ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ସେହି ଅର୍ଚନା ଙ୍କର ସମ୍ପର୍କ ରେ ଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘରେ ତଦନ୍ତ କାରୀ ଟିମ ପହଞ୍ଚିବା ପରେ, କିଛି ସାମ୍ବାଦିକ ଖବର ପାଇ ସେଠାକୁ ଯାଇଥିଲେ କିଛି ଖବର ସଂଗ୍ରହ କରିବା ପାଇଁ | ହେଲେ ସେଠାରେ ଯାଇ ପହଁଞ୍ଚିବା ପରେ ସେଠାରେ ଯାହା ହେଇଥିଲା ତାହାଲେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବ | ତେବେ ପୂର୍ବ ସୂଚନା ଅନୁଯାୟୀ କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା ଓ ତାଙ୍କ ପଛରେ କାହାର ହାତ ରହିଛି ତାହାକୁ ପୋଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ପ୍ରମାଣ ରହିଛି ତାହା ଜଣା ପଡିଥିଲା |ଆଉ ବର୍ତ୍ତମାନ ତାଙ୍କ ସହିତ ସମ୍ପକ ରେ ଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘରକୁ ସାମ୍ବାଦିକ ମାନେ ଯିବାରୁ ତାଙ୍କର ମା କାଠ ଫାଳିଆ ଧରି ଗୋଡ଼ାଇଛନ୍ତି ସାମ୍ବାଦିକ ଙ୍କୁ |ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଆମେ ଜାଣିଛି ଅର୍ଚନା ସ୍ୱାମୀଙ୍କ ଅସୁସ୍ଥତାର ଫଟୋ ଛାଡ଼ି ଧନୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରିବା ସହିତ ବଡ଼ ବ୍ୟବସାୟୀର ପରିଚୟ ଦେଇ ଧନୀ ଲୋକଙ୍କୁ ଟଙ୍କା ମାଗୁଥିଲେ | ଧୀରେ ଧୀରେ ସମ୍ପର୍କ ବଢ଼ାଉଥିଲେ ସୁଯୋଗ ଦେଖି ଘରକୁ ଡାକୁଥିଲେ ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ | ଆଉ ଯଦି ଧନୀ ବ୍ୟକ୍ତିଜଣଙ୍କ ଅର୍ଚ୍ଚନାଙ୍କ ମାୟାଜାଲରେ ପଡ଼ି ଥରେ ଚାଲିଆସୁଥିଲେ ତାହେଲେ | ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ କରୁଥିଲେ | ତେବେ ସେ ସବୁ ବିଷୟରେ ପୋଲିସ ତାହାର ଛାନ ଭିନ କରିବା ପରେ ପୋଲିସ ପ୍ରଥମେ ଅର୍ଚ୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁ କୁ ଗିରଫ କରିଥିଲା |
ତେବେ ଏ ସମସ୍ତ ଘଟଣା ପରେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଥିବା କୁହାଯାଇଛି | ତେବେ କିଛି ଦିନ ଧରି ବେଶ ଚର୍ଚ୍ଚା ରେ ଥିବା ଭୁବନେଶ୍ୱର ରବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମ୍ପର୍କ ରେ ଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘରେ ଇଡିର ତଦନ୍ତ କାରୀ ଟିମ ପହଞ୍ଚିଥିଲା |ତେବେ ଖବର ପାଇ ସେଠାରେ କିଛି ସାମ୍ୱାଦିକ ମାନେ ପହଁଞ୍ଚିଥିଲେ | ହେଲେ କିଛି ଖବର ସଂଗ୍ରହ କରିବା ପୂର୍ବରୁ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଙ୍କ ମା କାଠ ଫାଳିଆ ଘେନି ଗୋଡ଼ାଇଥିବାର ନଜର ଆସିଥିଲେ |
ଏହା ପରେ ଯେତେବେଳ ସାମ୍ବାଦିକ ମାନେ ଦୌଡ଼ି ଥିଲେ ସାମ୍ବାଦିକ ଙ୍କ ଉପରକୁ ଶ୍ରଦ୍ଧାଞ୍ଜଳିଙ୍କ ମା କାଠ ଫାଳିଆ ଫିଙ୍ଗି ଥିବା ଦେଖାଯାଇଛି | ଏହା ସହିତ କୁହାଯାଇଛି ଯେ ଇଡି ର ତଦନ୍ତକାରୀ ଟିମ କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଙ୍କ ପରିବାର ଲୋକ ସହଯୋଗ ମଧ୍ୟ କରିନାହାନ୍ତି | ତେବେ ସୂଚନା ଅନୁଯାୟୀ ସାମ୍ବାଦିକ ଙ୍କୁ କାଠ ଫାଳିଆ ଫିଙ୍ଗିଥିବା ଯୋଗୁଁ ସାମ୍ବାଦିକ ମାନେ ବାଙ୍କୀ ଥାନରେ ଶ୍ରଦ୍ଧାଞ୍ଜଳି ଙ୍କ ମା ଙ୍କ ନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି |ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।