କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା) ଆଜି ରାତିଠାରୁ ଏହି 5ଟି ରାଶି ଭାଗ୍ୟଶାଳୀ – Jyotisha Shastra

ବନ୍ଧୁଗଣ ଆପଣ ଜାଣିଥିବେ ଯେ ଆଗକୁ ଆସୁଥିବା କାର୍ତ୍ତିକ ପୂର୍ଣମୀ ଆସନ୍ତା ନଭେମ୍ବର ମାସ 8ତାରିଖ ପଡିବ |ଆମ ଜୀବନରେ ଚାଲୁଥିବା ସୁଖ ଓ ଦୁଃଖ ଗ୍ରହମାନଙ୍କ ଚଳନ ଉପରେ ନିର୍ଭର କରେ,ଆମ ଜୀବନରେ ହେଉଥିବା ପରିବର୍ତନ ଗୁଡିକ ଗ୍ରହମାନଙ୍କ ଗତିପଥ କାରଣରୁ ହୋଇଥାଏ |ଏହି କାର୍ତ୍ତିକ ପୂର୍ଣମୀ ଠାରୁ ପାଞ୍ଚ ଗୋଟି ରାଶିମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି, ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଯାହା ଚାହୁଁଥିବେ ତାହା ସେମାନେ ଶୀଘ୍ର ପ୍ରାପ୍ତି କରିବେ |ମା ଲଷ୍ମୀଙ୍କ କୃପା ସେମାନଙ୍କ ଉପରେ ସର୍ବଦା ରହିବ, ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡିକ କଣ ଏମାନଙ୍କ ଭାଗ୍ୟରେ କି ପରିବର୍ତନ ଦେଖାଦେଉଛି |

ଏହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି -ମେଷରାଶି,ବୃଷରାଶି,କନ୍ୟାରାଶି, ତୁଳାରାଶି ଏବଂ କୁମ୍ଭରାଶି |

ଏହି ରାଶିର ବ୍ୟକ୍ତିମାନେ ଆଗକୁ ଆସୁଥିବା କାର୍ତ୍ତିକ ପୂର୍ଣମୀ ଠାରୁ ବହୁତ ଭାଗ୍ୟଶାଳୀ ହେବେ | ଆପଣ ଯଦି କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ଅଟେ ତେବେ ଆପଣ ଆପଣଙ୍କ କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ |ଯେଉଁ ବ୍ୟକ୍ତିମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ୍ୟ ଏହି ସମୟ ବହୁତ ଶୁଭ ଅଟେ,ଆପଣଙ୍କ ପରିବାରରେ ଖୁସିରେ ବାତାବରଣ ଦେଖା ଦେଇପାରେ |ଏହି ସମୟରେ ଆପଣ ନୂତନ ବନ୍ଧୁ କରିପାରନ୍ତି ସେହି ବନ୍ଧୁମାନେ ଆପଣଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିପାରନ୍ତି,ଆପଣଙ୍କ ଧନପ୍ରାପ୍ତିର ସୁଯୋଗ ରହିଛି ନିଜର ପୁରୁଣା ପଇସା ଫେରସ୍ତ ପାଇପରନ୍ତି |

ଯେଉଁମାନଙ୍କ ବିବାହ କୌଣସି କାରଣରୁ ଅଟକି ରହିଛି ତେବେ ଏହି ସମୟରେ ଆପଣଙ୍କ ବିବାହ ଯୋଗ ଖୋଲିଯିବ,ଏହି ପଞ୍ଚଗୋଟି ରାଶିର ବିଦ୍ୟାର୍ଥୀ ମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସଫଳତା ନିଶ୍ଚିତ ପାଇବେ |ଏହି ବ୍ୟକ୍ତିମାନେ ପରିବାର କିଛି ଖୁସିଖବର ପାଇ ଆନନ୍ଦିତ ହେବେ | ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ ରହିବ ,ବ୍ୟବସାୟରେ ଲାଭବାନ ହେବେ, ଚାକିରୀରେ ପଦନ୍ନତି ହୋଇପାରେ |ସହଯୋଗୀଙ୍କ ସହଯୋଗ ଆପଣ ପାଇବା ସହିତ ଏହି ସମୟରେ ଆପଣ କିଛି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରନ୍ତି |

କମ ପରିଶ୍ରମରୁ ଆପଣ ଅଧିକ ସଫଳତା ପାଇବେ,ଏହି ବ୍ୟକ୍ତିମାନଙ୍କୁ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିଥାଏ ତେଣୁ ସେମାନଙ୍କ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ |ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଆପଣ ସଫଳତା ପାଇବା ସହିତ ଉନ୍ନତି ପ୍ରାପ୍ତ ମଧ୍ୟ୍ୟ କରିପାରନ୍ତି |ଏମାଙ୍କ ଜୀବନରେ କୌଣସି ଅଭାବ ରହିବ ନାହିଁ, ଏହି ବ୍ୟକ୍ତିମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତିର ପ୍ରତିଷ୍ଠା ହେବ |ଏହି ପାଞ୍ଚ ଗୋଟି ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ ହେବା ସହିତ ଜୀବନରେ ଅନେକ ସଫଳତା ପ୍ରାପ୍ତ କରିବେ |ମା ଲଷ୍ମୀଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ସର୍ବଦା ରହିଥାଏ ତେଣୁ ଏହି ବ୍ୟକ୍ତିମାନଙ୍କ ଜୀବନରେ କୌଣସି ଅଭାବ ରହିନଥାଏ |ମା ଲଷ୍ମୀ ଏହି ବ୍ୟକ୍ତିମାନଙ୍କ ଉପରେ ସର୍ବଦା ପ୍ରସନ୍ନ ହୋଇଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment