ଦେଖନ୍ତୁ Exclusive ଭିଡ଼ିଓ : କାଶି କାଶି କହିଲେ ପିଣ୍ଟୁ ନନ୍ଦ ,ମୁଁ ମରିଯିବି ପଛେ ମୋ ନାଁ ରେ ଭିକ ମାଗି ବଦନାମ କରନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସେଗୁଡିକ ମଧ୍ୟରୁ ପିଣ୍ଟୁ ନନ୍ଦ ଙ୍କୁ ନେଇକି ଯେଉଁ ଘଟଣା ଟି ଭାଇରାଲ ହେବାକୁ ଲାଗିଛି ତାହା ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଫ୍ଲିମ ଏକ୍ଟର ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଅଛି | ଆଉ ତାଙ୍କୁ ମେଡିକାଲ ରେ ମଧ୍ୟ ଭର୍ତ୍ତି କରାଯାଇଛି | ଆଉ ଠିକ ଏହି ସମୟରେ ପିଣ୍ଟୁ ନନ୍ଦ ହସ୍ପିଟାଲ ବେଡ଼ ରେ ଶୋଇ କାଶୀ କାଶୀ କହୁଛନ୍ତି କି ଟଙ୍କା ନାଁ ଧରିକି ରାସ୍ତା ରେ କେହି ମାଗନ୍ତୁ ନାହିଁ ବୋଲି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇ ଥିବା ଆମ ସମସ୍ତଙ୍କର ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଓଡ଼ିଆ ଦର୍ଶକ ମାନଙ୍କ ପାଇଁ ଅନେକ କିଛି ଫ୍ଲିମ କରିଛନ୍ତି ପିଣ୍ଟୁ ନନ୍ଦ | ଆଉ ନିଜର ଅଭୁନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ମଧ୍ୟ ଘର କରିଛନ୍ତି ସେ | ତେବେ ସମସ୍ତଙ୍କ ମନ ରେ ଘର କରିଥିବା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଅଛି |

ଆଉ ଯାହା କୁହାଯାଉଛି କି ପିଣ୍ଟୁ ଙ୍କ ଝିଅ ପ୍ରଥମେ ଭୁବନେଶ୍ୱର ର AIIMS ରେ ଚିକିତ୍ସିତ ହେଉଥିଲେ ଲିଭର ଜନିତ ରୋଗ ରେ ଅକ୍ଲାନ୍ତ ଥିବା କାରଣରୁ | ଆଉ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ହସ୍ପିଟାଲ କୁ ନିଆଯାଇଛି ଆଉ ସେଠାରେ ତାଙ୍କର ନୂଆ ଲିଭର ଲଗାଯିବ ଆଉ ତାହା ପରେ ସେ ସୁସ୍ଥ ହେବେ | ତେବେ ପିଣ୍ଟୁ ନନ୍ଦ ଙ୍କର ଅପେରସନ ପାଇଁ ପ୍ରଚୁର ଟଙ୍କା ର ଆବଶ୍ୟକତା ଥିବାରୁ ସେ ସାହାଯ୍ୟ ପାଇଁ ଜନସାଧାରଣ ମାନଙ୍କୁ କହିଥିଲେ | ଆଉ ଠିକ ଏହି ସମୟରେ ପିଣ୍ଟୁ ଙ୍କର ନାଁ କୁ ବଦନାମ କରି ରାସ୍ତା ରେ ପିଣ୍ଟୁ ଙ୍କ ନାଁ ରେ ଭିକ ମାଗିବାକୁ ଲାଗିଛନ୍ତି କିଛି ଲୋକ |

ଯାହାକୁ ନେଇକି ପିଣ୍ଟୁ ନନ୍ଦ କହିଛନ୍ତି ହସ୍ପିଟାଲ ବେଡ଼ ରେ ଶୋଇକି କି ତାଙ୍କ ନାଁ କୁ ବଦନାମ କରନ୍ତୁ ନାହିଁ, ତାହା ସହିତ ତାଙ୍କର ନାଁ ଧରି ଏମିତି ରାସ୍ତା ରେ ଥାଳି ଵା ଲୁଗା ପୋତେଇକି ଭିକ ମାଗିବାର କୌଣସି ଆବଶ୍ୟକତା ନାହିଁ ବୋଲି | ଆଉ ତାଙ୍କର ସିନେ ବନ୍ଧୁ ମାନେ ତାଙ୍କୁ ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment