟରୁ 3 ହେଲେ ପୂର୍ବ , ପଶ୍ଚିମ ଓ ଉତ୍ତର , 4ର୍ଥ ଜଣକ କିଏ ?
ଉତ୍ତର – ନିଜେ ଜେନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।