କାଷ୍ଟିଙ୍ଗ କାଉଚକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ ,କହିଲେ..ଦେଖନ୍ତୁ video

ହଁ ବନ୍ଧୁଗଣ ଆଜି କାଲି କାଷ୍ଟିଙ୍ଗ କାଉଜ କୁ ନେଇକି ଅନେକ ପ୍ରକାରର ଖବର ମାନ ପ୍ରକାଶ ପାଇବାରେ ଲାଗିଛି | ଆଉ ଯାହା କୁହାଯାଉଛି କି ଏହି କାଷ୍ଟିଙ୍ଗ କାଉଜ ପାଇଁକି ଅନେକ ଫିଲ୍ମ ର ହିରୋଇନ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧା ର ମଧ୍ୟ ଶିକାର ହେଉଥିବାର ଦେଖିବାକୁ ମିଳିଛି | ଆଉ ଯାହାକୁ ନେଇକି ମୁହଁ ଖୋଲିଛନ୍ତି ସାଉଥ ହିରୋଇନ କୀର୍ତ୍ତି ସୁରେଶ ଆଉ ସେ କହିଛନ୍ତି କି ଯଦି ତାଙ୍କୁ କେହି ସେହି ଭଳି କିଛି କରିବା ପାଇଁ କହିଥାନ୍ତା ଖରାପ କାମ ଓ କାଷ୍ଟିଙ୍ଗ କାଉଜ ର ଶିକାର ହେଇଥାନ୍ତେ ତାହେଲେ ସେ ମୁହେଁ ମୁହେଁ ଜବାବ ଦେଇଥାନ୍ତେ ସମସ୍ତଙ୍କୁ | ତେବେ ଏହା ବ୍ୟତୀତ ଆଉ କଣ କଣ ସବୁ କହିଛନ୍ତି ଏହି କାଷ୍ଟିଙ୍ଗ କାଉଜ କୁ ନେଇକି ଆସନ୍ତୁ ଜାଣିବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସାଉଥ ହିରୋଇନ ମାନଙ୍କ ମଧ୍ୟରୁ ସୁନ୍ଦରୀ ଓ ଚୁଳ ବୁଲି ନାୟିକା ହେଉଛନ୍ତି କୀର୍ତ୍ତି ସୁରେଶ | ତେବେ ସେ ସାଉଥ ଇଣ୍ଡୋଷ୍ଟ୍ରି ର ଜଣେ ଜଣା ଶୁଣା ହିରୋଇନ ଭାବରେ ସବୁଠାରେ ଲୋକ ମାନଙ୍କ ପାଖରୁ ବେଶ ଭଲ ପାଇବା ଓ ପ୍ରସଂଶା ର ପାତ୍ର ମଧ୍ୟ ହୋଇଥାନ୍ତି | ତାହା ବ୍ୟତୀତ କୀର୍ତ୍ତି ତେଲଗୁ, ତାମିଲ ସହିତ ଅନେକେ ମାଲାୟାଲାମ ଫ୍ଲିମ ରେ ମଧ୍ୟ କାମ କରିଛନ୍ତି | ତେବେ ଆଜି କାଲି ଯେଉଁ କାଷ୍ଟିଙ୍ଗ କାଉଜ ହେଉଛି ତାହାକୁ ନେଇକି ମଧ୍ୟ କିଛି ମତ ରଖିଛନ୍ତି କୀର୍ତ୍ତି |

ତାଙ୍କର କହିବା ଅନୁ ସାରେ ତାଙ୍କ ସହିତ କେବେ ହେଲେ କାଷ୍ଟିଙ୍ଗ କାଉଜ ହୋଇ ନାହିଁ କିନ୍ତୁ ଅନେକଙ୍କ ସହିତ ଏହି ଭଳି ହୁଏ ବୋଲି ସେ କହିଛନ୍ତି | ଆଉ ଯାହା କୁହାଯାଉଛି କି କୀର୍ତ୍ତି ସୁରେଶ 2015 ରେ ମହା ନଟି ପାଇଁ ସର୍ବ ଶ୍ରେଷ୍ଠ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ |ଆଉ ତାହା ବ୍ୟତୀତ ଫ୍ଲିମ ରେ କାମ କରୁଥିବା ଅନେକ ହିରୋଇନ ମାନେ କାଷ୍ଟିଙ୍ଗ କାଉଜ କୁ ନେଇକି ତାଙ୍କର ଅନୁଭୂତି ମଧ୍ୟ ସେୟାର କରିଥିବା କଥା କହିଛନ୍ତି | ତେବେ ସେ କେବେବି କାଷ୍ଟିଙ୍ଗ କାଉଜ ର ଶିକାର ଆଜି ଯାଏ ହେଇ ନାହାନ୍ତି ବୋଲି କହିଛନ୍ତି |

ଆଉ ତାହା ବ୍ୟତୀତ ସେ ଲୋକ ଙ୍କ ସହିତ ଭଲ ବ୍ୟବହାର କରନ୍ତି ବୋଲି କହିଛନ୍ତି | ଆଉ ଯଦି ସେମିତି କିଛି କଥା ଉଠିଲା ତାହେଲେ ସେ ଫ୍ଲିମ ଲାଇନ କୁ ଛାଡିକି କମ୍ପାନୀ ରେ କାମ କରିବାକୁ ପସନ୍ଦ କରିବେ ବୋଲି ମଧ୍ୟ କହିଛନ୍ତି | ଆଉ କେହି ଫ୍ଲିମ ନିର୍ମାତା ତାଙ୍କୁ ଯଦି ଏମିତି କିଛି କରିବାକୁ କୁହନ୍ତି ତାହେଲେ ତାଙ୍କୁ ସେ ମୁହେଁ ମୁହେଁ ଜବାବ ଦେବେ ବୋଲି ମଧ୍ୟ କହିଛନ୍ତି କୀର୍ତ୍ତି ସୁରେଶ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment