ବନ୍ଧୁଗଣ ଆମର ଓଡ଼ିଆ ରେ ସବୁ ଜିନିଷ କୁ ନେଇକି ବହୁତ ନାଁ ରହିଛି, ତେବେ ଓଡ଼ିଆ ରେ ଏମିତି କିଛି ନଟ ଖଟି ମଜାଦାର ପ୍ରଶ୍ନ ରହିଛି ଯାହାର ଉତ୍ତର ଆମେ ମାନେ ଖୋଜିଲେ ମଧ୍ୟ ସହଜରେ ପାଇ ନ ଥାଉ | ଆଉ ଯେଉଁ ପ୍ରଶ୍ନ କୁ ଶୁଣିଲେ ଆପଣଙ୍କୁ ଶୁଣିଲା ଭଳିଆ ଲାଗିପାରେ କିନ୍ତୁ ପ୍ରଶ୍ନ ର ଉତ୍ତର ଦେବା ଏତେ ସହଜ ହୋଇ ନ ଥାଏ | ଆଉ ଯାହା IAS ପ୍ରଶ୍ନ ଉତ୍ତର ଭଳି ହୋଇଥାଏ | ତାହେଲେ ଆମ ଓଡ଼ିଆ ରେ ମଧ୍ୟ ସେହିଭଳି କିଛି ପ୍ରଶ୍ନ ରହିଛି | ଆଉ ଯାହାର ଉତ୍ତର ଆମେ ସହଜରେ ଜାଣି ପାରି ନ ଥାଉ, ଆଉ ଯାହାର ଉତ୍ତର ଦେବା ଆମ ପକ୍ଷରେ ସେତେ ସୁବିଧା ହୋଇ ନ ଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମିତି କିଛି ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |
ତେବେ ଆମ ଓଡ଼ିଆ ମାନଙ୍କର ଅନେକ ପ୍ରଶ୍ନ ଭାବରେ ଢୋଗ ଗୁଡିକ ଆକାରରେ ପ୍ରଶ୍ନ ଗୁଡିକ ରହିଛି, ଆଉ ଯାହାକୁ ଆଲୋଚନା କରିକି ଆମେ ବହୁତ ଖୁସି ମଧ୍ୟ ପାଇଥାଉ |ତେବେ ଆମ ଓଡ଼ିଆ ରେ ଥିବା ସେମିତି କିଛି ନଟ ଖଟି ପ୍ରଶ୍ନ ଗୁଡିକ ବିଷୟରେ ଆସନ୍ତୁ ଆଲୋଚନା କରିବା | ଆଉ ଯାହାକୁ ଆଲୋଚନା କରିବା ଦ୍ଵାରା ଆମେ ମାନେ ମଧ୍ୟ ଅନେକ ମଜା ମଜା ନୂଆ ନୂଆ ପ୍ରଶ୍ନ ସବୁ ଜାଣିପାରିବା | ତାହେଲେ ଆସନ୍ତୁ ଜାଣିବା |
ପ୍ରଶ୍ନ 1:-ଏମିତି କେଉଁ ଜିନିଷ ଅଛି ଯିଏ ସବୁବେଳେ କାଟୁଥାଏ, କିନ୍ତୁ ଯେତେବେଳେ ସିଏ ରାଗିଯାଏ ପଥର କୁ କାଟି ପକାଏ?
ଉତ୍ତର :-ଛୁରୀ
ପ୍ରଶ୍ନ 2:-ଏହା କଣ ଅଟେ ଯାହାକୁ ଯିଏ ଯେତେ ଖାଇଲେ ବି ପେଟ ପୂରି ଣ ଥାଏ?
ଉତ୍ତର :- ପବନ
ପ୍ରଶ୍ନ 3:-ଗଡି ଗଡି ଯେବେ ବାହାରକୁ ଯାଏ 4 ମିଳେ, ସେହିଭଳି ଉଡ଼ି ଉଡ଼ି ଯେବେ ବାହାରକୁ ଯାଏ 6 ମିଳେ?
ଉତ୍ତର :-କ୍ରିକେଟ ଖେଳ
ପ୍ରଶ୍ନ 4:-ଜନ୍ମ କରିଲା ରାତି ତାକୁ,ସକାଳ କରିଲା ତାକୁ ଯବାନ,ଦିନ ପୋଳେଇଗଲେ ଚାଲି ଯାଇଥାଏ ତାର ଜୀବନ,କହିଲ ଦେଖି ସିଏ କିଏ ଅଟେ?
ଉତ୍ତର :-ଖବର କାଗଜ ମାନେ ସମ୍ବାଦ ପତ୍ର
ପ୍ରଶ୍ନ 5:-ଏମିତି କେଉଁ ଜାଗା ରହିଛି ଯେଉଁଠିକୁ ଗଲା ବେଳେ ଯେତିକି ଲୋକ ଯାଆନ୍ତି ଫେରିବା ବେଳେ ଗୋଟିଏ ଲୋକ କମ ଫେରନ୍ତି?
ଉତ୍ତର :-ମସାଣି
ପ୍ରଶ୍ନ 6:-ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ?
ଉତ୍ତର :-ତାରା
ପ୍ରଶ୍ନ 7:-ଏମିତି କେଉଁ ଜିନିଷ ଅଛି ଯାହାର ଛାୟୀ ନାହିଁ
ଉତ୍ତର :-ସଡ଼କ
ପ୍ରଶ୍ନ 8:-କଣ ତଳ ଉପରେ ହେଉଥାଏ ଯେବେ ବିଗିଡି ଯାଏ ଅନ୍ୟ ସହ ଘଷି ଯାଏ ?
ଉତ୍ତର – ପାଉଁଜି
ତାହେଲେ ଏହା ଥିଲା ଆମର ଓଡିଶା ରେ ପ୍ରଚଳିତ ଥିଲା ମଜା ଦାର IAS ପ୍ରଶ୍ନ, ଯାହା କୁ ଆଲୋଚନା କରିବା ଯୋଗୁଁ ଆମର ମନରେ ଅନେକ ଖୁସି ମଧ୍ୟ ଲାଗିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।