କେବଳ ତିନି ଦିନ ସକାଳେ ଏହି ପାଣି ପିଅନ୍ତୁ ୧୦୦ ବର୍ଷ ପର୍ଯ୍ୟନ୍ତ ମଧୁମେହ, କଲେଷ୍ଟ୍ରଲ, ମୋଟାପଣ ଓ ପେଟ ରୋଗ ଓ ହୃଦୟ ଜନିତ ସମସ୍ୟା ରହିବ ନାହିଁ ୧୦୦% ଗ୍ୟାରେଣ୍ଟି

0

ଆଜି ଆମେ ଏକ ଏମିତି ଘରୋଇ ଉପଚାର ବିଷୟ ରେ ଜାଣିବା ଯାହା ର ସେବନ କରିବା ଦ୍ଵାରା ଆପଣ ଙ୍କ ର ପ୍ରାୟତଃ ଅଧିକାଂଶ ରୋଗ ଭଲ ହୋଇ ଯିବ । ଦୁର୍ବଳ ଲାଗିବା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା , ମୁଣ୍ଡ ବିନ୍ଧା ପରି ଅନେକ ସମସ୍ୟା ଏଇ ଘରୋଇ ଉପଚାର ଦ୍ଵାରା ଭଲ ହୋଇଯିବ ।ଏହାର ସେବନ କରିବା ମାତ୍ରେ ଆପଣ 50 ବର୍ଷ ବୟସ ରେ ମଧ୍ୟ 25 ବର୍ଷ ବୟସ ଅନୁଭବ କରିବେ ।ତିନି ଦିନ ମାତ୍ର ଏହାକୁ ସେବନ କରନ୍ତୁ ଜୀବନ ସାରା କେବେ ମଧ୍ୟ କ୍ୟାଲସିୟମ ର ଅଭାବ ରହିବ ନାହିଁ ।

ଏହାକୁ ସେବନ କରିବା ଦ୍ଵାରା କେବେବି ଆପଣ ଙ୍କ ହାତ ରେ କଷ୍ଟ ହେବ ନାହିଁ, ପାଦ ରେ କଷ୍ଟ ହେବ ନାହିଁ , କମର ରେ କଷ୍ଟ ହେବ ନାହିଁ , ଦୁର୍ବଳ ଲାଗିବ ନାହିଁ , କ୍ୟାଲସିୟମ ର ଅଭାବ ରହିବ ନାହିଁ । ଆଉ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ନିରୋଗି ବଞ୍ଚିବେ।

ଏହି ସବୁ ସମସ୍ୟା ସେତେବେଳେ ଦେଖାଯାଏ ଯେତେବେଳେ ଆମ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖାଯାଏ। କ୍ୟାଲସିୟମ ର ଅଭାବ ଦୁର କରିବା ପାଇଁ, ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ଆଜି ଆମେ ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ।

ଆଜି ଆମେ ଘରୋଇ ସାମଗ୍ରୀ ମାଧ୍ୟମ ରେ ଏମିତି ଏକ ଡ୍ରିଙ୍କ ପ୍ରସ୍ତୁତ କରି ସେବନ ବିଷୟ ରେ ଜାଣିବା ଯାହା ଦ୍ଵାରା ଆପଣଙ୍କ ର ଅଧିକାଂଶ ରୋଗ ଭଲ ହୋଇ ଯିବ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ବିଷୟରେ ଜାଣିବା।ଏହି ଡ୍ରିଂକ୍ସ କୁ ପ୍ରସ୍ତୁତ କରିବା ପାଇଁ ଆପଣ ଅର୍ଜୁନ ଗଛର କିଛି ଛାଲି ଆଣନ୍ତୁ।ଅର୍ଜୁନ ଛାଲର ଗୋଟିଏ ଟୁକୁଡ଼ା କୁ ପାଣିରେ ଗରମ କରି ସେହି ପାଣିକୁ ବ୍ୟବହାର କରନ୍ତୁ।

ଆପଣ ଦୁଇ ଗ୍ଲାସ ପାଣି ନେବେ ଓ ସେଥିରେ ଦୁଇ ଟୁକୁଡ଼ା ଅର୍ଜୁନ ଛାଲ ପକାଇବେ।ଏଥିରେ ଗୋଟିଏ ଛୋଟ ଚାମଚ ଡାଲଚିନି ପାଉଡର ପକାଇବେ।ଡାଲଚିନି ପାଉଡର ଏଥି ପାଇଁ ମିଶା ଗଲାକି, କାରଣ ଡାଲଚିନି ଏହି କାଢା କୁ ଅଧିକ କଡା ବନାଇବ।ଡାଲଚିନି ଏଥିରେ ପକାଇବା ଦ୍ୱାରା ଏହି କାଢା ର ଫାଇଦା ଆହୁରି ବଢ଼ି ଯାଇ ଥାଏ।

ଏହି କାଢା କୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ସେହି ଦୁଇ ଗ୍ଲାସ ପାଣି ଗୋଟିଏ ଗ୍ଲାସ ରେ ପରିଣତ ହୋଇ ନଯାଇଛି।ଏହା ପରେ ଏହି ପାଣିକୁ ବାହାର କରି ଛାଣି ଦିଅନ୍ତୁ ଓ ଗୋଟିଏ ଗ୍ଲାସରେ ରଖନ୍ତୁ।ଏବେ ଏହି କାଢା କୁ ପିଇ ଦିଅନ୍ତୁ।

ଏହି କାଢା କୁ ଆପଣଙ୍କୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ପିଇବା ପାଇଁ ପଡ଼ିବ।ପ୍ରତ୍ୟେକ ଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରିର ସମ୍ପୂର୍ଣ୍ଣ ନିରୋଗୀ ହୋଇ ଯିବ।ଆପଣଙ୍କ କ୍ୟାଲସିୟମ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବା ସହିତ ଆପଣଙ୍କ ପେଟ ଜନିତ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇ ଯିବ।ଆପଣ ସବୁବେଳେ ନିଜକୁ ତାଜା ଅନୁଭବ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।