କାନ୍ଦି କାନ୍ଦି Live ଭିଡିଓ କରି ଫାଶୀ ଲଗାଇ ଆତ୍ମହତ୍ୟା କେଲେ ସ୍ୱାମୀ, କହିଲେ ମୋ ସ୍ତ୍ରୀ ବହୁତ୍ ଖରାପ୍..ଦେଖନ୍ତୁ ଭିଡ଼ିଓ…

0

ଆମ ସମାଜରେ ପ୍ରତ୍ୟେକ ଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଇଥାଉ । ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାତ୍ରାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଧୀରେ ଧୀରେ ସମାଜରେ ଅନ୍ୟାୟ ଅତ୍ୟାଚାର ସୀମା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଯୁଗରେ ଆମେ ଖୁବ ସହଜରେ ଏଭଳି ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ। ବର୍ତ୍ତମାନ ର ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଭିଡ଼ିଓ ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି ବିଷୟରେ କହିବା ପାଇଁ ଯାଉଛୁ, ଯାହାକି ଜଣେ ଯୁବକ କାନ୍ଦି କାନ୍ଦି ଆତ୍ମହତ୍ୟା କରିଛନ୍ତି। ବନ୍ଧୁଗଣ ଏହି ଭିଡ଼ିଓ ଟି ଦେଖିଲା ପରେ ଆପଣଙ୍କ ଆଖିରୁ ଲୁହ ଆସି ଯିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ଭାଇରାଲ ହୋଇଥିବା ଭିଡ଼ିଓଟିରେ ଜଣେ ଯୁବକ କାନ୍ଦି କାନ୍ଦି କହୁଛନ୍ତି, ମୋ ପୁଅ ମନୀଷ କୁ ଭଲରେ ରଖିବ ଏବଂ ତାପରେ ସେ ଗଛରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ। ତେବେ ଏହି ବ୍ୟକ୍ତିଙ୍କ ଘର ହେଉଛି ରାଜସ୍ଥାନ ଜିଲ୍ଲାରେ, ତେବେ ସମସ୍ତଙ୍କ ମନରେ ଗୋଟିଏ କଥା କଣ ପାଇଁ ଏହି ବ୍ୟକ୍ତି ଜଣକ ଭୁଲ ନିଷ୍ପତ୍ତି ନେଲେ ? ଭିଡ଼ିଓ ରେ ସେ ନିଜ ପତ୍ନୀ ଙ୍କ ବିଷୟରେ କହୁଛନ୍ତି, ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥାଏ, ତାଙ୍କ ସ୍ୱମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ତାଙ୍କ ପତ୍ନୀ କିଛି ନବୁଝି ଥାନାକୁ ପଳେଇଲା ଏବଂ ଥାନା ଵାଲା ମଧ୍ୟ ଭୁଲ ଠିକ ବିଚାର ନକରି ତାଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ରଖିଦେଲେ, ପୋଲିସ ଫୋନ କରି ତାଙ୍କୁ ଥାନାକୁ ଯିବା ପାଇଁ କହିଥିଲେ।

ବ୍ୟକ୍ତି ଜଣଙ୍କ ଏହା ପୂର୍ବରୁ ଆଉ ଜଣଙ୍କୁ ଅଢେ଼ଇ ଲକ୍ଷ ଟଙ୍କା ଦେଇ ବିବାହ କରିଥିଲେ। କିନ୍ତୁ ତାଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ପଳେଇଲା ତା ବାପା ଘରକୁ ଆଉ ଫେରିଲା ନାହିଁ। ଏହା ପରେ ସେ ପରିବାର ଚାପରେ ଦ୍ୱିତୀୟ ଥର ବିବାହ କରିଥିଲେ। ପାଞ୍ଚ ବର୍ଷର ପୁଅ ମଧ୍ୟ ତାଙ୍କର ଆଛି, ତେବେ ସେ ଭିଡ଼ିଓ ରେ କହିଛନ୍ତି, ମୋ ପୁଅକୁ ମୁଁ ବହୁତ ଭଲ ପାଏ ତାକୁ ଛାଡି ଯିବାକୁ ଇଛା ହେଉନଥିଲେ ବି ମୋତେ ମରିବା ପାଇଁ ପଡିବ କାରଣ ତାଙ୍କ ଜୀବନରେ ଅନେକ ଦୁଃଖ ଯନ୍ତ୍ରଣା ଦେଇ ଗତି କରିଛି , ଆଉ ସେ ସହି ପାରୁ ନାହାନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଯେ ମୃତ୍ୟୁ ପୂର୍ବରୁ ମୁଁ କୌଣସି କଥା ମିଛ କହୁନାହିଁ।

ତେବେ ବନ୍ଧୁ ଗଣ ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।