କଅଁଳା ଶିଶୁକୁ ଛାଡି ମଦ ନିଶାରେ ଚୁର ହେଲା ବାପ, ଜୀବନ ବଞ୍ଚିଲା ଏମାନଙ୍କ ପାଇଁ… ଦେଖନ୍ତୁ Video

ବନ୍ଧୁମାନେ ମଣିଷ ଯେତେବେଳେ ନିଜର ହିତାହିତ ଜ୍ଞାନ ଭୁଲି ଯାଏ ସେତେବେଳେ ସେ ନିଜେ କଣ କରୁଛି ତାହା ଜାଣି ପାରେ ନାହିଁ ।ତେବେ ଆଜିର ଏହି ଦୁନିଆରେ ବହୁତ ଏମିତି ଲୋକମାନେ ଅଛନ୍ତି ଯେଉଁ ମାନେ ବିଭିନ୍ନ ପ୍ରକାରର ନିଶା ସେବନ କରିବାର ଅଭ୍ୟାସ ରଖି ଥାଆନ୍ତି ଆଉ ସେହି ବ୍ୟକ୍ତି ମାନଙ୍କ ଯେତେବେଳେ ତାଙ୍କର ନିଶାରେ ଚୁର ହେଇ ଯାଆନ୍ତି ସେତେବେଳେ ସେମାନେ କଣ ସବୁ କରନ୍ତି ତାହାର କିଛି ହିସାବ ନଥାଏ ।ଯେତେବେଳେ ଜଣେ ନିଜ ହୋସରେ ନଥାଏ ସେତେବେଳେ ଭଲମନ୍ଦ ଠିକଭୁଲ କିଛି ଜଣା ନଥାଏ ।ତେବେ ଏବେ ପ୍ରତ୍ୟେକ ଲୋକ ନିଶା ପାଖରେ ଜୀଙ୍କୁ ସମର୍ପଣ କରିଛି ଆଉ ନିଜ ଘର ସଂସାର ସବୁକିଚିକୁ ଭୁଲି ଯାଉଛି ।

ତେବେ ବନ୍ଧୁମାନେ ବେଳେ ବେଳେ ଆମେ ନିଶା କରିଥିବା ବ୍ୟକ୍ତି ମାନଙ୍କ ର ଏମିତି କିଛି ଦୃଶ୍ୟ ଦେଖିବାକୁ ପାଉ ଯାହାକୁ ଦେଖିଲେ ଆମେ ଭାବି ପାରୁନା କି କଣ ନିଶାରେ ଥିବା ବ୍ୟକ୍ତି କେତେ ତଳକୁ ଖସି ଯାଏ ।ବହୁତ ସମୟରେ ବହୁତ ନାରୀ ମାନେ ବି ନିଜ ସ୍ୱାମୀର ନିଶା ପାଇଁ କଷ୍ଟ ପାଉ ଥିବାର ବି ଦେଖା ଯାଇଥାଏ କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଗୋଟିଏ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣଙ୍କ ହୋସ ଉଡି ଯିବ ।ତେବେ ଏହି ଘଟଣା ଟି ହେଉଛି ରାଜସ୍ଥାନ ର ଯେଉଁ ଠାରେ ଜଣେ ବାପା ନିଶା ଅବସ୍ଥାରେ ନିଜର ଦେଡ ମାସର ଶିଶୁ ସହ ଯାହା କରିଛନ୍ତି ତାହା ଖୁବ ନିନ୍ଦନୀୟ ଅଟେ ।

ଘଟଣା ଅନୁସାରେ ରାଜସ୍ଥାନ ର ବାରା ଅଞ୍ଚଳର ରାଧେଶ୍ୟାମ ନାମକ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘରେ ଥିଲେ କିନ୍ତୁ ସକାଳୁ ଯେତେବେଳେ ତାଙ୍କ ସ୍ତ୍ରୀ କମଳା ନିଜର ଦେଡ ମାସର ଝିଅକୁ ଖୋଜିଥିଲେ ସେ ତାକୁ ପାଇ ନଥିଲେ ।ତେବେ ପରେ ସେ ନିଜ ସ୍ୱାମୀ ଙ୍କୁ ବି ପାଇ ନଥିଲେ ତେଣୁ ସେ ପୋଲିସ ଷ୍ଟେସନରେ ପହଞ୍ଚି ପିଲା ଓ ସ୍ୱାମୀ ନିଖୋଜ ଥିବାର କମ୍ପ୍ଲେନ ଦେଇଥିଲେ ।ତେବେ ତାପରେ ପୋଲିସ ମାନେ ଉଭୟ ବାପା ଓ ଶିଶୁକୁ ଖୋଜିବାରେ ଲାଗି ଯାଇଥିଲେ ।ତେବେ ଶେଷରେ ରାଧେଶ୍ୟାମ ଙ୍କୁ ଶ୍ବଶୁର ଘରକୁ ଯିବା ରାସ୍ତାରେ ଜଙ୍ଗଲରୁ ମିଳିଥିଲେ,କିନ୍ତୁ ସେତେବେଳେ ତାଙ୍କ ପାଖରେ ଛୋଟ ଶିଶୁଟି ଥିଲା ତେବେ ବାପା ନିଶାରେ ମସଗୁଲ ଥିଲା ବେଳେ ଝିଅର କାନ୍ଦି କାନ୍ଦି ବେହାଲ ହେଇ ଯାଇଥିଲା ।

କିନ୍ତୁ ସୌଭାଗ୍ୟ ବଶତ ସେହି ଛୋଟ ପିଲାର କାଣ୍ଡ ସହି ପାରି ନଥିଲେ ପୂଜା ଓ ମୁଗଲେସ ନାମକ ଲେଡି କନେଷ୍ଟବଳ ଆଉ ସେମାନେ ବି ମାଆ ଥିଲେ ତେଣୁ ନିଜର କ୍ଷୀର ସେହି ପିଲାଟିକୁ ପିଆଇ ତାପରେ ପାଣି ପିଇବା ପରେ ପିଲାଟି ଚୁପ ହେଇଥିଲା ।ତେବେ ତାପରେ ଶିଶୁର ମିଳିବା ସନ୍ଧାନ ଜାଣି କମଳା ଶିଶୁକୁ ନେଇଥିଲେ, ତେବେ ଏହା ପରେ ପୋଲିସ ଥାନା ତରଫରୁ ପୂଜା ଓ ମୁଗଲେସ ଙ୍କୁ ନିଜର ଏହି ମହାନ କାମ ପାଇଁ ସମ୍ମାନିତ କରାଯାଇଥିଲା ।ତେବେ ଭାବିଲେ ନିଶା କଣ ଝିଅର କାଣ୍ଡକୁ ଶୁଣେଇ ଦେଲାଣି ସେହି ବାପାକୁ ଆଉ ନିଶା କରିବା ଏତେ ବଡ଼ ହେଇ ଗଲା ଝିଅ ପାଖରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment