କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ… ନାମ ସତ୍ୟ ହେ , ହରି ନାମ ସତ୍ୟ ହେରେ ପ୍ରକମ୍ପିତ ହେଈଛି ଗଗନ ଆଉ ପବନ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବୀନୀୟ ଘରଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ଅଞ୍ଚଳରେ ଯାହାକୁ ନେଇକି ସମସ୍ତେ ଆଜି ଭାଙ୍ଗି ପଡିଛନ୍ତି | କେତେ ଆଶା ମନରେ ବାନ୍ଧି ବାପା ମା ଝିଅ ଲିପ୍ପା ଙ୍କୁ ପାଠ ପଢେଇବା ପାଇଁ ପଠେଇଥିଲେ | ଆଉ ଭାବିଥିଲେ ଝିଅ ମୋର ପାଠ ପଢିବ, ବଡ଼ ମଣିଷ ହେବ, ଆଉ ଦିନେ ନର୍ସ ହୋଇ ବାହାରିବ ଆଉ ଲୋକ ମାନଙ୍କର ସେବା କରିବ | କିନ୍ତୁ ବାପା ମା ଙ୍କର ଏହି ସମସ୍ତ ଆଶା ରହିଗଲା ଆଶା ରେ, ଘରକୁ ଫେରିଲା ଝିଅର ମୃତ ଦେହ ଆଉ ଏବେ ଘରୁ ଉଠୁଛି ତାଙ୍କର କୋକେଇ| ଆଉ ଏହି ଦୃଶ୍ୟ କୁ ଯିଏ ବି ଦେଖିବ ତାଙ୍କର ଆଖି ଲୁହରେ ଭରିଯିବ |

ହଁ ବନ୍ଧୁଗଣ ଏପରି ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ର ସୋର ଅଞ୍ଚଳ ରେ ଘଟିଛି ,ତେବେ ଗଙ୍ଗାଧର ବେହେରା ଙ୍କ ଝିଅ ଲୁପ୍ସା ବେହେରା ବାଲେଶ୍ୱର ରେ ଏକ ଘରେଇ ନରସିଂହମ ରେ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ | ଆଉ ଯିଏ ହଷ୍ଟେଲ ରେ ହେଉଥିବା ରାଗିଙ୍ଗ ଯୋଗୁଁ ନିଜର ପ୍ରାଣ କୁ ଆଜି ହରାଇ ଦେଇଛନ୍ତି | ତେବେ ଜୁଲାଇ 3 ତାରିଖରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା , ଆଉ ଘୋଟଣା ଘଟିବ ପରେ ତାଙ୍କୁ ବାଲେଶ୍ୱର ହସ୍ପିଟାଲରେ ଆଉ ପରେ ତାଙ୍କୁ ଭୁବନେଶ୍ୱର ର ଗୋଟିଏ ଘରେଇ ନର୍ସିଙ୍ଗହୋମ କୁ ସ୍ଥାନାନ୍ତରିତ କରା ଯାଇଥିଲା |

ତେବେ ସେଠାକୁ ନେବାପରେ ଜୁଲାଇ ପାଞ୍ଚ ତାରିଖରେ ତାଙ୍କ ର ମୃତ୍ୟୁ ଘଟିଥିଲା | ତେବେ ବାପା ମା ଝିଅର ଏହି ଭଳି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଆଉ କାନ୍ଦ ବୋବାଳିରେ ତାଙ୍କର ଘର ଟି ଫାଟି ପଡୁଛି | ଏବେ ଲିପ୍ପା ଙ୍କ ମୃତ ଦେହ ଆସି ତାଙ୍କ ଘରେ ପହଞ୍ଚିଛି, ଆଉ ଯାହା ପାଇଁ ଗାଁ ଗହଳି କାନ୍ଦିବାରେ ଲାଗିଛି | ଆଉ ଲିପ୍ସା ଙ୍କ ମା ଝିଅର ଶବ ପାଖରେ ବସିଛନ୍ତି ଆଉ କହୁଛନ୍ତି, ଯୋଉଠି ଝିଅକୁ କନିଆଁ ବେଶରେ ସଜାଇ ଦେଇ ପାଲିଙ୍କିରେ ସଜାଇ ଶାଶୂ ଘରକୁ ବିଦା କରିଥାନ୍ତେ | ସେତିକି ବେଳେ ଝିଅକୁ କୋକେଇ ରେ ଶୁଆଇ ମସାଣିକୁ ନିଆ ଯାଉଛି | ଆଉ ଯୋଉ ଦୃଶ୍ୟକୁ ଦେଖିଲେ ଛାତି ଫାଟି ଯାଉଛି |

ତେବେ ଝିଅକୁ ପାଠ ପଢେଇବା ପାଇଁ ପଠାଇଥିବା ବେଳେ ଝିଅଟି ରେଗିଙ୍ଗ ର ଶିକାର ହୋଇଥିଲା ଓ ଯାହା ଫଳରେ ସେ ଏଭଳି ଗୋଟିଏ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣା ପଡିଛି | ତେବେ ଲିପ୍ସା ଙ୍କ ଶବ ଲିପ୍ସା ଙ୍କ ଘରେ ପହଞ୍ଚିଯିଵା ପରେ ସୋର ଗାଁ ରେ ଦୁଃଖର ଛାୟା ଖେଳି ଯାଇଛି | ଆଉ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ କହି ଲୋକ ମାନେ ତାଙ୍କର ଶବ ସତ୍କାର ପାଇଁ ମସାଣିକୁ ନେଇଯାଉଛନ୍ତି | ତେବେ କଣ ପାଇଁ ଲିପ୍ପା ମୃତ୍ୟୁ କରିଲେ ଆଉ କିଏ ତାଙ୍କୁ ରେଗିଙ୍ଗ କରିଲେ ସେ ବିଷୟରେ ପୋଲିସ ତଦନ୍ତ କରୁଛି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment