କାନ୍ଦିବାର ଦିନ ହେଲା ଶେଷ – ୨୦୨୧ ରୁ ୨୦୨୮ ପର୍ଯ୍ୟନ୍ତ ଆକାଶ ଛୁଆଁ ହେବ ଏହି ୬ ଟି ରାଶିର ଭାଗ୍ୟ, ମିଳିବ ବଡ ସଫଳତା…

0

ପୃଥିବୀର ସୌରଜଗତରେ ନଅଟି ଗ୍ରହ ଅଛି l ସବୁ ଗ୍ରହ ଠାରୁ ଶନି ଗ୍ରହ ଅଲଗା l ଯେତେବେଳେ କୌଣସି ଗ୍ରହର ଅଦଳ ବଦଳ ହୋଇଥାଏ, ତାହା ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇଥାଏ l ଆମେମାନେ ଏହି ପ୍ରଭାବକୁ ବୁଝି ପାରିନଥାଉ l ଯାହା ଫଳରେ ଆମ ଜୀବନରେ ବହୁତ ଘଟଣା ଘଟି ଯାଇଥାଏ l ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ l ଆଜି ଆମେ ଶନି ଗ୍ରହ ବିଷୟରେ ଜାଣିବା l

ଆମର ହିନ୍ଦୁ ଧର୍ମରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ l ଶନିଦେବ ଯାହା ଉପରେ କୃପା କରନ୍ତି, ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଥାଏ l ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ, ତାଠାରୁ ସେତେ ଅଧିକ ସେ ମନୁଷ୍ୟକୁ ଖୁସି ଦେଇଥାନ୍ତି l ଶନି ଭଗବାନ କାହାର ବି ଶତ୍ରୁ ହୋଇ ନଥାନ୍ତି ବରଂ ମିତ୍ର ଅଟନ୍ତି l ଶନିଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି l

ଯିଏ କି ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି, କିନ୍ତୁ ଯେଉଁ ଲୋକମାନେ ଅନାଇତିକ କାର୍ଯ୍ୟ କରୁଥିବ ଲୋକଙ୍କୁ ଭଗବାନ ଶନିଙ୍କ ଦଣ୍ଡ ଭୋଗିବାକୁ ପଡିଥାଏ l ଯେତେବେଳେ ଶନିଦେବ ତାଙ୍କ ଚଳନ ବଦଳାନ୍ତି,ତେବେ ସେ ରାଶିମାନଙ୍କର କାହା ଉପରେ ଭରି ପଡନ୍ତି ତ କାହା ଉପରେ ଖୁସି ହୁଅନ୍ତି l ଏମିତିରେ ତ ସବୁ ରାଶିମାନଙ୍କର ଉପରେ ଶନିଙ୍କର ପ୍ରଭାବ ରହିଥାଏ l

ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି l ଯାହାର ଆଗାମୀ 2028 ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିବେ l ମେଷ, ସିଂହ , କନ୍ୟା ,ମିଥୁନ ମକର କୁମ୍ବ ରାଶିର ଲୋକେ ହେବେ ଭାଗ୍ୟଶାଳୀ ।

ଏହି ରାଶିର ବ୍ୟକ୍ତି ମାନେ ଶନି ଙ୍କ ଦୟାରୁ ସମସ୍ତଙ୍କ ପ୍ରିୟ ହେବ l ଏହି ରାଶିର ବ୍ୟକ୍ତିଙ୍କୁ ସମସ୍ତେ ମାନିବେ ଆଉ ଏମାନଙ୍କୁ ଲୋକେ କାମ କଳା ବେଳେ ପରାମର୍ଶ ମାଗିବେ l ଏହି ରାଶିର ବ୍ୟକ୍ତି ମାନେ ଚାକିରୀ ପାଇଁ ଇଛା କରୁଥିଲେ ଏହାକୁ ପ୍ରାପ୍ତ କରିବେ l ତାଙ୍କ ଜୀବନ ର ସମସ୍ତ ସୁଖ ପ୍ରାପ୍ତ ହେବ l ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ ଯଦି ଅଧା ଥାଏ ତାହା ସମ୍ପୂର୍ଣ୍ଣ ହେବ l ଏହି ରାଶିର ବ୍ୟକ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ସୁଖ ମୟ ହେବ l

ଯଦି କାହାକୁ ପ୍ରେମ କରୁଥାନ୍ତି ତାହାଲେ ସେମାନେ ନିଜର ପ୍ରେମକୁ ପାଇବେ l ଧନର ଅଭାବ ହେବ ନାହିଁ, ଏହି ରାଶିର ବ୍ୟକ୍ତି ମାନେ କେବେବି ଧନର ଅଭାବ ସହିବେ ନାହିଁ l ରୋଜଗାର ବଢିବ ଖର୍ଚ୍ଚର ହାର କମିବ l ଏହି ରାଶିର ବ୍ୟକ୍ତି ମାନେ ବେପାର କରୁଥିଲେ ବେପାର ବଢିବ l ଏମାନେ ଚାକିରୀ କାରିଥିଲେ ଚାକିରୀରେ ଭଲ କର୍ମ ପାଇଁ ପ୍ରଶଂସିତ ହେବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।