Kangna ଏଇଆ କୁ ଦେଖେଇ ପଦ୍ମଶ୍ରୀ ପାଇଛି ଛି…ଛି…ଲଜ୍ୟା…ତୁରନ୍ତ ପଦ୍ମଶ୍ରୀ ପ୍ରତ୍ୟାହାର କର, Sura Routray ଆଉ କଣ କହିଲେ ଦେଖନ୍ତୁ ଭିଡ଼ିଓ

0

ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରି ଥାଆନ୍ତି। ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ଭାବରେ ଅଲଗା ପ୍ରକାରର ହୋଇଥାଏ।
ସେମାନେ ନିଜକୁ କଳାକାର ଭାବି ମନ ଇଚ୍ଛା କାର୍ଯ୍ୟ କରନ୍ତି ଓ ଏମିତିକି ଭିନ୍ନ ଭିନ୍ନ ଅନ୍ଦାଜରେ ଫୋଟୋ ସବୁ ଉଠାଇ ଥାଆନ୍ତି। ଯାହାକି ସମାଜ ପାଇଁ ଏକ ଖରାପ ବାର୍ତା ପ୍ରେରଣା ହୋଇଥାଏ। ସେମାନଙ୍କୁ ଦେଖି ଆଜି କଲି ପିଲା ମାନେ ବହୁତ ଖରାପ ହେଇ ଯାଉଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ବଲ୍ଲୀଉଡ଼ ଅଭିନେତ୍ରୀ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ବୋଲି ସୁର ରାଉତରାୟ ତାଙ୍କୁ ଫେରାଇବା ପାଇଁ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆସନ୍ତୁ ସେ ଏଭଳି କହିବା ପଛରେ କାରଣ କଣ ରହିଛି ଜାଣିବା;

ସୂଚନା ଅନୁସାରେ, ବଲ୍ଲୀଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରି କଙ୍ଗନାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ବଲ୍ଲୀଉଡ଼ ଜଗତର ଅଭିନେତ୍ରି ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏରେ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାରର ହୋଇଥାଏ। ତେବେ ସେ ନିକଟରେ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। କିନ୍ତୁ ତାଙ୍କୁ ନେଇ ଜଟଣୀର ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା କିଛି ଦେଇଛନ୍ତି।

ଅଭିନେତ୍ରୀ ଜଣଙ୍କ ଅର୍ଦ୍ଧ ଉଲଗ୍ନ ଶରୀରରେ ଫୋଟୋ ଉଠାଇ ପୋଷ୍ଟ କରୁଛନ୍ତି। ଏହାକୁ ଦେଖି ସୁର ବହୁତ ଖୁବ ଜୋର ସୋର ଭାବରେ ରାଗି ଯାଇଛନ୍ତି ଇ ତାଙ୍କୁ ମଧ୍ୟ ବହୁତ ଖରାପ ଲାଗିଛି। ସେ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଏମିତି ଅର୍ଦ୍ଧ ଉଲଗ୍ନ ଶରୀରରେ ଫୋଟୋ ଉଠାଇ ଆଜିକାଲିର ପିଲା ମାନଙ୍କୁ ନଷ୍ଟ କରି ଦେଉଛି। ଏଥି ସହିତ ପାଠ ପଢ଼ୁଥିବା ଛାତ୍ର ଓ ଛାତ୍ରୀଙ୍କୁ ମଧ୍ୟ ନଷ୍ଟ କରି ଦେଉଛି। ଆଜିକାଲିର ପିଲା ମାନେ ମଧ୍ୟ ସେମାନଙ୍କୁ ଦେଖି ମଧ୍ୟ ଖରାପ ହେଇ ଯାଉଛନ୍ତି। ସେମାନଙ୍କ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡୁଛି।

ସେ ଏଭଳି କରି ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହରଲାଲ ନେହେରୁ ଆଦି ବଡ଼ ବଡ଼ ନେତା ମାନଙ୍କୁ କ୍ରିଟି ସାଇଜ କରୁଛନ୍ତି। ଏଭଳି କାର୍ଯ୍ୟ କରିବାକୁ ତାଙ୍କୁ ଟିକେ ହେଲେ ବି ଲଜ୍ୟା ଲାଗିଲାନି ଅଭିନେତ୍ରୀଙ୍କ ବୋଲି ସେ କହିଛନ୍ତି। ଏଥି ସେ କହିଛନ୍ତି ଭାରତର ପରମ୍ପରାକୁ ଟିକେ ଲକ୍ଷ୍ୟ କରି ଏଭଳି କାର୍ଯ୍ୟ କରନ୍ତୁ ନାହିଁ। ଏମିତିକି ନାରୀ ମାନଙ୍କର ସମ୍ମାନକୁ ମଧ୍ୟ ରକ୍ଷା କରିବାକୁ ସେ କହିଛନ୍ତି। ଅଭିନେତ୍ରୀ ଅର୍ଦ୍ଧ ଉଲଗ୍ନ ଶରୀରରେ ଫୋଟୋ ଉଠାଇଛନ୍ତି, ଯଥା ଶୀଘ୍ର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦିଅନ୍ତୁ ବୋଲି ସେ କହିଛନ୍ତି। ଏଭଳି ନାରୀକୁ ପଦ୍ମଶ୍ରୀ ପୁରସ୍କାର ମିଳିବା ସମ୍ମାନ ଯୋଗ୍ୟ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।