ହଠାତ ଏମିତି ରୂପାଙ୍କ ( Rupa ) ଘରେ କଣ ହେଲା ଯାହା ପାଇଁ କାନ୍ଦି ପକାଇଲେ ମା … ମାତ୍ର 4 ଘଣ୍ଟାରେ 286k ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯାହାର ଭିଡ଼ିଓ ଭାଇରାଲ ହେଉଛି ତାକୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କାରଣ ସେ ହେଉଛନ୍ତି ଆମ ଓଡିଶା ର ନମ୍ବର 1 ଭ୍ଲୋଗର ଭାବରେ ଆମେ ଯାହାକୁ ଜାଣିଛୁ ପିଣ୍ଟୁ ଆଉ ରୁପା ଙ୍କର ଭିଡ଼ିଓ ଦେଖିବାକୁ ମିଳିଛି | ସୁ ଯେଉଁଠି ଦେଖା ଯାଇଛି କି କେଉଁ ଭଳି ଭାବରେ ନୂଆ ଘରକୁ ଯାଇଛନ୍ତି ପିଣ୍ଟୁ ଙ୍କର ଫେମିଲି ଲୋକ ମାନେ | ତାହା ସହିତ ଦେଖିବାକୁ ମିଳିଥିଲା କି ନୂଆ ଘର ପ୍ରତିଷ୍ଠା ପରେ ଠାକୁରଙ୍କୁ ବିସର୍ଜନ ମଧ୍ୟ କରାଯାଇଛି |ଯାହା ସହିତ ଘରକୁ ଆସିଥିବା ବନ୍ଧୁ ବାନ୍ଧବ ମାନେ ଘରକୁ ଯିବା କାରଣରୁ ପିଣ୍ଟୁ ଙ୍କ ମା କାନ୍ଦିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ରୁପା ଆଉ ପିଣ୍ଟୁ ଙ୍କ କଥା, ତେବେ ଅନେକ ଭ୍ଲୋଗ ବନେଇ ସେମାନେ ଲୋକ ମାନଙ୍କ ପ୍ରସଂଶା ର ପାତ୍ର ହୋଇଛନ୍ତି | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପିଣ୍ଟୁ ଆଉ ରୁପା ଙ୍କ ସମେତ ସମସ୍ତ ପରିବାର ଲୋକ ଯାଇଛନ୍ତି ତାଙ୍କର ନୂଆ ଘରକୁ | ଆଉ ନୂଆ ଘରକୁ ଯିବା ପାଇଁ ପୂଜା ଅର୍ଚନା ମଧ୍ୟ ଅନୁଷ୍ଠିତ ହୋଇଛି ଆଉ ସମସ୍ତ ବନ୍ଧୁ ବାନ୍ଧବ ମଧ୍ୟ ଆସିଛନ୍ତି ତାଙ୍କର ନୂଆ ଘରକୁ | ତେବେ ପୂଜା ସରିଲା ପରେ ସମସ୍ତେ ଘର ଭିତରେ ଶୋଇଥିବାର ଦେଖିବାକୁ ମିଳିଥିଲା |

ଆଉ ସେଠାରେ ପିଣ୍ଟୁ ଙ୍କର ବନ୍ଧୁ ବାନ୍ଧବ ଭଉଣୀ ମାନେ ମଧ୍ୟ ଶୋଇଥିବା ର ଦେଖିବାକୁ ମିଳିଥିଲା ଆଉ ସେତିକ ବେଳେ ପିଣ୍ଟୁ ସେମାନଙ୍କୁ ହଇରାଣ କରେଇବାକୁ ଲାଗିଛନ୍ତି | ଏହା ବ୍ୟତୀତ ଦେଖିବାକୁ ମିଳିଥିଲା କି ଆର ପଟେ ରୁପା ଙ୍କ ସହିତ ତାଙ୍କର ଭଣଜା ମଧ୍ୟ ମଜା କରିବାକୁ ଲାଗିଛନ୍ତି | ଆଉ ଠାକୁର ଘରେ ରୁପା ପୂଜା କରିବା ବଦଳରେ ଗେଲ କରୁଛନ୍ତି | ଆଉ ଏହି ଭଳି ଏକ ରୁପା ଙ୍କ ସହିତ ଭଣଜା ଙ୍କର ଗେଲ କରୁଥିବାର ଭିଡ଼ିଓ ଦେଖିବାକୁ ମିଳିଛି |

ଆଉ ଯାହା ଦେଖିବାକୁ ମିଳିଥିଲା କି ଶେଷରେ ସକାଳେ ନୂଆ ଘର ପ୍ରତିଷ୍ଠା ପାଇଁ ପୂଜା କରାଯାଇଥିବା ଘଟ କୁ ମଧ୍ୟ ପିଣ୍ଟୁ ଙ୍କର ବାପା ମା ନେଇ ପୋଖରୀରେ ଭୋସେଇବାକୁ ଲାଗିଛନ୍ତି | ଆଉ ତାହା ପରେ ପିଣ୍ଟୁ ଙ୍କର ଭଉଣୀ ମାନେ ମଧ୍ୟ ଶାଢ଼ୀ କୁ ନେଇକି ଝଗଡା କରିବାର ଦେଖିବାକୁ ମିଳିଥିଲା | ଆଉ ଦେଖିବାକୁ ମିଳିଥିଲା କି ପିଣ୍ଟୁ ଙ୍କର ମା ମଧ୍ୟ କାନ୍ଦିବାକୁ ଲାଗିଥିଲେ ସମସ୍ତେ ପଳେଇ ଯାଉଥିବାର ଦେଖି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment