ମୁସଲିମ୍ ବାବାଙ୍କ କଣ୍ଠରେ ଜଗନ୍ନାଥ ଭଜନ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବନ୍ଧୁଗଣ ଆମ ଦେଶ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ପରିଗଣିତ ଏବଂ ଏଥିପାଇଁ ଆମେ ସମସ୍ତେ ଗର୍ବିତ ନିଶ୍ଚିତ। ତେବେ ଗୋଟିଏ ଦେଶ ପାଇଁ ସାମ୍ପ୍ରଦାୟିକ ସଦଭାବ ନିହାତି ଆବଶ୍ୟକ ଅଟେ। ପ୍ରତ୍ୟେକ ନାଗରିକଙ୍କର ନିଜ ପସନ୍ଦର ଧର୍ମ ଅନୁସରଣ କରିବାର ଅଧିକାର ଅଛି ଏବଂ ଅସହିଷ୍ଣୁତା ଏହି ଅଧିକାର ପ୍ରତି ବିପଦ ସୃଷ୍ଟି କରୁଛି। ଏହାଛଡା ସମାନତା ସାମ୍ପ୍ରଦାୟିକ ସମନ୍ୱୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ଏହାକୁ ଗ୍ରହଣ କରିବା ସହିତ ସାମ୍ପ୍ରଦାୟିକ ସଦଭାବର ମହତ୍ତ୍ୱକୁ ବୁଝିବା ପରେ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ବିଦ୍ୟମାନ ହୋଇପାରେ। ତେବେ ଧର୍ମ ମାନବ ସମାଜରେ ପ୍ରାୟ ଏକ ସର୍ବଭାରତୀୟ ଅନୁଷ୍ଠାନ ଅଟେ।

ଅତୀତ ଏବଂ ବର୍ତ୍ତମାନର ସମସ୍ତ ସମାଜରେ ଏହା ଦେଖିବାକୁ ମିଳେ।ଆମକୁ ଜଣାଶୁଣା ସମସ୍ତ ପ୍ରାଚୀନ ସମାଜରେ ଧର୍ମ ଅଛି।ଏହା ଏକ ଅତି ପ୍ରାଚୀନ ଅନୁଷ୍ଠାନ। ତେବେ ଯଦି କୁହାଯାଏ ତେବେ ଧର୍ମ ବିନା କୌଣସି ଆଦିମ ସମାଜ ନାହିଁ। କିନ୍ତୁ ବିନା ହିଂସା ରେ ସମସ୍ତ ଧର୍ମକୁ ସମ୍ମାନ ଦେବାରେ ସାମାନ୍ଯ ଅସ୍ଥିରତା କିଛି ନା କିଛି ଜାଗାରେ ଦେଖିବାକୁ ମିଳେ। ଯାହା ଆମ ସମାଜର ଏକ ନକାରାତ୍ମକ ଚିତ୍ର। ସବୁ ଧର୍ମକୁ ସମ୍ମାନ ଜଣାଇବା ଜଣେ ନାଗରିକ ର କର୍ତ୍ତବ୍ୟ। ତେବେ ଯାଇ ଭାଇଚାରା ଆଉ ସଦଭାବ ର ବିରାଜମାନ ହେବ। ହସ, ଖୁସି ଏବଂ ଶାନ୍ତି ପ୍ରତିଷ୍ଠା ପାଇବ ଆମ ଦେଶରେ।

ତେବେ ଏହି କଥାକୁ ପ୍ରମାଣ କରୁଥିବା ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି।ଯାହାକୁ ଦେଖିଲେ ଆପଣ ବି ବହୁତ୍ ଖୁସି ହୋଇଯିବେ। କାରଣ ଏହା ଏମିତି ଏକ ଦିଗକୁ ଇଙ୍ଗିତ କରୁଛି ଯାହା ବାସ୍ତବରେ ଆମ ସମାଜକୁ ବହୁ ଆଗକୁ ନେଇଯିବ ଆମ ମାନସିକତା ଏବଂ ଧାର୍ମିକ ଭାବନାକୁ ଉଜ୍ଜୀବିତ କରି। ଆମେ କହିବାକୁ ଯାଉଥିବା ଘଟଣାରେ ଏକ ଦୃଶ୍ୟ ଏପରି ରହିଛି ଯାହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ମୁସଲିମ ବାବାଙ୍କ ଶିବ ଭଜନ ଗାଇବା ର ଏକ ଭାବପୂର୍ଣ୍ଣ ଦୃଶ୍ୟ।

ଏତେ ସୁନ୍ଦର ଭାବରେ ଏତେ ଭକ୍ତିର ସହିତ ସେ ଏହି ଭଜନ କୁ ଗାଉଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ ଏବଂ ଆପଣଙ୍କ ମନରେ ଭକ୍ତି ଯାତ ହେବ। ମହାପ୍ରଭୁ ଭୋଳା ଶଙ୍କର ଙ୍କ ଏକ ସୁନ୍ଦର୍ ଗୀତକୁ ଏଠାରେ ମୁସଲିମ ବାବା ଜଣଙ୍କ ସୁମଧୁର କଣ୍ଠରେ ଗାନ କରୁଛନ୍ତି। ଯାହା ଯେତିକି ହୃଦୟସ୍ପର୍ଶୀ ସେତିକି ମନ ମୁଗ୍ଧକର ଅଟେ। ଆପଣ ବି ଥରେ ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ଏବଂ ଏହା ଅନୁଭବ କରିବେ ଯେ ବାସ୍ତବରେ ଜଣେ ଭକ୍ତର କୌଣସି ଜାତି କିମ୍ୱା ଧର୍ମ ନଥାଏ। ସେ କେବଳ ନିଜକୁ ସଂପୂର୍ଣ୍ଣ ଭାବରେ ଭଗବାନଙ୍କ ପାଖରେ ସମର୍ପଣ କରିଦିଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment